Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

[ଦେଖନ୍ତୁ ଭିଡ଼ିଓ] ବିହାରରେ ଫସିଛନ୍ତି ୧୦ ଓଡ଼ିଆ: ଉଦ୍ଧାର ପାଇଁ କଲେ ନିବେଦନ

ଭୁବନେଶ୍ୱର: ବିହାର ରାଜ୍ୟର ବେଗୁସରାଇରେ ଫସି ରହିଛନ୍ତି ୧୦ ଜଣ ଓଡ଼ିଆ ଶ୍ରମିକ । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ଜରିଆରେ ସେମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। https://youtu.be/FHP7WBYoxxQ ଫସିଥିବା ଏହି ୧୦ ଜଣ ଶ୍ରମିକ ହେଉଛନ୍ତି ଯାଜପୁର ଜିଲ୍ଲା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି, ୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬୪୯ରେ ପହଞ୍ଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୬୪୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ…

ସିଲ ହେଲା ଝାରସୁଗୁଡା-ଛତିଶଗଡ଼ ସୀମା

ଝାରସୁଗୁଡା: ସିଲ ହେଲା ଓଡ଼ିଶା-ଛତିଶଗଡ଼ ସୀମା । ଆସନ୍ତା ଏପ୍ରିଲ ୧୪ ଯାଏଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓଡ଼ିଶା-ଛତିଶଗଡ଼ ସୀମାକୁ ଦୁଇଟି ସ୍ଥାନରେ ସିଲ୍ କରିଛି। ଗୋଟିଏ ହେଉଛି ଜାତୀୟ ରାଜପଥ-୪୯ରେ କନକତୋରା ଗାଁରେ ଥିବା ସୀମା ଓ ଅନ୍ୟଟି ହେଉଛି ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା…

ଜାତୀୟ ରାଜପଥରୁ ଟୋଲ୍ ଫି’ ଆଦାୟ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ସମସ୍ତ ଜାତୀୟ ରାଜପଥରେ ଟୋଲ୍ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ…

ମୋବାଇଲ ଡାଟା ଖର୍ଚ୍ଚ କମ କରିବା ପାଇଁ ପଦକ୍ଷେପ ନେଲେ ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ୨୧ ଦିନିଆ ଲକ୍ ଡାଉନ ସମୟରେ ଲୋକମାନେ ମୋବାଇଲରେ ଅଧିକ ଭିଡିଓ ଦେଖୁଥିବାରୁ ଡାଟା ବ୍ୟବହାର ହଠାତ୍ ବୃଦ୍ଧି ପାଇଛି । ଏଥିନେଇ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପକ୍ଷରୁ ନେଟୱାର୍କ ଉପରେ ଅତ୍ୟଧିକ ଚାପ ପଡୁଥିବା ପ୍ରକାଶ…

କୋଭିଡ଼ ୧୯: ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ଚାଲିଥିବା ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ଭାରତର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟ୍ରେଡୋସ ଭାରତକୁ ବହୁ ପ୍ରଶଂସା କରି କହିଛନ୍ତି ଯେ, କରୋନା ଭାରତରେ…

ମହଙ୍ଗା ପଡିଲା ଲୋକଙ୍କୁ ସାମାଜିକ ଦୂରତ୍ୱ ନେଇ ସଚେତନ କରିବା, ଝାଡଖଣ୍ଡରେ ଦୋକାନୀକୁ ପିଟି ପିଟି ହତ୍ୟା ଅଭିଯୋଗ

ଝାଡଖଣ୍ଡ: ଝାଡଖଣ୍ଡର ପାଲାମୁ ଉଦୟପୁରରେ ଏକ ଅଭାବନୀୟ ଘଟଣା । କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ବୁଝାଇବାରୁ ଜଣେ ଦୋକାନୀକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା କାଶୀ ନାମକ ଏହି ବ୍ୟକ୍ତି ଗାଁରେ ଏକ ଗ୍ରୋସରୀ ଦୋକାନ କରିଥିଲେ…

କୋଭିଡ-୧୯: ୪୫ ଦିନ ପାଇଁ ସ୍ଥାନାନ୍ତରିତ ହେଲା ୟୁନିଟ-୧ ହାଟ

ଭୁବନେଶ୍ୱର: କରୋନା ପାଇଁ ସ୍ଥାନାନ୍ତରିତ ହେଲା ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟ। ହାଟରେ ଗହଳି ହେଉଥିବାରୁ ବିଏମସିର ପଦକ୍ଷେପ । ସାମାଜିକ ଦୂରତା ରକ୍ଷା କରିବା ଲାଗି ଆଗାମୀ ୪୫ ଦିନ ପାଇଁ ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟକୁ ସ୍ଥାନାନ୍ତରିତ କରାଯାଇଛି । ହାଟର ପରିବା ବ୍ୟବସାୟୀ…

ଆମେରିକାରେ ସ୍ଥିତି ଗମ୍ଭୀର: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ୱାଶିଂଟନ: କରୋନାକୁ ନେଇ ସାରା ବିଶ୍ୱରେ ହାହାକାର । ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି ଚୀନରୁ ଜନ୍ମ ନେଇଥିବା ଏହି ମାରାତ୍ମକ ଭୂତାଣୁ । କରୋନା ଆଁରୁ ମଧ୍ୟ ବଞ୍ଚି ପାରିନାହିଁ ଶକ୍ତିଶାଳୀ ଆମେରିକା। ଧୀରେଧିରେ ଆମେରିକାରେ ସ୍ଥିତି ଗମ୍ଭିର ହେବାରର ଲାଗିଛି । ଏଠାରେ…