Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନାଭାଇରସ: ୨୪ ଘଣ୍ଟାରେ ଇଟାଲିରେ ୩୬୮ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୮୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୨୧ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍…

କରୋନା ସଂକ୍ରମଣ ନେଇ ହସ୍ପିଟାଲ, ହୋଟେଲ ଓ ପାର୍କ ପାଇଁ ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ସହରର ସମସ୍ତ ହସ୍ପିଟାଲ, ହୋଟେଲ ଏବଂ ପାର୍କଗୁଡିକ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍‌ଓପି) ଜାରି କରାଯାଇଛି । ଗତ ରବିବାର ବିଏମସି ସମ୍ମିଳନୀ କକ୍ଷରେ ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲ,…

କରୋନା ସଂକ୍ରମଣ ବିପଦ: ଆଜିଠୁ ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସପିଂ ମଲ ବନ୍ଦ

ଭୁବନେଶ୍ୱର: ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରର ସମସ୍ତ ସପିଂ ମଲକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ୍ ପୋଲିସ । ଓଡିଶା ଅର୍ବାନ ପୋଲିସ ଆକ୍ଟର ଧାରା ୩୫ ଅନୁଯାୟୀ ପୋଲିସ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । କରୋନା…

ଓଡିଶାକୁ ଛୁଇଁଲା କରୋନା: ଆକ୍ରାନ୍ତ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ସାରା ବିଶ୍ୱରେ ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ସାରିଛି । ସାମ୍ନାକୁ ଆସିଛି ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍‌ ରୋଗୀ । ଭୁବନେଶ୍ବର ଅଞ୍ଚଳର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା…

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌

ନ୍ୟୁୟର୍କ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି । ହ୍ୱାଇଟ୍‌ ହାଉସ୍‌ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏକ ଉଚ୍ଚସ୍ତରୀୟ ସମ୍ମିଳନୀରେ କରୋନା ସଂକ୍ରମିତ ଜଣେ ରାଷ୍ଟ୍ରଦୂତଙ୍କ ସହ ଟ୍ରମ୍ପଙ୍କର ସାକ୍ଷାତକାର ହୋଇଥିଲା ।…

କରୋନା ମୁକାବିଲା: ୪ ଓଏସଡି ନିଯୁକ୍ତ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ଘାତକ କରୋନାଭାଇରସର ମୁକାବିଲା କରିବା ପାଇଁ ଓଡିଶା ସରକାର ୪ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ବିଶେଷ ଡ୍ୟୁଟି ପାଇଁ ୪ଜଣ ଯୁବ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏକ ପ୍ରଶାସନିକ ଅଧିସୂଚନା…

ଚୀନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି : ସ୍କୁଲ, ରାଜରାସ୍ତା ଖୋଲିଲା

ବେଜିଂ: ଚୀନରୁ ସାରା ବିଶ୍ୱକୁ କରୋନା ଭାଇରସ ବ୍ୟାପିଥିଲେ ମଧ୍ୟ ସେଠାରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଚୀନରରେ ୮୦,୮୪୯ ସଂକ୍ରମିତ ହୋଇଥିବା ବେଳେ ୩୧୯୯ ମୃତ୍ୟୁବରଣ କରିଥିଲେ । ସରକାରଙ୍କ କଡା ପଦକ୍ଷେପ ଏବଂ ନାଗରିକଙ୍କ ଉଦ୍ୟମ ଏହା ଏବେ ପରିସ୍ଥିତିକୁ ସାମାନ୍ୟ କରିଛି । ରବିବାର…

କରୋନା: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ । ଚୀନରୁ ଆସିଥିବା କରୋନା ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଦେଶରେ ମଧ୍ୟ କରୋନା ମୁକାବିଲା ନେଇ ଯୁଦ୍ଧଭିତ୍ତି କ ସ୍ତରରେ ପ୍ରସ୍ତୁତି ଚାଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ଏବଂ ୨ଟି କରୋନା ଜନିତ ମୃତ୍ୟୁ…

କରୋନା ମୁକାବିଲା ପ୍ରସ୍ତୁତିରେ ବଡ଼ବଡ଼ ଦେଶକୁ ପଛରେ ପକାଇଛି ଭାରତ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜୀବାଣୁ ଯୋଗୁଁ ବିଶ୍ୱ ସ୍ତରରେ ମୃତ୍ୟୁସଂଖ୍ୟା ୫୮୩୩ କୁ ବୃଦ୍ଧି ପାଇଥିବାବେଳେ ଏହାର ସଂକ୍ରମଣ ୧.୫୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟକୁ ବ୍ୟାପି ସାରିଛି। ଭାରତରେ ମଧ୍ୟ ଏହି ସଂକ୍ରମଣ ୧୦୦ ଅତିକ୍ରମ କରିଥିବା ବେଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।…

୬ ମାସ ପର୍ଯ୍ୟନ୍ତ ସଚେତନ ରୁହନ୍ତୁ, କରୋନା ଗୁଜବରୁ ଦୂରେଇ ରୁହନ୍ତୁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା କରୋନାଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଏହାର ୨ ଦିନ ପରେ ଅର୍ଥାତ୍ ରବିବାର ଦିନ କରୋନା ସମ୍ପର୍କରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିକମରେ ୬ ମାସ ପର୍ଯ୍ୟନ୍ତ ଭାଇରସ ପ୍ରତି ସଚେତନ ରହିବାକୁ…