Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକଡାଉନ ଯୋଗୁଁ କ୍ୟାବିନ ଫିଭରର ଶିକାରର ହେଉଛନ୍ତି ଲୋକମାନେ

ଗୋରଖପୁର: ଗୋରଖପୁରରେ କରୋନା ଭାଇରସ ଯୋଗୁଁ ଲକଡାଉନରେ ଥିବା ଲୋକମାନେ ଚାପରେ ରହି କ୍ୟାବିନ ଫିଭରରେ ଆକ୍ରାନ୍ତ ହେଉଛନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ଦିନ ରହିଲେ ମାନସିକ ଚାପ ବଢ଼ିଥାଏ ଫଳରେ ସମ୍ପୃକ୍ତ ବ୍ୟକ୍ତି କ୍ୟାବିନ ଫିଭରରେ ପଡିଥାଏ । ମୁଣ୍ଡ ବିନ୍ଧା, ଚିଡିଚିଡା ଓ…

କରୋନା ଲକ୍ ଡାଉନରେ ଓଡ଼ିଶା ପୋଲିସର ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର: ସାରା ବିଶ୍ୱ ଏବେ ଲକ୍ ଡାଉନ୍ । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଡାକ୍ତର, ନର୍ସ, ପୋଲିସ, ପ୍ରଶାସନ ସହିତ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । କରୋନା ବିରୋଧରେ ଏହି ଲଢେଇରେ ସାମିଲ୍ ହୋଇଛି ଓଡ଼ିଶା ପୋଲିସ୍ । ଓଡ଼ିଶା ପୋଲିସ ଲକଡ଼ାଉନ ସମୟରେ ରାତି ଦିନ…

ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସ ସଂକ୍ରମଣ ବଢ଼ୁଥିବା ଚିନ୍ତା ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକଙ୍କୁ ସର୍ଦ୍ଦି, ଫ୍ଲୁ, ଆଲର୍ଜି ଓ ଘାତକ ଭାଇରସ ମଧ୍ୟରେ ଥିବା ଅନ୍ତରକୁ ବୁଝାଇବା ପାଇଁ ଏକ ପରାମର୍ଶର ପାଳନ କରିବାକୁ କହିଛି । କୋଭିଡ-୧୯ର ଲକ୍ଷଣ ହେଉଛି ଜ୍ୱର ହେବା, ଥଣ୍ଡା…

କୋଭିଡ୧୯: ଭିନ୍ନକ୍ଷମଙ୍କ ପାଇଁ ସାଙ୍କେତିକ ଭାଷାରେ ପ୍ରସ୍ତୁତ ହେଉଛି ସଚେତନତା ବାର୍ତ୍ତା ଓ ଆଡଭାଇଜରୀ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସମସ୍ତ ସୂଚନା ଓ ପରାମର୍ଶ ସାଙ୍କେତିକ ଭାଷାରେ ମଧ୍ୟ ପ୍ରସ୍ତୁତ କରାଯିବା ଆରମ୍ଭ ହୋଇଛି । ଶ୍ରବଣଶକ୍ତି ରହିତ ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । Let's prevent COVID-19…

ଲକ୍‌-ଡାଉନ୍ ଅପଡେଟ୍‌: ନିଲମ୍ବିତ ହେଲେ ଦୁଇ ଦିଲ୍ଲୀ ଆଇଏଏସ୍ ଅଫିସର !

ନୂଆଦିଲ୍ଲୀ: ରବିବାର ଦୁଇ ବରିଷ୍ଠ ଦିଲ୍ଲୀ ସରକାରୀ ଅଫିସରଙ୍କୁ ନିଲମ୍ବିତ କରିଛି କେନ୍ଦ୍ର ସରକାର । କରୋନା ମହାମାରୀରେ ନିଜ ଦାୟୀତ୍ୱରେ ଅବହେଳା କରିଥିବାରୁ ଅନ୍ୟ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । Initiation of Disciplinary Proceedings against Four…

ଆଇସୋଲେସନରେ ରହିଲେ ୫୬ ଜଣ ଓଡିଆ ତୀର୍ଥଯାତ୍ରୀ

ରାଉରକେଲା: ଉତ୍ତରପ୍ରଦେଶରୁ ଏକ ବସ୍ ଯୋଗେ ଆସି ରାଉରକେଲାରେ ପହଞ୍ଚିଥିବା ୫୬ ତୀର୍ଥଯାତ୍ରୀଙ୍କୁ ସୋମବାର ଦିନ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାପ୍ତସୂଚନାନୁସାରେ ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାରୁ ପାଖାପାଖି ୫୬ ଜଣ ତୀର୍ଥଯାତ୍ରୀ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧କୁ ବୃଦ୍ଧି, ୨୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୦୭୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୨୯ ଜଣ ବ୍ୟକ୍ତିଙ୍କର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନା, କୁରାନ୍ ଓ ଟ୍ରମ୍ପ, କାହା ସହିତ କାହାର ରହିଛି ସଂପର୍କ ?

ଭୁବନେଶ୍ୱର: କରୋନା ଭଳି ମହାମାରୀ ଅନେକ ଦେଶଙ୍କୁ ଲକ୍‌-ଡାଉନ୍ କରିବାକୁ ବାଧ୍ୟ କରିଛି । ଏମିତି ପରିସ୍ଥିତିରେ ଆମେରିକୀୟ ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ସୋସିଆଲ୍ ମିଡିଆ ୟୁଜର୍‌ଙ୍କ ଦାବି ଅନୁସାରେ କୋଭିଡ୍‌-୧୯କୁ କାବୁ କରିବା…

କରୋନାଭାଇରସ ନେଲା ପାକିସ୍ତାନର ସ୍କ୍ୱାଶ ଖେଳାଳି ଆଜମଙ୍କ ଜୀବନ

ଲାହୋର: ପାକିସ୍ତାନର ମହାନ ସ୍କ୍ୱାଶ ଖେଳାଳି ଆଜମ ଖାଁ କରୋନା ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ୯୫ ବର୍ଷୀୟ ଆଜମ ଲଣ୍ଡନରେ ରହୁଥିଲେ । ୧୯୫୯ରୁ ୧୯୬୨ ମଧ୍ୟରେ ସେ ୪ ଥର ବ୍ରିଟିଶ ଓପନ ଟାଇଟଲ ଜିତିଥିଲେ । କରୋନାରେ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ସେ ମୃତ୍ୟୁବରଣ…

ଲକଡାଉନ ସମୟସୀମା ଘୁଞ୍ଚାଇବା ନେଇ କୋୖଣସି ଯୋଜନା ନାହିଁ: କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ମାର୍ଚ୍ଚ ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିବା ୨୧ ଦିନିଆ ଲକଡାଉନ ଘୋଷଣାର ସମୟ ସୀମା ବୃଦ୍ଧି କରିବା ନେଇ ଯୋଜନା ହୋଇ ନାହିଁ। I’m surprised to see such reports, there is no such…