Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

କେନ୍ଦୁଝରର ନିଆରା ପର୍ବ ମଳିଓଷା: କେମିତି ହୁଏ ପାଳନ, ଜାଣନ୍ତୁ..

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ମାଘ ମାସରେ ପାଳନ କରାଯାଏ ଏକ ନିଆରା ପର୍ବ ମଳିଓଷା । ସମ୍ପୂର୍ଣ୍ଣ ଜିଲ୍ଲାରେ ନହେଲେ ମଧ୍ୟ ବାଂଶପାଳ ବ୍ଲକରେ ପାଳିତ ହୁଏ ଏହି ଓଷା। ଏଥିପାଇଁ ଉତ୍ସବ ମୁଖର ହୋଇଉଠେ ପୁରପଲ୍ଲୀ। ଓଷା ନିୟମ: ଏହି ଓଷାରେ ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର…

ଆଦିବାସୀମେଳାର ଏକାଦଶ ସଂଧ୍ୟା: କୋହଲା ପାଗରେ ଖାଦ୍ୟର ମଜା ନେଲେ ଦର୍ଶକ

ଭୁବନେଶ୍ୱର: ଆଦିବାସୀମେଳାର ଏକାଦଶ ସଂଧ୍ୟାରେ କୋହଲାପାଗରେ ଦର୍ଶକମାନେ ଖାଦ୍ୟର ମଜା ଉଠାଇଥିଲେ । ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ୱେ ୬୦ହଜାରରୁ ଅଧିକ ଦର୍ଶକ ଆଦିବାସୀମେଳା ବୁଲି ଆସିଥିବାବେଳେ ଜାତୀୟ ଜନଜାତି କାଦ୍ୟ ମେଳାରେ ଗରମା ଗରମ ଖାଦ୍ୟ ଖାଇଥିଲେ । ଏଥି ସହିତ ସାଂସ୍କୃତିକ…

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଯୋରନ୍ଦା ମେଳା…

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି। ଏହି ଅବସରରେ ବିଶ୍ୱର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ସାଧୁମାନେ ଘୃତାହୁତି ପ୍ରଦାନ କରନ୍ତି ।…

ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ସ୍ମୃତିକୁ ଲେନ୍ସରେ ତାଜା କଲେ ଭେଙ୍କଟ ରାମ୍‌

ନୂଆଦିଲ୍ଲୀ:   ଦକ୍ଷିଣ ଭାରତର ପ୍ରସିଦ୍ଧ ଫଟୋଗ୍ରାଫର ଜି. ଭେଙ୍କଟ୍ ରାମ୍ ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କର ସ୍ମୃତି ତାଜା କରିଛନ୍ତି । କଥା ହେଉଛି ନିକଟରେ ଭେଙ୍କଟ୍ ରାମ୍ ଏକ କ୍ୟାଲେଣ୍ଡର ପ୍ରସ୍ତୁତି କରିଛନ୍ତି । ଏହି କ୍ୟାଲେଣ୍ଡରରେ ସେ ସେହି ଫଟୋ ସବୁ ସ୍ଥାନ…

କାହିଁକି ମହାନ ଆମ ଦେଶ ଭାରତ: ପଢିଲେ ଗର୍ବରେ ଛାତି ଫୁଲି ଉଠିବ..

ଭୁବନେଶ୍ୱର: ଭାରତ, କାହିଁକି ମହାନ ଏହି ଦେଶ? ୨୦୨୫ ମଧ୍ୟରେ ଏହା ଚାଇନାର ୧.୪ ବିଲିଅନ ଜନସଂଖ୍ୟାକୁ କାଟି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ କଣ ସେଇଥିପାଇଁ ଏହା ମହାନ ଅଟେ? ନା, ଯାହା ପାଇଁ ପୁରା ସଂସାରଟା ଏକ ପରିବାର ସଦୃଶ । 'ବସୁଧୈବ କୁଟୁମ୍ବକମ୍' । ଏପରି…

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହୋତ୍ସବ; ହୁଲସ୍ତୁଲ କରିବ ଲାସ୍ୟମୟୀ ବେବିନାଙ୍କ ଅଭିନୟ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଥିବା ଖଣ୍ଡଗିରି ମେଳାର ଯାତ୍ରା ମହୋତ୍ସବରେ ଏବର୍ଷ ହଇଚଇ ସୃଷ୍ଟି କରିବ ଅପେରା ସୂର୍ଯ୍ୟମନ୍ଦିରର ନୂଆ ନାଟକ ‘ମାୟାବିନୀ ମୌସୁମୀ’ । ଏହି ନୂଆ ନାଟକରେ ଆକ୍ଟ୍ରେସ୍ ବେବିନାଙ୍କର ରହିଛି ନିଖୁଣ ଅଭିନୟ । ଲାସ୍ୟମୟୀ ଲାଜକୁରୀ ବେବିନା ଏହି…

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା…

ଭୁବନେଶ୍ୱର :ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଶନ କୁମାର । ମଙ୍ଗଳବାର…

ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ଜଗନ୍ନାଥ ଐତିହ କରିଡର ନକ୍ସା

ଭୁବନେଶ୍ୱର: ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା ସରକାର ଜଗନ୍ନାଥ ଐତିହ କରିଡର ନକ୍ସାକୁ ଚୂଡାନ୍ତ ରୂପ ଦେବେ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର…

ଜାଣନ୍ତୁ ଓଡ଼ିଶାର ବମକାଇ ବସ୍ତ୍ର ସମ୍ପର୍କରେ…

ଭୁବନେଶ୍ୱର: କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା । ଏହାର ହସ୍ତତନ୍ତ ଓ ହସ୍ତଶିଳ୍ପ କଳାପାଇଁ ବହୁ ଯୁଗରୁ ପରିଚିତ । ଆଜି ମଧ୍ୟ ଓଡ଼ିଶା ଭାରତର ଏକ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଅଛି । ଉଚ୍ଚ କୋଟିର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରିବା ଓଡ଼ିଶାର…

ଆଦିବାସୀମେଳାରେ ଆକର୍ଷଣ ସାଜିଛି ଜନଜାତି ଚିତ୍ରକଳା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ୯ମ ସଂଧ୍ୟାରେ ୫୫ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଥିବାବେଳେ ପୂର୍ବଦିନ ଭଳି ଜାତୀୟ ଜନଜାତି ଖାଦ୍ୟମେଳା ଓ ଆଦିବାସୀ ହାଟରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ତେବେ ଜନଜାତି କଳାକାରଙ୍କ ଚିତ୍ରକଳା ପ୍ରଦର୍ଶନ ସବୁଠାରୁ…