Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଖାତା ମୂଲ୍ୟାଙ୍କନରେ କରୋନା ସୁରକ୍ଷା ଗାଇଡଲାଇନ ପାଳନ କରିବ ଓଡିଶା ମାଟ୍ରିକ ବୋର୍ଡ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ଗାଇଡଲାଇନ ଅନୁଯାୟୀ ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରାଯିବ । ସୋମବାର ଦିନ ଭିଡିଓ କଂଫ୍ରେନ୍ସିଂ ଜରିଆରେ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଅଧ୍ୟକ୍ଷ ରାମାଶିଶ ହାଜରା କହିଛନ୍ତି…

କୋଭିଡ-୧୯: ଭାରତରେ ୪ ନୂଆ ମାମଲା ଚିହ୍ନଟ, ୧୧୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨ଜଣଙ୍କ ମୃତ୍ୟୁ ପରେ କରୋନାଭାଇରସ(କୋଭିଡ-୧୯) ଆତଙ୍କ ସୃଷ୍ଟି କରିଛି । ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ସତ୍ୱେ ଅଣାୟତ୍ତ ହେଉଛି କରୋନା । ସରକାର ସଂକ୍ରମଣ ଏଡାଇବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ପ୍ରୟାସ ଚଳାଇଛନ୍ତି । ଭାରତରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

କରୋନା: ସଂକ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଟ୍ରେନ ବଗି ଗୁଡିକୁ ସଂକ୍ରମଣରହିତ କରାଯିବା ଉପରେ ଜୋର ଦେଇଛି ପୂର୍ବତଟ ରେଳବାଇ । କୌଣସି ଯାତ୍ରୀଙ୍କୁ ଥଣ୍ଡା, କାଶ, ଜ୍ୱର ହେଲେ ରେଲୱେର ହେଲ୍ପ ଡେସ୍କକୁ ତୁରନ୍ତ…

କରୋନା ସଂକ୍ରମଣ ଭୟ : କର୍ପୋରେଟ ସେକ୍ଟର ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର: ସହର ଭିତରେ ଥିବା କର୍ପୋରେଟ ହାଉସରେ କରୋନା ସଂକ୍ରମଣ ନେଇ ଏସଓପି ବା ଗାଇଡ ଲାଇନ ଜାରି କଲା ବିଏମସି । ଏଣିକି କରୋନା ସୂଚନା ସମ୍ବଳିତ ବୋର୍ଡ ଅଫିସ ଭିତରେ ଲାଗିବ । ସମସ୍ତ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ । ଯଦି କେହି ସନ୍ଦିଗ୍ଧ ବାହାରନ୍ତି ତାଙ୍କୁ…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶାର ଜଣେ ଛାତ୍ର ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଓଡିଶା ସରକାର ସୂଚନା ଦେଇଛନ୍ତି । ଉକ୍ତ ଛାତ୍ର ଜଣକ ସୋମବାର ଦିନ ନୂଆଦିଲ୍ଲୀରୁ ଓଡିଶାକୁ ଟ୍ରେନ ଯୋଗେ ଆସିଛନ୍ତି । ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ତାଙ୍କ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା…

କୋଭିଡ୍ ୧୯ ସତର୍କତା: ଗଞ୍ଜାମ, କେନ୍ଦୁଝର, ଯାଜପୁର ପରେ ଆଉ ଏକ ଜିଲ୍ଲାରେ ଜାରି ହେଲା ୧୪୪ ଧାରା

ବଲାଙ୍ଗୀର: ନଭେଲ୍ କରୋନା (କୋଭିଡ୍ - ୧୯) ଭାଇରସ୍ ସଂକ୍ରମଣ ରୋକିବା ନେଇ ବଲାଙ୍ଗୀର ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି । ଏଠାରେ ସୂଚନାଯୋଗ୍ୟ, ଏହି ମରଣାନ୍ତକ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ପୂର୍ବରୁ ଗଞ୍ଜାମ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୧୪୪ ଧାରା…

କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ

ବର୍ଲିନ : କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ ହୋଇଛନ୍ତି । କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏ ପରିସ୍ଥିତିରେ ଏହି ଭୁତାଣୁର ଟୀକାକୁ ସମଗ୍ର ବିଶ୍ୱବାସୀ  ଅପେକ୍ଷା…

କରୋନା ସଂକ୍ରମଣ ନେଇ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ବର: କରୋନା ସଂକ୍ରମଣ ଜନିତ ବିପଦକୁ ଆଖିରେ ରଖି ସହରରେ ରହିଥିବା ବିଭିନ୍ନ ମନ୍ଦିର ଓ ଅନ୍ୟ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ବା ଗାଇଡ୍ ଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । କଫ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କୌଣସି ପୂଜାରୀ, କର୍ମଚାରୀ…

କରୋନା: ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏବେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡିଶା ଫେରୁଛନ୍ତି । ସେଥିପାଇଁ ବିଦେଶ ଫେରନ୍ତାଙ୍କ ପାଇଁ କାଲି ସକାଳ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିବା ପାଇଁ ବାଧ୍ୟତାମୂଳକ…

ଛାତ୍ର କଂଗ୍ରେସର କରୋନା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ୍ ଦାସଙ୍କ ସଂଯୋଜନାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଛାତ୍ର କଂଗ୍ରେସ କର୍ମକର୍ତା ଓ ବରିଷ୍ଠ ନେତାମାନେ ସଚେତନତା ସ୍ଲୋଗାନ ଦେଇ କଂଗ୍ରେସ ଭବନରୁ ଏକ…