Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତୀୟ ସଂସ୍କୃତିରେ ଦୋଳ ପୂର୍ଣ୍ଣିମା: କେଉଁଠି କିପରି ହୁଏ ହୋଲି ଖେଳ ଜାଣନ୍ତୁ

ନୂଆଦିଲ୍ଲୀ: ହୋଲି ହେଉଛି ରଙ୍ଗର ପର୍ବ । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ହୋଲି ପର୍ବ ଅଛି । ଏହି ଦିନ ସମସ୍ତେ ପରସ୍ପରକୁ ରଙ୍ଗ ଲଗାନ୍ତି ଓ ଶୁଭେଚ୍ଛା ଜଣାନ୍ତିି । ସାଧାରଣତଃ ରଙ୍ଗ ଲଗାଇ ଓ ଶୁଭେଚ୍ଛା ଜଣାଇ ହୋଲି ପର୍ବ ପାଳନ କରାଯାଏ । କିନ୍ତୁ ଭାରତର କିଛି ସ୍ଥାନରେ ହୋଲି ଖେଳିବାର…

ଓଡ଼ିଶାରେ ଦୋଳପୂର୍ଣ୍ଣିମା; ଘର ଘର ବୁଲି ଠାକୁର ଖାଆନ୍ତି ଭୋଗ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଫାଲଗୁନ ପୂର୍ଣ୍ଣିମା ତିଥିରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଥାଏ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ସାରା ଓଡ଼ିଶାରେ ଏହି ଦିବସଟିକୁ ଦୋଳ ଦଶମୀ ବା ଫଗୁ ଦଶମୀ ମଧ୍ୟ କହିଥାଆନ୍ତି । ବିଭିନ୍ନ ସ୍ଥାନରେ ବା ଗାଁ ଗହଳିରେ ଅନେକ ଦେବା…

ହୋଲି ଖେଳିବେନି ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ । କରୋନା ଭାଇରସ(କୋଭିଡ-୧୯) ସଂକ୍ରମଣକୁ ନେଇ ସତର୍କତା ଅବଲମ୍ବନ ସ୍ୱରୂପ ହୋଲି ପାଳିବେନି ରାଜ୍ୟପାଳ । ସେ କୌଣସି ହୋଲି ମିଳନ ପର୍ବରେ ଭାଗ ନେବେ ନାହିଁ । ସେ ଭାଇରସର ସଂକ୍ରମଣରୁ ବଂଚିବା ପାଇଁ…

ପ୍ରଧାନମନ୍ତ୍ରୀଙ୍କ #SheInspiresUs ରେ ଓଡିଆ ଲେଖିକା ସୁଲଗ୍ନା ମହାନ୍ତି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରେରଣାଦାୟୀ ମହିଳାମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା  କ୍ୟାମ୍ପେନ #SheInspiresUs ରେ ସ୍ଥାନ ପାଇଛନ୍ତି ଓଡିଆ ଲେଖିକା ସୁଲଗ୍ନା ମହାନ୍ତି । ଭାରତ ସରକାରଙ୍କ ପକ୍ଷରୁ ‘ସି ଇନସ୍ପାଇରସ ଅସ୍‌’ରେ ସୁଲଗ୍ନାଙ୍କ ସମ୍ପର୍କରେ ଟ୍ୱିଟ୍…

ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗୁରୁବାର ଦିନ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଯୁବ-ଛାତ୍ର ଜନତା ତରଫରୁ ଅନେକ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଛି । ଯୁବ-ଛାତ୍ର ଜନତା ପକ୍ଷରୁ ବିଜୁ…

ଭାରତୀୟ ମହିଳା ଦୁନିଆର ସବୁଠାରୁ ଅଧିକ ଉଚ୍ଚାଭିଳାଷୀ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଉଚ୍ଚ ଶିକ୍ଷିତା ମହିଳାମାନେ ଦୁନିଆର ସବୁଠାରୁ ଅଧିକ ଉଚ୍ଚାଭିଳାଷୀ । ୮୯% ଭାରତୀୟ ମହିଳାଙ୍କ ଭାବନା ଯେ, ଜୀବନରେ ସଫଳ ହେବା ଅତ୍ୟନ୍ତ ଜରୁରୀ । ଏନେଇ ଆମେରିକନ୍ ଏକ୍ସପ୍ରେସ ଓ ନ୍ୟୁୟର୍କ ୱିମେନ୍ସ ଫାଉଣ୍ଡେସନର ସଂଯୁକ୍ତ ସର୍ଭେରୁ ଜଣାପଡିଛି । ‘ଏମ୍ବିସିୟସ ଇନ୍ସାୟଟ୍ସ’…

ଅସହାୟା ନାବାଳିକାଙ୍କ ସାହାରା କନ୍ଧମାଳର ବିଷ୍ଣୁପ୍ରିୟା; ବାଲ୍ୟବିବାହ ରୋକି ସଫଳ ହେଲେ

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଗ୍ରେସିଙ୍ଗିଆ ଗାଁର ଝିଅ ବିଷ୍ଣୁପ୍ରିୟା ପ୍ରଧାନ । ବୟସ କମ୍ କିନ୍ତୁ ସମାଜ ପ୍ରତି ବେଶ୍ ଦାୟିତ୍ୱବାନ । ସ୍ଥାନୀୟ ଅଂଚଳରେ ବାଲ୍ୟବିବାହ ରୋକିବା ତଥା ଲୋକଙ୍କୁ ସଚେତନ କରିବା ନେଇ ସେ ଉଦ୍ୟମ କରିଆସୁଛନ୍ତି । ବାଲ୍ୟବିବାହ ରୋକିବା ଦିଗରେ କାମ…

ସଫଳତାର ସହ ଶେଷ ହେଲା ‘ବିଜୁ ପଟ୍ଟନାୟକ ମିନି ମାରାଥନ’; ଭାଗନେଲେ ୩୦୦୦ ପ୍ରତିଯୋଗୀ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଗୁରୁବାର ୭ଟା ସମୟରେ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ…

ସଫଳତାର ଶୀର୍ଷରେ ନବୀନ: ୫ମ ପାଳି ସହ ୨୦ ବର୍ଷର ଶାସନ ପୂର୍ତ୍ତି

ଭୁବନେଶ୍ୱର: କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଜଣେ ଜନପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୫ଥର ବିଜୁ ଜନତା ଦଳର ନେତୃତ୍ୱରେ ଶପଥ ଗ୍ରହଣ କରିବା ସହିତ ସଫଳତାର ସହିତ ୨୦ ବର୍ଷ ପୂରଣ କରିଛନ୍ତି ନବୀନ । ଓଡ଼ିଶା…

ବିଜୁ ପଟ୍ଟନାୟକଙ୍କ ସାହସିକତାକୁ ଟ୍ୱିଟ୍ କରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ମରଣ କରି ଇତିହାସର କିଛି ପୃଷ୍ଠା ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ତାଙ୍କ ବିରତ୍ୱ ଓ ପରାକାଷ୍ଠାର…