Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

କୋଣାର୍କ ଉତ୍ସବରେ ଓଡ଼ିଶୀ ଓ ମୋହିନୀ ଆଟ୍ଟମ; ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଝୁମିଲେ ବିଭୋର ଦର୍ଶକ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ…

ମନମୋହୁଛି କୋଣାର୍କ ମହୋତ୍ସବ; ବାଲିନିଜ୍ ଓ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ

କୋଣାର୍କ: ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଇଣ୍ଡୋନେସିଆର ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ଦର୍ଶକଙ୍କୁ ବିମୋହିତ କରିଛି । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ ମହାକାବ୍ୟ…

ପ୍ରତିଷ୍ଠା ଦିନରୁ କୋଣାର୍କର ଏହି ତନ୍ତ୍ରପୀଠରେ ଲିଭିନାହିଁ ଅଗ୍ନିକୁଣ୍ଡ !

ଭୁବନେଶ୍ୱର: ଆପଣ ଅନେକ ଥର କୋଣାର୍କ ବୁଲି ଯାଇଥିବେ ଏବଂ ସୂର୍ଯ୍ୟମନ୍ଦିର ତଥା ଏହାର ଆଖପାଖ ସ୍ଥାନ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଆଉ ରାମଚଣ୍ଡୀ ନିହାତି ଯାଇଥିବେ । କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ।…

କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା; ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକଙ୍କୁ ବିଭୋର କରିବ ଶାସ୍ତ୍ରୀୟ ନୃତ୍ୟ

ପୁରୀ: ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବର ଆଜି ଦ୍ବିତୀୟ ସନ୍ଧ୍ୟା । ଆଗାମୀ ୫ ଦିନ ଧରି କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ ଓଡିଶୀ, ଭାରତନାଟ୍ୟମ, କଥକଲି, ମୋହିନିଅଟ୍ଟମ, କୁଚିପୁଡି, କଥକ ପରି ଶାସ୍ତ୍ରୀୟ ନୃତ୍ୟ । ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାରେ ଆୟୋଜନ…

ପ୍ରସିଦ୍ଧ ଗାୟକ ନକୁଳ ନାଥଶର୍ମା; ଯିଏ ସ୍ୱତନ୍ତ୍ର ଶୈଳୀରେ ପରିବେଷଣ କରନ୍ତି ପାଲା…

ଭୁବନେଶ୍ୱର: ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ପାଲା ଜଗତରେ ପରିଚିତ ଗାୟକ ପଦ୍ମ, ନକୁଳ ନାଥଶର୍ମା । ଅତି ସୁମଧୁର କଣ୍ଠ ସହ ଲାଲିତ୍ୟପୂର୍ଣ୍ଣ ଗାୟନ ତାଙ୍କୁ ସାରା ରାଜ୍ୟରେ ପ୍ରତିଷ୍ଠା ଦେଇଛି । ୧୯୫୧ ମସିହା ଜାନୁଆରୀ ୨୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଗୁହାଳି ଗ୍ରାମରେ ଜନ୍ମ…

ପ୍ରସିଦ୍ଧ ମଞ୍ଚ କଳାକାର ପରମାନନ୍ଦ ସାହୁଙ୍କ ୭୨ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ ମଞ୍ଚକଳାକାର ପରମାନନ୍ଦ ସାହୁଙ୍କର ତାଙ୍କ ବାଲେଶ୍ୱର ବାସଭବନରେ ଶନିବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିିଲା । ସ୍ୱର୍ଗତଃ ସାହୁ ପ୍ରାୟ ଶହେରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ସେ ଅନେକ ଓଡ଼ିଆ ଓ ବଙ୍ଗଳା ଭାଷାର…

ଖ୍ୟାତନାମା ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ

କଟକ: ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଦୂରଦର୍ଶନ ତଥା ଓଡ଼ିଶା ସଙ୍ଗୀତ ଜଗତରେ ରାଧାକାନ୍ତ ବେଶ୍ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ…

ଡିସେମ୍ବର ୧ରୁ ‘କୋଣାର୍କ ମହୋତ୍ସବ’ ଆରମ୍ଭ; ଦେଖିବାକୁ ମିଳିବ ବାଲିନିଜ୍ ନୃତ୍ୟ

ଭୁବନେଶ୍ୱର: ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ । ‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ…

ଦେଖନ୍ତୁ: ବାଲିଯାତ୍ରାରେ ଓଡିଆ ପାରମ୍ପରିକ ଖାଦ୍ୟର ପସରା..

କଟକ: ଓଡ଼ିଶାର ଶହଶହ ବର୍ଷ ପୁରୁଣା ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ବଡ଼ ଯାକଜକମରେ ପାଳନ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଖାଲି ଓଡ଼ିଆ ସଂସ୍କୃତି ନୁହେଁ, ଏହି ଭବ୍ୟ ବଲିଯାତ୍ରା ଓଡ଼ିଶାର ପରମ୍ପରିକ ଖାଦ୍ୟ ସମୂହକୁ ମଧ୍ୟ ନିଜ ଭିତରେ ସ୍ଥାନ ଦେଇଛି। ଆଜିର ସହରି…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର ସୁଦର୍ଶନ ମହାପାତ୍ର…

ଭୁବନେଶ୍ୱର: ପାଲାର ମୌଳିକତା ରକ୍ଷା କରିବା ସହ ସଂସ୍କୃତ ଏବଂ ଓଡିଆ ସାହିତ୍ୟକୁ ଲୋକଙ୍କ ନିକଟରେ ପରିବେଷଣ କରିବାରେ ଜଣେ ଧୁରୀଣ ଗାୟକ ସୁଦର୍ଶନ ମହାପାତ୍ର । ପାଲାରେ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ପରିବେଷଣ କରିବାରେ ସେ ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ । ୧୯୪୪ ମସିହା ନଭେମ୍ବର ୧୭…