Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ଆଜି ସୁଦ୍ଧା ଭାରତରେ କରୋନା ଜନିତ ୩ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ୧୩୭ ଜଣ କରୋନା ରୋଗୀଙ୍କ ମଧ୍ୟରୁ…

କରୋନା ଭୟ: ଇରାନ ଜେଲରୁ ୮୫ହଜାର କଏଦୀ ମୁକ୍ତ

ତେହେରାନ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଇରାନ ପାଖାପାଖି ୮୫ହଜାର କଏଦୀଙ୍କୁ ଅସ୍ଥାୟୀ ରୂପେ ମୁକ୍ତ କରିଛି । ନ୍ୟାୟପାଳିକା ମୁଖପାତ୍ର ଘୋଲମହୋସିନ ଇସ୍ମାଇଲି କହିଛନ୍ତି, “ମୁକ୍ତ କରାଯାଇଥିବା କଏଦୀଙ୍କ ମଧ୍ୟରୁ ଅଧା ଦେଶର ସୁରକ୍ଷା ସମ୍ପର୍କରେ ଜଡିତ ଥିଲେ । କରୋନାଭଇରସ ସଂକ୍ରମଣକୁ…

କୋଭିଡ-୧୯ ସତର୍କତା: ମୋବାଇଲ ସଫା ରଖିବାକୁ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଦିନକୁ ଜଣେ ବ୍ୟକ୍ତି ମୋବାଇଲକୁ ପ୍ରାୟ ୨୬୦୦ ଥର ଛୁଇଁଥାଏ । ୭୬ ଥର ବ୍ୟବହାର କରିଥାଏ । ଏପରିସ୍ଥଳେ ମୋବାଇଲରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଦିନରେ ୪ ରୁ ୫ ଥର ସାବୁନା ପାଣିରେ ଧୋଇବାକୁ ପରାମର୍ଶ ଦେଇଛନ୍ତି କରୋନା ମୁକାବିଲା…

ହରିୟାଣାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଚଣ୍ଡିଗଡ: ହରିୟାଣା ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ୨୯ ବର୍ଷର ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂରଜ ଭାନ କାମ୍ବୋଜ ସୂଚନା ଦେଇଛନ୍ତି । ଏହା ସହିତ ସେ ମହିଳା ଜଣକ ହରିୟାଣାର ପ୍ରଥମ କରୋନା ରୋଗୀ ଭାବେ…

୨୪ ଘଂଟାରେ ୧୨୩୯ଜଣ ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ହୋଇଛି: ବାଗ୍‌ଚୀ

ଭୁବନେଶ୍ୱର: ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟର ୧୧୫ ଥିବା ବେଳେ ମଙ୍ଗଳବାର ୧୨୬କୁ ଛୁଇଁଛି । ସେହିଭଳି ଭାରତରେ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି । ଜଣେ କରୋନା ରୋଗୀ ଆଉ ୩ ଜଣଙ୍କୁ ସଂକ୍ରମିତ କରିପାରେ ।…

ପାକିସ୍ତାନରେ କରୋନା ଟେଷ୍ଟିଂରେ ତ୍ରୁଟି ଯୋଗୁଁ ଦ୍ୱିଗୁଣିତ ହେଲା ରୋଗୀଙ୍କ ସଂଖ୍ୟା

କରାଚୀ: ପାକିସ୍ତାନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢ଼ି ୧୯୪ରେ ପହଞ୍ଚିଛି । ବଲୁଚିସ୍ତାନ ପ୍ରାନ୍ତ ଅତିକ୍ରମ କରି ଇଟାଲୀରୁ ଫେରିଥିବା ଯାତ୍ରୀଙ୍କ କରୋନାଭାଇରସ ପରୀକ୍ଷାରେ ତ୍ରୁଟି ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନେଇ ଜଣେ ଅଧିକାରୀ କହିଛନ୍ତି । ପ୍ରାନ୍ତୀୟ ସିନ୍ଧ ସରକାରର…

କୋଭିଡ-୧୯ ସତର୍କତା: ଜାରି ହେଲା ସାମାଜିକ ଦୂରତା ଗାଇଡଲାଇନ

ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ଗାଇଡଲାଇନ ଜାରି ହୋଇଛି । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ…

କରୋନାଭାଇରସ: କ୍ୱାରେଣ୍ଟାଇନରେ ରହିଲେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଥିରୁବନନ୍ତପୁରମରେ ଡାକ୍ତରଙ୍କ ସହ ଏକ ବୈଠକ ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ପରେ ସେହି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ରାଜ୍ୟ…

ବିଦେଶରୁ ଫେରି କୋଭିଡ-୧୯ ପୋର୍ଟାଲରେ ରେଜିଷ୍ଟ୍ରେସନ କଲେ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର: ବିଦେଶରୁ ଫେରିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ କ୍ରିଷ୍ଣା । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ ସେ କୋଭିଡ-୧୯ ୱେବସାଇଟରେ ରେଜିଷ୍ଟ୍ରେସନ କରିଛନ୍ତି । ତାଙ୍କଠାରେ କୋରନା ଭୂତାଣୁର କୌସଣି ଲକ୍ଷଣ ନ ଥିଲେ ମଧ୍ୟ ସେ ପଂଜୀକରଣ…

କରୋନା ସତର୍କତା: ବିଦେଶ ଯାତ୍ରା ପରେ କୋଭିଡ-୧୯ ପୋର୍ଟାଲରେ ନାମ ପଞ୍ଜିକୃତ କଲେ ପୁରୀ ଗଜପତି ମହାରାଜା

ଭୁବନେଶ୍ୱର: ସାରାଦେଶରେ କରୋନାଭାଇରସର ଭୟ ଜାରି ରହିଥିବା ବେଳେ ପୁରୀ ଦିବ୍ୟାସିଂହ ଦେବ ଗଜପତି ମହାରାଜା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ୧୫ ରେ ଆମେରିକାରୁ ଫେରିବା ପରେ ସେ ନିଜେ ଆଇସୋଲେସନ ପାଇଁ ଓଡିଶା ସରକାରଙ୍କ କୋଭିଡ-୧୯ ପୋର୍ଟାଲ…