Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଯୁଦ୍ଧରେ ଓଡ଼ିଶାର ମଙ୍ଗ ଧରିଥିବା ସୁବ୍ରୋତ ବାଗଚିଙ୍କ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଏହାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସମେତ ସମସ୍ତ ରାଜ୍ୟର ସରକାର ଅଣ୍ଟା ଭିଡିଛନ୍ତି । ତେବେ ଏହି କରୋନା ଯୁଦ୍ଧରେ ଓଡ଼ିଶା ମଙ୍ଗ ଧରିଛନ୍ତି ସୁବ୍ରୋତ ବାଗଚି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସାଜିଥିବା ଏହି…

ମୋଦିଙ୍କ ଟୁଇଟ୍‌ରେ କୁନି ଝିଅର କରୋନା ସଚେତନତା ବାର୍ତ୍ତା

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ସାଧାରଣଲୋକଙ୍କ ଭଲ କାମ ଓ ବାର୍ତ୍ତାକୁ ନିଜ ପକ୍ଷରୁ ଟୁଇଟ୍ କରି ଉତ୍ସାହିତ କରିବାର ଅନେକ ନଜିର୍ ରହିଛି । ତେବେ ରବିବାର ଅପରାହ୍ନରେ ନରେନ୍ଦ୍ର ମୋଦିଙ୍କ ଟ୍ୱିଟରରେ ସ୍ଥାନ ପାଇଥିଲା କରୋନା ସଂକ୍ରମଣ ଓ ଲକ୍ ଡାଉନ୍ କୁ…

କରୋନା ସହ ଲଢେଇ: ବିଭିନ୍ନ ଷ୍ଟେସନରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବ ରେଳବାଇ

ଭୁବନେଶ୍ୱର: ସାରା ଭାରତରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡ଼ାଉନ ହୋଇଛି । ଯେଉଁ ଷ୍ଟେସନରେ ଦିନ ମଜୁରିଆ ଗୁଜୁରାଣ ମେଣ୍ଟାଉଥିଲେ ସେଠାରେ ହଜାର ହଜାର ସଂଖ୍ୟାରେ ମଜୁରିଆ ସେମାନଙ୍କ ଜୀବୀକା ହରାଇଛନ୍ତି । ଏହି କ୍ଷତିଗ୍ରସ୍ତ ଲୋକମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟ ସହଯୋଗର…

ମନ୍ କି ବାତ୍‌ରେ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତ୍‌ ରେଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବତାରେ ପୂର୍ଣ୍ଣ ନର୍ସମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସେମାନଙ୍କ ସେବା ମନୋଭାବ ସହ କାମ ଅତୁଳନୀୟ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଅର୍ଥାତ୍ ୨୦୨୦ ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ…

କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେବେ କୋଭିଡ୍‌-୧୯ ରୋଗୀ

କଟକ: କଟକର ଅଶ୍ୱିନୀ ହସ୍ପିଟାଲରେ କୋଭିଡ୍‌-୧୯ ଚିକିତ୍ସା ଲାଗି ସମସ୍ତ ପ୍ରକାର ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ରୋଗୀ ମାନଙ୍କ ଲାଗି ଖୁବଶିଘ୍ର ଉପଲବ୍ଧ ହେବ । ଏହି ରୋଗର ସଂକ୍ରମଣ ଲାଗି ଉପଯୁକ୍ତ ଚିକିତ୍ସା ରୋଗୀ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା ଚାଲିଛି । ଇତିମଧ୍ୟରେ…

ଓଡିଶାରେ ନିଖୋଜ ୨୮୫୬ ବିଦେଶ ଫେରନ୍ତାଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଗତ ୧୪ ଦିନ ଭିତରେ ବିଦେଶରୁ ଓଡିଶାକୁ ଆସିଥିବା ୨୮୫୬ ବ୍ୟକ୍ତିଙ୍କ ଏ ଯାଏଁ କୌଣସି ସୂଚନା ମିଳୁ ନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଏହି ବ୍ୟକ୍ତିମାନଙ୍କୁ ଜିଲ୍ଲା ନୀରିକ୍ଷଣ ଦଳଗୁଡିକ ଦ୍ୱାରା…

ସମ୍ ହସ୍ପିଟାଲର ନିର୍ମାଣାଧୀନ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ

ଭୁବନେଶ୍ୱର: ସମ୍ ହସ୍ପିଟାଲ ଦ୍ୱାରା ନିର୍ମିତ ହେଉଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରବିବାର ଅପରାହ୍ନରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ତାଙ୍କ ସହ ସୋଆ ବିଶ୍ୱବିଦ୍ୟାଳୟ ଓ ସମ୍ ହସ୍ପିଟାଲର…

ଭାରତରେ କରୋନାଭାଇରସ; ଆରୋଗ୍ୟ ହେଲେ ୮୬ ଜଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଛୁଇଁଥିବା ବେଳେ ପ୍ରାୟ ୮୬ ଜଣ ବ୍ୟକ୍ତି ଆରୋଗ୍ୟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମିଳିଛି । ସୂଚନାନୁଯାୟୀ ଏଯାବତ୍ କରୋନାଭାଇରସ ସଂକ୍ରମଣରେ ଭାରତରେ ୨୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ…

କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି, ଓଡିଶାର ପାଖାପାଖି ୧ ଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ବାଲେଶ୍ୱର, କେନ୍ଦ୍ରାପଡା, ଗଞ୍ଜାମ, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅଧିକ ଲୋକ ବାହାର…

କରୋନାଭାଇରସ ସଂକ୍ରମଣରେ ୧୦୮ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ

ଲଣ୍ଡନ: କରୋନାଭାଇରସ (କୋଭିଡ-୧୯) ସଂକ୍ରମଣରେ ଜଣେ ୧୦୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିବା କିଛି ଘଣ୍ଟା ପରେ ସମ୍ପୃକ୍ତ ମହିଳାଙ୍କର ଦେହାନ୍ତ ହୋଇଛି । ପିଟିଆଇ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇଟି ବିଶ୍ୱଯୁଦ୍ଧ ଏବଂ ୧୯୧୮ ସ୍ପେନୀୟ…