Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅନ୍ୟ ଦେଶ ଭଳି କରୋନା ମୁକାବିଲା କଲେ ଭୋକରେ ମରିବ ପାକିସ୍ତାନ: ଇମ୍ରାନ

ଇସ୍‌ଲାମାବାଦ: ସାରା ବିଶ୍ୱ କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ନିଜର ସାମର୍ଥ୍ୟ ପ୍ରତିପାଦନ କରିଥିବା ବେଳେ ସାମ୍ନାକୁ ଆସିଛି ପାକିସ୍ତାନର ବିବଶତା । ଭାରତ ସମେତ ଅନ୍ୟ ଦେଶ ଗୁଡିକ କରୋନା ମୁକାବିଲା କରିବା ପାଇଁ ଯେଉଁଭଳି ସମସ୍ତ ସଂସ୍ଥା ଉପରେ କଟକଣା ଜାରି କରିଛନ୍ତି ତାହା…

କରୋନା ଆତଙ୍କ: ଫେସବୁକରେ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଅନୁଗୁଳ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏବେ ଓଡ଼ିଶାରେ ଏହି ଘାତକ କୋଭିଡ୍‌-୧୯ଭାଇରସକୁ ରୋକିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । କରୋନା ଭୂତାଣୁ ନେଇ ଗୁଜବ ଅପପ୍ରଚାର ନକରିବା ନେଇ ସରକାର ପୂର୍ବରୁ…

କରୋନା କଟକଣା: ରାଜଧାନୀରେ ସକାଳ ୬ରୁ ସନ୍ଧ୍ୟା ୬ଯାଏଁ ଖୋଲିବ ହାଟ

ଭୁବନେଶ୍ୱର: ହାଟ ଉପରେ ଲାଗିଲା କରୋନା କଟକଣା । ସନ୍ଧ୍ୟାରେ ଖୋଳିବନି ରାଜଧାନୀ କୌଣସି ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଗାଇଡଲାଇନ ଜାରି ହୋଇଛି । ବିଏମ୍‌ସି ଅଧିନରେ ଥିବା ସବୁ ହାଟ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ । ୟୁନିଟ-୧, ୟୁନିଟ୍‌-୨, ସହିଦନଗର, ରୁଚିକା,…

କୋଭିଡ଼-୧୯: କ୍ୱାରେନଣ୍ଟାଇନ କେନ୍ଦ୍ର ପାଇଁ ଓୟୋ ରୁମ୍ ପ୍ରଦାନ କରିବାକୁ ପ୍ରସ୍ତୁତ ରିତେଶ ଅଗ୍ରୱାଲ

ଭୁବନେଶ୍ୱର: ଭାରତର ସର୍ବବୃହତ ହୋଟେଲ ଚେନ ଓୟୋ ରୁମ୍ସ । ଯଦି ଆବଶ୍ୟକ ହୁଏ ତେବେ ଓୟୋ ରୁମ୍ସକୁ କରୋନାଭାଇରସ୍ କ୍ୱାରେନଣ୍ଟାଇନ କେନ୍ଦ୍ର ଭାବରେ ଯୋଗାଇବାକୁ ପ୍ରସ୍ତୁତ ଥିବା କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି । ଏକ ଟ୍ୱିଟର ପରାମର୍ଶରେ ରିତେଶ ଉତ୍ତର ଦେଇ କହିଛନ୍ତି ଯେ…

ଆସନ୍ତୁ ଜାଣିବା ଚକ୍ରତୀର୍ଥରେ ଥିବା ମହାଲକ୍ଷ୍ମୀଙ୍କ ବାପଘର ବିଷୟରେ

ଶ୍ରୀକ୍ଷେତ୍ର ପୁରୀ...ଏଠାରେ ପ୍ରତ୍ୟେକ ସ୍ଥାନର ଗୁରୁତ୍ୱ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଏହାର ମହିମାକୁ ବଢ଼ାଇ ଦେଇଛି । ଏଥିରୁ କିପରି ମହାଲକ୍ଷ୍ମୀ ବାଦ୍ ପଡିବେ । ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ର ପୁରୀର କେଉଁ ସ୍ଥାନକୁ ମହାଲକ୍ଷ୍ମୀଙ୍କ ବାପଘର ଭାବେ କଳ୍ପନା କରାଯାଇଛି । ଚକ୍ରତୀର୍ଥ…

କୋଭିଡ଼-୧୯ ଆଲର୍ଟ: ଆଜିଠାରୁ ସ୍ଥଗିତ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗ ବୁଧବାର ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓଡିଶାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ପରିବହନ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର…

କରୋନା ମୁକାବିଲା ଲାଗି ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଛାଡ଼ି ଆସିଲେ ଓଡ଼ିଶାର ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ପରି ମରଣାନ୍ତକ ମହାମାରୀର ମୁକାବିଲା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ଲଢେଇ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରୋନା…

ପଶ୍ଚିିମବଙ୍ଗରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: ବିଦେଶରୁ ଫେରିଥିବା ଜଣେ ଛାତ୍ରଙ୍କଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଛି । ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡିଥିଲା । ତାଙ୍କୁ ଚିକିତ୍ସା ପାଇଁ ବେଲଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହା…

କରୋନା ସଂକ୍ରମଣ ପାଇଁ ସେପ୍ଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ ଓପନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ମେ ମାସରେ ହେବାକୁ ଥିବା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ କୁ ସେପ୍ଟେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି । କ୍ଳେ କୋର୍ଟରେ ଖେଳାଯାଉଥିବା ଏହି ଏକମାତ୍ର ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଏବେ…

କରୋନା ସଂକ୍ରମଣ ରୋକିବା ପାଇଁ ଆହାର କେନ୍ଦ୍ର ଖୋଲିବା ସମୟସୀମା ବଢ଼ିଲା   

ଭୁବନେଶ୍ୱର: ଜନଗହଳି ହେଉଥିବା ସ୍ଥାନରେ କରୋନା ଭୁତାଣୁ ସଂକ୍ରମଣର ଅଧିକ ସମ୍ଭାବନା ରହିଥିବାରୁ ରାଜ୍ୟର ଆହାର କେନ୍ଦ୍ର ଗୁଡିକର ଖୋଳିବା ସମୟସୀମା ବୃଦ୍ଧି କରାଯାଇଛି । ଆହାର କେନ୍ଦ୍ର ଗୁଡିକରେ ଖାଦ୍ୟ ମିଳିବା ସମୟରେ ଭିଡ଼ କମ କରିବା ପାଇଁ ଏଗୁଡିକ ଏବେ ଦିନ ୧୦ ଟାରୁ ଅପରାହ୍ନ ୪ ଟା…