Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଭୟ: ଦଣ୍ଡ ନାଚ ଉପରେ ଲାଗିଲା କଟକଣା

ଗଞ୍ଜାମ: ଚାରିଆଡେ ସମସ୍ତଙ୍କୁ ଘାରିଛି ମାରାତ୍ମକ ଭୂତାଣୁ କରୋନାର କୋକୁଆ ଭୟ । ଏହାକୁ ନେଇ ରାଜ୍ୟ ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାରି ଭିତରେ ଗଂଜାମ ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ପ୍ରସିଦ୍ଧ ଦଣ୍ଡ ନାଚ ଉପରେ କଟକଣା ଲଗାଯାଇଛି ।…

କରୋନା ମୁକାବିଲା: ସାର୍କ ଦେଶ ସହିତ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୫ଟାରେ ଭିଡିଓ କଂଫ୍ରେନ୍ସିଂ ଜରିଆରେ ଦକ୍ଷିଣ ଏସିଆ ଦେଶର ସଙ୍ଗଠନ(ସାର୍କ) ସହିତ ଚର୍ଚ୍ଚା କରିବେ । ଏହି ଚର୍ଚ୍ଚାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ…

କରୋନା ଭୟ: ଟ୍ଵିନ ସିଟିରେ ବନ୍ଦ ହେଲା କୋଚିଂ ସେଣ୍ଟର, ମଲ୍ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର: କରୋନାଭାଇରସର ବଢୁଥିବା ଭୟାଭହାତକୁ ଦୃଷ୍ଟିରେ ରଖି ଟ୍ଵିନ ସିଟି ପୋଲିସ ଭୁବନେଶ୍ୱର ଏବଂ କଟକ ସହରର ଅଧିବାସୀଙ୍କ ପାଇଁ ଉପଦେଷ୍ଟା ତାଲିକା ଜାରି କରିଛି। By way of clarification: All coaching/tuition centres are covered under the closure order…

କରୋନା ଭାଇରସ: ୨୪ ଘଣ୍ଟାରେ ୪୧୭ ମୃତ, ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା

ପ୍ୟାରିସ: ସାରା ଦୁନିଆରେ କରୋନା ଭାଇରସର ମାମଲା ବଢ଼ି ୧,୫୧,୭୬୦ରେ ପହଞ୍ଚିସାରିଛି । ଯେଉଁଥିରେ ୧୩୭ଟି ଦେଶରେ ୫୭୬୪ଜଣଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଶନିବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରୋନା ଭାଇରସର ୧୧,୦୩୭ ନୂଆ ମାମଲା ସାମନାକୁ ଆସିଛି । ଯେବେକି ୨୪…

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୩୪ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ସମେତ ୨୩୪ ଜଣ ଭାରତୀୟ ରବିବାର ସକାଳେ ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଚନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୩୪ ଜଣ…

କରୋନାଭାଇରସରେ ଆକ୍ରାନ୍ତ ହେଲେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ମାଦ୍ରିଦ: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା (କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି ଭାଇରସ ସଂକ୍ରମଣରେ ସ୍ପେନରେ ପ୍ରାୟ ୧୮୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।…

କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ…

ନିହାତି ଜରୁରୀ ନ ଥିଲେ ପୁରୀକୁ ଆସନ୍ତୁ ନାହିଁ : ଜିଲ୍ଲାପାଳ

ପୁରୀ: ସାରା ବିଶ୍ୱରେ ଏବେ କୋରୋନା ଭାଇରସ୍ ତାର କାୟା ବିସ୍ତାର କରୁଛି । ରାଜ୍ୟ ସରକାର ମଧ୍ୟ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏ ନେଇ ଲୋକଙ୍କୁ ବିଭିନ୍ନ ବାଟରେ ସଚେତନ କରାଯାଉଛି । ଏହି କ୍ରମରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୋସିଆଲ୍ ମିଡ଼ିଆରେ ଶନିବାର ସନ୍ଧ୍ୟାରେ ଏକ ଭିଡ଼ିଓ…

ଆସନ୍ତୁ ଜାଣିବା କରୋନା ଭାଇରସ ପ୍ରଭାବ ସତ୍ୱେ କେଉଁ କେଉଁ ଫିଲ୍ମର ଶୁଟିଂ ଜାରି ରହିଛି

ମୁମ୍ବାଇ: କରୋନା ଭାଇରସର ପ୍ରଭାବର ସଚେତନତା ଓ ଭୟ ଯୋଗୁ ଅନେକ ଫିଲ୍ମର ଶୁଟିଂ ଘୁଂଚାଇ ଦିଆଯାଇଛି କିମ୍ବା ବାତିଲ କରି ଦିଆଯାଇଛି । ତେବେ କେତେକ ଫିଲ୍ମ ସେମାନଙ୍କ ଶୁଟିଂ ଜାରି ରଖିଛନ୍ତି । ଏହି ଫିଲ୍ମ ମଧ୍ୟରେ ଆଗରେ ରହିଛି ଅମୀର ଖାଁ ଅଭିନୀତ ଲାଲ ସିଂ ଚଡ୍ଡା ଓ ସଲମାନ ଖାଁଙ୍କ ରାଧେ ।…

ରାଉରକେଲା ଏନଆଇଟି ଛାତ୍ର ପ୍ରସ୍ତୁତ କଲେ ଘାତକ କରୋନା ଭାଇରସର ମୋବାଇଲ୍ ଆପ୍ !

ରାଉରକେଲା: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଉରକେଲା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ର ଜଣେ ଛାତ୍ର ଏହି ଘାତକ ଜୀବାଣୁ ନିରାକରଣ ଲାଗି ଏକ ମୋବାଇଲ୍ ଆପ୍ ପ୍ରସ୍ତତ କରିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପିଏଚଡ଼ି…