Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟା; ମନ ମୋହିଲା ଭାରତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି। ଏହି ଅବସରରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ…

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନରର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ । ସଂଧ୍ୟାର ପ୍ରଥମ…

ଜାଣନ୍ତୁ, ଓଡ଼ିଶା ସଂସ୍କୃତି ଏବଂ ପରମ୍ପରାର ପରିଭାଷା ‘ବୟନ ଶିଳ୍ପ’ ସମ୍ପର୍କରେ..

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ଵ ପ୍ରସିଦ୍ଧ । ସମ୍ବଲପୁରୀ ଶାଢୀ,ବରହମପୁରୀ ପାଟ , ସକତାପର ଶାଢୀ, ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶ ରେ ନୁହେଁ ବିଦେଶରେ ମଧ୍ୟ ଜନାଦୃତ । ଆମ ରାଜ୍ୟରେ ବୟନ…

ଧଉଳୀ କଳିଙ୍ଗ ମହୋତ୍ସବର ଉଦ୍‍ଘାଟନୀ ସଂଧ୍ୟା: ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବର ସୋମବାର ଥିଲା ଉଦ୍‍ଘାଟନୀ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର…

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର: ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ମେଳା ରବିବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ମଧ୍ୟ…

ଆଦିବାସୀ ମେଳାରେ ବଢୁଛି ଜୈବିକ କୃଷି ସାମଗ୍ରୀର ଚାହିଦା

ଭୁବନେଶ୍ୱର: ଆଦିବାସୀ ମେଳାକୁ ବୁଲି ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଜୈବିକ କୃଷି ସାମଗ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନଜାତି ସମ୍ପ୍ରଦାୟଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରୋତ୍ସାହନରେ ଅଣାଯାଇଥିବା ଜୈବିକ କୃଷି ଉତ୍ପାଦ ଗୁଡିକୁ ଲୋକେ ଆଗ୍ରହର ସହ ଖରିଦ…

ପୁରୀରେ ଆରମ୍ଭ ହେଲା ଜାପାନୀ ମହୋତ୍ସବ

ପୁରୀ: ପୁରୀ ବେଳାଭୁମୀ ସଂଲଗ୍ନ ସିଟି ରୋଡ଼ସ୍ଥିତ ଜଗନ୍ନାଥ ଷ୍ଟାଡ଼ିୟମ ନିକଟସ୍ଥ ସାନ୍ତନା ହୋଟେଲରେ ଏକ ଦୁଇ ଦିନିଆ ଓଡ଼ିଶା-ଜାପାନ ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବକୁ ଜାପାନ କନସୁଲେଟ୍ ଜେନେରାଲ୍ ମାସାୟୁକି ତାଗା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟିତ କରିଛନ୍ତି । ପ୍ରାୟ ୧୦୦ରୁ…

ଆମ ରାଜ୍ୟ ଓଡ଼ିଶାକୁ ନେଇ ଗର୍ବ କଲା ଭଳି କିଛିକଥା, ଜାଣନ୍ତୁ…

ଭୁବନେଶ୍ବର: ସଂସ୍କୃତି ରାଜ୍ୟ ଓଡ଼ିଶା । ଯାହାର କୋଣ ଅନୁକୋଣରେ ଭରି ରହିଛି ପ୍ରାଚୀନ ସଂସ୍କୃତି ତଥା କଳାକୃତିର ଛାପ । ଓଡିଶାର ପ୍ରାଚୀନ ଓ ଗୌରବମୟ ଇତିହାସକୁ ନେଇ ସମସ୍ତ ଓଡ଼ିଆ ଆଜିବି ଗର୍ବିତ । ଆସନ୍ତୁ ଜାଣିବା ଏହି ମହାନ ରାଜ୍ୟ ସମ୍ପର୍କରେ କିଛି ଅଜଣା ଅକୁହା କଥା...…

କେନ୍ଦୁଝରର ନିଆରା ପର୍ବ ମଳିଓଷା: କେମିତି ହୁଏ ପାଳନ, ଜାଣନ୍ତୁ..

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ମାଘ ମାସରେ ପାଳନ କରାଯାଏ ଏକ ନିଆରା ପର୍ବ ମଳିଓଷା । ସମ୍ପୂର୍ଣ୍ଣ ଜିଲ୍ଲାରେ ନହେଲେ ମଧ୍ୟ ବାଂଶପାଳ ବ୍ଲକରେ ପାଳିତ ହୁଏ ଏହି ଓଷା। ଏଥିପାଇଁ ଉତ୍ସବ ମୁଖର ହୋଇଉଠେ ପୁରପଲ୍ଲୀ। ଓଷା ନିୟମ: ଏହି ଓଷାରେ ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର…

ଆଦିବାସୀମେଳାର ଏକାଦଶ ସଂଧ୍ୟା: କୋହଲା ପାଗରେ ଖାଦ୍ୟର ମଜା ନେଲେ ଦର୍ଶକ

ଭୁବନେଶ୍ୱର: ଆଦିବାସୀମେଳାର ଏକାଦଶ ସଂଧ୍ୟାରେ କୋହଲାପାଗରେ ଦର୍ଶକମାନେ ଖାଦ୍ୟର ମଜା ଉଠାଇଥିଲେ । ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ୱେ ୬୦ହଜାରରୁ ଅଧିକ ଦର୍ଶକ ଆଦିବାସୀମେଳା ବୁଲି ଆସିଥିବାବେଳେ ଜାତୀୟ ଜନଜାତି କାଦ୍ୟ ମେଳାରେ ଗରମା ଗରମ ଖାଦ୍ୟ ଖାଇଥିଲେ । ଏଥି ସହିତ ସାଂସ୍କୃତିକ…