Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ-୧୯: ଦିନ ୨ ଟାରୁ ସହରାଞ୍ଚଳର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର: କରୋନା ଭୂତାଣୁ ଠାରୁ ଜନସାଧାରଣଙ୍କୁ ସତର୍କ ରଖିବା ନେଇ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ସତର୍କତା ମୂଳକ ଭାବେ ରାଜ୍ୟର ସହରାଞ୍ଚଳମାନଙ୍କରେ ଥିବା ସମସ୍ତ ପାର୍କକୁ ଦିନ ୨ଟା ପରେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ନଗର ଉନ୍ନୟନ ବିଭାଗ । ନଗର ଉନ୍ନୟନ…

କରୋନା ଭାଇରସ୍‌: ମାଇକ୍ରୋସଫ୍ଟ ଲଞ୍ଚ୍ କଲା କୋଭିଡ୍ – ୧୯ ଟ୍ରାକିଂ ୱେବସାଇଟ୍‌

ସାନଫ୍ରାନ୍ସିସ୍କୋ: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଜନିତ ମୃତ୍ୟୁସଂଖ୍ୟା ୬,୫୧୬ରେ ପହଞ୍ଚିଛି । ଏକ ଇଣ୍ଟରାକ୍ଟିଭ୍ ମ୍ୟାପ ମାଧ୍ୟମରେ ସମଗ୍ର ବିଶ୍ୱର କେଉଁ ସ୍ଥାନଗୁଡ଼ିକ କରୋନା ସଂକ୍ରମିତ ହୋଇ ଚାଲିଛି ସେ ସମ୍ପର୍କରେ ବିଶଦ ବିବରଣୀ ମିଳିପାରିବ । ସେହିପରି ଗୁଗୁଲ କରୋନା ଭୂତାଣୁ…

କରୋନା ସତର୍କତା: ବାଣୀବିହାର ପରେ ବନ୍ଦ ହେଲା ରେଭେନ୍ସା ହଷ୍ଟେଲ

ଭୁବନେଶ୍ୱର: ବଢୁଥିବା କରୋନା ଭୂତାଣୁ ଠାରୁ ସତର୍କ ରହିବା ନିମନ୍ତେ ସୋମବାର ଠାରୁ କଟକ ସ୍ଥିତ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆଜି ଓରଥମେ ଉତ୍କଳ ବିଶ୍ୱବିଦ୍ୟାଳୟ ହେଷ୍ଟଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି…

କରୋନା ପାଇଁ କଳାବଜାରୀ ଉପରେ କଡା ନଜର: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ମାସ୍କ ଓ ସାନିଟାଇଜର କଳାବଜାରୀ ଉପରେ କଡା ନଜର ରଖାଯାଇଛି। ଏଥିପାଇଁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏସେନ୍ସିଆଲ କମୋଡିଟ ଆକ୍ଟକୁ କଡାକଡି କରାଯାଇଛି । ଯେଉଁ ବ୍ୟକ୍ତି କଳବଜାରୀ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କରୋନା ପାଇଁ ରାଜଧାନୀରେ ଖୋଲିବ ୨୫ଟି ଅସ୍ଥାୟୀ କ୍ୱାରେନଟାଇନ କେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜଧାନୀ ଭୁବନେଶ୍ୱରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲିବାକୁ ସମସ୍ତ ମୁନସିପାଲ କମିଶନରଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ…

କରୋନା ମୁକାବିଲା: ଟ୍ୱିଟ୍ କରି ସତର୍କତା ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ୱିଟର୍‌ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ଟ୍ୱିଟର୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ସତର୍କତା ଟିପ୍ସ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେତେ…

ଓଡିଶାରେ କରୋନା ଭୟ; ପୁରୀ ବେଳାଭୂମିରେ ଏକାଠି ନହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ପୁରୀ: ଓଡିଶାରେ ଜଣେ ବ୍ୟକ୍ତିଙ୍କ କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୋମବାର ଦିନ ପର୍ଯ୍ୟଟକମାନଙ୍କୁ ବାହାରକୁ ନବାହାରିବ ତଥା ହୋଟେଲ ଭିତରେ ରହିବା ଲାଗି…

କରୋନାଭାଇରସ ଆତଙ୍କ: ଗଣମାଧ୍ୟମଙ୍କୁ ଓଡିଶା ସରକାରଙ୍କ ଅପିଲ୍‌, ଏବେ ବ୍ରେକିଂ ନ୍ୟୁଜର ବେଳ ନୁହେଁ

ଭୁବନେଶ୍ୱର: କରୋନାଭାଇରସ୍ ସମ୍ବନ୍ଧୀୟ ଖବର ପରିବେଷଣ ସମୟରେ ଦାୟିତ୍ୱସମ୍ପନ୍ନ ହେବାକୁ ଓଡ଼ିଶା ସରକାର ସୋମବାର ଦିନ ଗଣମାଧ୍ୟମକୁ ନିବେଦନ କରିଛନ୍ତି। ଏନେଇ କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ଘଡିସନ୍ଧି ମୂହୁର୍ତ୍ତ…

ମହାରାଷ୍ଟ୍ରରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମହାରାଷ୍ଟ୍ର: କରୋନା ଭାଇରସ ତାରା ଡେଣା ମେଲାଇବାରେ ଲାଗିଛି । ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ମହାରାଷ୍ଟ୍ରରେ ଆଉ ୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଂଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ…

କରୋନା ପାଇଁ ବନ୍ଦ ହେବନି ସୁପ୍ରିମକୋର୍ଟ: ସିଜେଆଇ

ନୂଆଦିଲ୍ଲୀ: କରୋନା ପାଇଁ ସମ୍ପୂର୍ଣ୍ଣ ବନ୍ଦ ହେବନି ସୁପ୍ରିମ କୋର୍ଟ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବଚାରପତି ଜଷ୍ଟିସ ବୋବଡେ ସୂଚନା ଦେଇଛନ୍ତି । ୪ ଆପେକ୍ସ କୋର୍ଟ ବିଚାରପତି, ସୁପ୍ରିମକୋର୍ଟ ଓକିଲ ସଂଘ , ଏମ୍ସ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ କରୋନାକୁ ନେଇ ସୁପ୍ରିମକୋର୍ଟକୁ ପୁରା…