Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେଉଁ ଜଳବାୟୁରେ ଅଧିକ ସକ୍ରିୟ ରହୁଛି କରୋନା ଭୂତାଣୁ, ଜାଣନ୍ତୁ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱ ଛଟପଟ । ଏଯାଏଁ ଏହାର କୌଣସି ପ୍ରତିକାର ବାହାରି ନଥିଲେ ମଧ୍ୟ ନିଜସ୍ୱ ସତର୍କତା ହିଁ ଏଥୁରୁ ମୁକ୍ତି ପାଇବାର ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି । ତେବେ ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ, କରୋନାଭାଇରସ୍…

କରୋନା ଡର: ଧାର୍ମିକ ଅନୁଷ୍ଠାନମାନଙ୍କୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ମାନିବାକୁ ପରାମର୍ଶ

ଭୁବନେଶ୍ୱର:କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଧାର୍ମିକ ସଂସ୍ଥାଗୁଡିକ ନିମନ୍ତେ ରାଜ୍ୟ ସରକାର ଜାରି କରିଛନ୍ତି ନିର୍ଦ୍ଦେଶାବଳୀ । ଏସବୁକୁ ଠିକ୍ ଭାବରେ ପାଳନ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯଦି…

କୋଭିଡ-୧୯ ପୋର୍ଟାଲରେ ଭଉଣୀ ଗୀତାଙ୍କ ନାମ ପଞ୍ଜୀକରଣ କଲେ ନବୀନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଂଜୀକରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ବିଦେଶରୁ ଓଡ଼ିଶା ଫେରିଥିବାରୁ ତାଙ୍କ ଉଭଣୀ ଗୀତାଙ୍କ ନାଁକୁ ନବୀନ ପଂଜୀକରଣ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । I…

କରୋନା: ‘ହୋମ କ୍ୱାରେଣ୍ଟାଇନ’ ମୋହର ଲାଗିଥିବା ଫଟୋ ସେୟାର କଲେ ବିଗ୍ ବି

ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ଦେଶରେ ଚିନ୍ତାର ବାତାବରଣ ଲାଗି ରହିଛି । ଏହି ସମୟରେ ବିଗ ବି ଅମିତାଭ ବଚ୍ଚନ ଟ୍ୱିଟ କରି ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାତରେ ‘ହୋମ କ୍ୱାରେଣ୍ଟାଇନ’ର ମୋହର ଲାଗିଛି । T 3473 - Stamping started on hands with voter ink, in…

କେରଳ ପୋଲିସର ହ୍ୟାଣ୍ଡ ୱାସିିଂ ଡ୍ୟାନ୍ସ ଭିଡିଓ ଭାଇରାଲ

କେରଳ: କରୋନା ଭୂତାଣୁ ଭୟ ସାରା ବିଶ୍ୱକୁ ଘାରିଛି । ଏହାରି ଭିତରେ କରୋନାକୁ ନେଇ କେରଳ ପୋଲିସ ଲୋକଙ୍କୁ ଅଭିନବ ଢ଼ଙ୍ଗରେ ସଚେତନତା ବାର୍ତା ଦେଇଛି । କେରଳ ପୋଲିସ ପକ୍ଷରୁ ଏକ ହ୍ୟାଣ୍ଡ ୱାସିଂ ଡ୍ୟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ୬ ଜଣ ପୋଲିସ କର୍ମଚାରୀ ମୁହଁରେ…

ଚୀନ ବୈଜ୍ଞାନିକଙ୍କ ଅଧ୍ୟୟନରୁ ଖୁଲାସା; ବ୍ଲଡ ଗ୍ରୁପ ‘A’ ଲୋକଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ

ବେଜିଂ: ଚୀନର ବୈଜ୍ଞାନିକଙ୍କ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ‘A’ ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନାଭାଇରସ ସଂକ୍ରମଣର ଆଶଙ୍କା ଅଧିକ ଏବଂ ‘O’ ବ୍ଲଡ ଗ୍ରୁପ ଲୋକଙ୍କୁ ଏହାର ଆଶଙ୍କା କମ ଥାଏ । ଉହାନ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏହି ଅଧ୍ୟୟନରେ ଉହାନ ଓ ଶେଂଝେନର ୨ହଜାର କରୋନାଭାଇରସ…

ସୋସିଆଲ ମିଡିଆରେ ହିଟ୍ ହେଲା କରୋନା ସଚେତନତା ସଙ୍ଗୀତ

ଭୁବନେଶ୍ୱର: କରୋନା ନେଇ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସୋସିଆଲ ମିଡିଆରେ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି କିଛି କଣ୍ଠଶିଳ୍ପୀ । ଏ ଗୀତ ଭିତରୁ ବେଶୀ ହିଟ୍ ହୋଇଛି ପପୁ ପମ୍ ପମ୍‌ଙ୍କ ଗୀତ ‘କୋଉଛି ସାଇତି କି ରଖିଥିଲା କରୋନା ଭାଇରସ୍ ଚାଇନା ମାରଡାଲାରେ...ଚିନି…

ଭାରତୀୟ ସେନାର ଜଣେ ଯବାନ କରୋନା ଭୂତାଣୁରେ ଆକ୍ରାନ୍ତ

ଜମ୍ମୁ : ଭାରତୀୟ ସେନାର ଜଣେ ଯବାନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଯବାନ ଜଣକ ଲଦାଖ ସ୍କାଉଟର ବୋଲି ଜଣାପଡିଛି। ନିକଟରେ ଯବାନଙ୍କ ବାପା ଇରାନରୁ ଫେରିଥିଲେ। ତାଙ୍କ ଠାରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଯବାନ ଜଣକ ଚିକିତ୍ସାଧୀନ ରହିଛନ୍ତି।…

ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ପ୍ରସଙ୍ଗ: ହ୍ୟୁମାନ ସାଗରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ…

ଭୁବନେଶ୍ୱର: ଜଣାଶୁଣା ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଏବେ ଓଡ଼ିଶାରେ ସମାଲୋଚନାର ଶୀକାର ହୋଇଥିବା ବେଳେ ଏହା ନାରୀ ଜାତିକୁ ଅପମାନିତ କରିଛି ବୋଲି ଅଭିଯୋଗ କରି କମିଶନରେଟ ପୋଲିସରେ ଏଫଆଇଆର ଦିଆଯାଇଛି । ମିଳିଥିବା ସୂଚନାନୁଯାୟୀ, ‘ଝିଅ…

କରୋନା ମୁକାବିଲା: ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି

ଭୁବନେଶ୍ୱର: କରୋନା ପାଇଁ ବ୍ୟାଙ୍କଗୁଡିକ ଉପରେ ଜାରି ହେଲା ଗାଇଡଲାଇନ । ଏନେଇ ବ୍ୟାଙ୍କଗୁଡିକୁ ଚିଠି ଲେଖି ଜଣାଇଛନ୍ତି ଅର୍ଥ ବିଭାଗ । ଏଟିଏମ୍ ଗୁଡିକରେ ଯଥେଷ୍ଟ ଟଙ୍କା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କରୋନା ସଚେତନତା ପାଇଁ ପ୍ରତି ଏଟିଏମ୍‌ରେ ସତର୍କ ସୂଚନା ଫଳକ…