Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ହାତବୁଣା ଟସର ବସ୍ତ୍ର ଗୋପାଳପୁରକୁ ଦେଇଛି ସ୍ୱତନ୍ତ୍ର ପରିଚୟ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପାଟ ସୂତାରେ ଯାଜପୁର ଜିଲ୍ଲା ଗୋପାଳପୁରର ବୁଣାକାର ବାନ୍ଧି ରଖିଛନ୍ତି, ରାଜ୍ୟର ସମୃଦ୍ଧ ବୟନା କଳାର ପରମ୍ପରାକୁ । ବର୍ଷ ପରେ ବର୍ଷ ବୁଣି ଚାଲିଛନ୍ତି, ଏକକୁ ଆରେକ ଆଖି ଝଲସା ପାଟ ବସ୍ତ୍ର ସବୁ । ସେମାନଙ୍କ ହାତ…

ଆଜି ପାଳନ ହେବ ସିକନ୍ଦର ଆଲମଙ୍କ ୮୨ତମ ଜୟନ୍ତୀ

ଭୁବନେଶ୍ୱର : ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ ସଙ୍ଗୀତଜ୍ଞ ସିକନ୍ଦର ଆଲମଙ୍କ ୮୨ତମ ଜୟନ୍ତୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ କଟକଣା ପାଳନ  ପୂର୍ବକ…

ରାଜ୍ୟପାଳ ଉନ୍ମୋଚନ କଲେ ‘ରିସାଇଟ୍ ଡ଼ଟ୍ ୱାର୍ଲ୍ଡ ‘ ୱେବସାଇଟ

ଭୁବନେଶ୍ୱର : ନୀଳାଦ୍ରି ବିଜେର ପବିତ୍ର ଅବସରରେ ଉଦୟଗିରି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଐତିହ୍ୟ , ଭାଷା ଓ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ' ରିସାଇଟ୍ ଡ଼ଟ୍ ୱାର୍ଲ୍ଡ '  ନାମକ ଏକ ୱେବସାଇଟ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ…

‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଧଉଳି ବୁକ୍ସ, ଭୁବନେଶ୍ୱର ଆନୁକୂଲ୍ୟରେ ଏବଂ ମନୁ ଦାଶଙ୍କ ସହାୟତାରେ ଲେଖକ ସନ୍ତୋଷ କୁମାର ମହାନ୍ତିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ ହୋଇଯାଇଛି । ଏହି ପୁସ୍ତକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ପ୍ରାୟ ସମସ୍ତ ପ୍ରସଙ୍ଗ ତଥ୍ୟ ସହ ସମୁଦାୟ…

‘ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା’ରେ ଆଦ୍ୟା ଓ ପ୍ରାପ୍ତିଙ୍କ ନୃତ୍ୟ ପରିବେଷଣ

ଭୁବନେଶ୍ବର : ମହାରାଷ୍ଟ୍ର ଓଡ଼ିଆ ୱେତଲ୍ ଫେୟାର ଆସୋସିଏସନ(ମୋୱା) ଓ ପ୍ରବାସୀ ସାହିତ୍ୟ ସମ୍ଭାର ଆନୁକୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଓ ସୁନାବେଶ ଅବସରରେ ନଭି ମୁମ୍ବାଇର ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ' ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା' ଅନୁଷ୍ଠିତ ହୋଇଯାଇଛି। ଉମେଶ ଦାଶ ଓ…

ହାତ ପରଶରେ ପଥର ବି ପାଏ ଜୀବନ୍ୟାସ : ପ୍ରସ୍ତର ଶିଳ୍ପୀ ଧ୍ରୁବ ଚରଣ ସ୍ୱାଇଁ

( କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ) ନାହିଁ ଅର୍ଥର ଲାଳସା କି ପୁରସ୍କାରର ମୋହ । ସରଳତା ତାଙ୍କ ଭୂଷଣ । କାରିଗରି ତାଙ୍କ ପୂଜା । ସକାଳୁର ସଞ୍ଜ ଯାଏଁ ହାତର ଦୁଇ ମୁଠାରେ ବନ୍ଧା ନିହାଣ ମୁଗୁରକୁ ନେଇ ଚାଲିଥାଏ ସୃଷ୍ଟି । କଠିନ…

ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଭଜନ ସନ୍ଧ୍ୟା

ଭୁବନେଶ୍ୱର : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ, ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥଙ୍କର ଦୁଇଟି ସୁନ୍ଦର ଭଜନ, 'ହେ କଳାଦିଅଁ', 'ଦୁନିଆ ଦୁଃଖ ବାହୁଡ଼ି ନିଅ' ପରିବେଷଣ କରାଯାଇଥିଲା। ଏହା ପରେ…

ଆରଟେମିିନ କଳା ସଂସ୍ଥା ପକ୍ଷରୁ ‘ ଥିଏଟର ଆଫ୍ଟର ପାଣ୍ଡେମିକ୍ ‘ ଆଲୋଚନା ଚକ୍ର

ଭୁବନେଶ୍ୱର : ଆରଟେମିିନ କଳା ସଂସ୍ଥା ଆନୁକୂଲ୍ୟରେ ' ଥିଏଟର ଆଫ୍ଟର ପାଣ୍ଡେମିକ୍ ' ଶୀର୍ଷକ ଦ୍ୱିତୀୟ କଳା ଆଲୋଚନା ଚକ୍ର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଚିନ୍ମୟ ମହାନ୍ତିଙ୍କ ଉପସ୍ଥାପନାରେ ଏହି କାର୍ଯ୍ୟକ୍ରମରେ ଚୌଧୁରୀ ଜୟପ୍ରକାଶ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ , ଓଡ଼ିଆ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର…

ଓଡ଼ିଶୀ ସଙ୍ଗୀତର ବିକାଶ ପାଇଁ ‘ ଉତ୍କର୍ଷ ‘ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ , ଓଡ଼ିଶାର ଉତ୍କୃଷ୍ଟ କଳା "ଓଡ଼ିଶୀ ସଙ୍ଗୀତ"ର ବିକାଶ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ…