Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଭୟ: ରାଜ୍ୟର ସମସ୍ତ ସ୍କୁଲ ବନ୍ଦ, ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ଭାଇରସ ଭୟରେ ବନ୍ଦ ହେଲା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ଏଥିସହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କେବଳ ସେତିକି ନୁହେଁ ଏକାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା…

କରୋନା ଆତଙ୍କ: ନିୟମ ଭାଙ୍ଗିଲେ ଇଂଲଣ୍ଡରେ ଭୋଗିବାକୁ ପଡ଼ିପାରେ ଜେଲ ଦଣ୍ଡ !

ଲଣ୍ଡନ: ମରଣାନ୍ତକ କୋଭିଡ୍ ୧୯ ନଭେଲ୍ କରୋନା ଭାଇରସ୍ ଏବେ ୧୫୬ଟିରୁ ଅଧିକ ଦେଶରେ କାୟା ବିସ୍ତାର କରିସାରିଲାଣି । କରୋନା ଭୂତାଣୁ ଲାଗି ଏବେ ୟୁରୋପର ସ୍ଥିତି ସାଂଘାତିକ । ବିଶ୍ୱରେ ଚୀନ ପରେ ଇଟାଲିରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଇଂଲଣ୍ଡରେ ମଧ୍ୟ କରୋନା ଭୂତାଣୁ ସଂକ୍ରମିତ…

କରୋନା ସତର୍କତା: ପରିବହନ ବିଭାଗର ଗାଇଡ ଲାଇନ ଜାରି, ବସ୍‌ରେ ଓଭରଲୋଡିଂ ମନା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି ହୋଇଛି । ବସ୍‌ରେ ଅଧିକ ଲୋକଙ୍କୁ ନେବା ମନା ହୋଇଛି । ସେହିପରି ଓଭର ଲୋଡିଂ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବସ୍ ଡ୍ରାଇଭରଙ୍କ ଠାରୁ ନେଇ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ଆବଶ୍ୟକ…

କରୋନା ମୁକାବିଲା: ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ମୁକାବିଲା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହେଷ୍ଟଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉଂସିଲ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭାଇରସ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ…

କରୋନା ସତର୍କତା: ବ୍ରହ୍ମପୁରରେ ସବୁ ସପିଂ ମଲ୍ ଓ ଶୋ’ରୁମ୍ ବନ୍ଦ

ବ୍ରହ୍ମପୁର: ବ୍ରହ୍ମପୁରରେ କରୋନା ଭୂତାଣୁକୁ ନେଇ ୧୪୪ ଧାରା ଜାରି ପରେ ଏବେ ସବୁ ସପିଂ ମଲ୍ ଓ ଶୋ’ ରୁମ୍‌କୁ ବନ୍ଦ କରାଯାଇଛି । ଏନେଇ ସୋମବାର ଗଂଜାମ ଜିଲ୍ଲା ପ୍ରଶାସନ ତଥା ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ପ୍ରମୁଖ୍ୟ ବ୍ୟବସାୟ…

କରୋନା ଆତଙ୍କ: ମୁମ୍ବାଇରେ ଗ୍ରୁପ ଟୁର୍ ଉପରେ ପ୍ରତିବନ୍ଧକ ଲାଗି ୧୪୪ ଧାରା ଜାରି

ମୁମ୍ବାଇ: ମହାରାଷ୍ଟ୍ରରେ ମରଣାନ୍ତକ କରୋନା ଭାଇରସର ମୁକାବିଲା ଲାଗି ମୁମ୍ବାଇ ପୋଲିସ ଗ୍ରୁପ ଟୁର ଉପେରେ ପ୍ରତିବନ୍ଧକ ଲଗାଇଛନ୍ତି । ଗ୍ରୁପ ଟୁର ଉପରେ ନିଷେଧାଦେଶ ସହିତ ୧୪୪ ଧାରା ଜାରି କରାଯାଇଛି । ମୁମ୍ବାଇ ଡ଼େପୁଟି କମିଶନର ପ୍ରଣୟ ଅଶୋକ କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ…

କରୋନା ଆତଙ୍କ: ଯାଜପୁରରେ ଜାରି ହେଲା ୧୪୪ ଧାରା

ଯାଜପୁର: ଗଞ୍ଜାମ ଜିଲ୍ଲା ପରେ, କରୋନାଭାଇରସ୍ ଆତଙ୍କରେ ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ଅନୁଯାୟୀ, ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ହୋଇ ପାରିବ ନାହିଁ । ଏହା ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର: ସୁବ୍ରତ ବାଗଚି

ଭୁବନେଶ୍ୱର: ଇଟାଲିରୁ ଫେରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡ଼ିଆ ଛାତ୍ର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣା ସ୍ପଷ୍ଟ ହେବାର କିଛି ଘଣ୍ଟା ପରେ କରୋନା ନିମନ୍ତେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ; ସ୍ପଷ୍ଟ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ନେଇ ସୋମବାର ଦିନ ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର । ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ଏବଂ ତାଲିମ, ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରସ୍ଥିତ…

କରୋନା ଆତଙ୍କ: ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷିତ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ନିମନ୍ତେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି…