Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ବୋଲିଲେ ଗୀତଗୋବିନ୍ଦ, ଜାଣନ୍ତୁ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ କାବ୍ୟ ହେଉଛି ଗୀତଗୋବିନ୍ଦ । ଗୀତଗୋବିନ୍ଦ ଯେଉଁଠି ଗାୟନ ହୋଇଥାଏ ସେଠାକୁ ଯାଇ ମହାପ୍ରଭୁ ନିଜେ ଶୁଣିବାକୁ ଭଲ ପାଆନ୍ତି ବୋଲି କଥିତ ରହିଛି । ଶ୍ରୀଜଗନ୍ନାଥ ଓ ଗୀତଗୋବିନ୍ଦକୁ ନେଇ ଆଧ୍ୟାତ୍ମିକ ଅନୁଭୂତିରେ ଭରା ଅନେକ କିମ୍ବଦନ୍ତୀ ରହିଛି ।…

କରୋନା ଭାଇରସ ଭୟ; ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: କରୋନା ଭାଇରସ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଶନିବାର ଘୋଷଣା କରିଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ…

କରୋନା ଭୟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବାବୁଙ୍କୁ ବିଦେଶ ଗସ୍ତ ମନା

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଛି । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରୋନା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ…

ଟଳିଲା କରୋନା ଭୟ: ଭିମସାରର ୨ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ସମ୍ବଲପୁର: କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏନେଇ ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭିମସାରରେ ଭର୍ତ୍ତି ହୋଇଥିବା ଦ୍ୱିତୀୟ କରୋନା ସନ୍ଦିଗ୍ଧ ଯୁବକ ଜଣ ସୋନପୁର ଜିଲ୍ଲା…

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ସରକାରଙ୍କୁ କରୋନା ମୁକାବିଲା ନେଇ ଚିନ୍ତା ଘାରିଛି । କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ…

ମାର୍ଚ୍ଚ ୮ରେ ‘ମୋ ବସ’ରେ ମହିଳାଙ୍କୁ ମିଳିବ ମାଗଣା ସେବା

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୋ ବସ’ରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା ଯୋଗାଇଦେବାକୁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଘୋଷଣା କରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନେ ମୋ ବସରେ ମାଗଣାରେ…

ସ୍କୁଲ୍ ମାଡ଼ିନଥିବା କମ୍ପୋଷ୍ଟ ଗାର୍ଲ ଇନ୍ଦିରା; ଏବେ ଅନେକଙ୍କ ପ୍ରେରଣାର ଉତ୍ସ

ରାୟଗଡା କୋଲନରା ବ୍ଲକ ଅମ୍ବାଗୁଡା ଗାଁର ଇନ୍ଦିରା ହୋଇକା, ବୟସ ୩୦ । ଘରେ ପାଂଚ ଭଉଣୀ ଓ ଗୋଟିଏ ଭାଇଙ୍କ ମଧ୍ୟରେ ସବୁଠୁ ସାନ । ସ୍କୁଲ ମାଡିନାହାନ୍ତି ସେ । କିନ୍ତୁ ସ୍ଥାନୀୟ ଅଂଚଳରେ ଇନ୍ଦିରା ଜଣେ ସଫଳ ଚାଷୀ । ନିଜର ପ୍ରାୟ ପାଂଚ ଏକର ଜମିରେ ସେ ଚାଷ କରୁଛନ୍ତି । ଧାନ ସହ ଆଳୁ, କଲରା,…

ମୋଗଲ ଶାସନ କାଳରେ ହୋଲି: କ’ଣ କହେ ଇତିହାସ ? ଜାଣନ୍ତୁ

ନୂଆଦିଲ୍ଲୀ: ହୋଲିକୁ ସାଧାରଣତଃ ହିନ୍ଦୁଙ୍କ ପର୍ବ ରୂପେ ଦେଖାଯାଏ । କିନ୍ତୁ ରଙ୍ଗର ଏହି ପର୍ବ କେବଳ ହିନ୍ଦୁ ନୁହେଁ ବରଂ ଇସଲାମ ଧର୍ମ ସହିତ ଜଡିତ ଲୋକମାନେ ମଧ୍ୟ ପାଳନ କରନ୍ତି ଏବଂ ଅନେକ ବର୍ଷରୁ ଏହା ହୋଇ ଆସୁଅଛି । ଐତିହାସିକଙ୍କ ଅନୁସାରେ, ମୋଗଲ ଶାସନ କାଳରେ ମଧ୍ୟ ସେମିତି ହୋଲି…

୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ପାଳିବେନି

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବକୁ ଆଖି ଆଗରେ ରଖି ଭାରତୀୟ ସେନାର ୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ । ଏକତ୍ର ହୋଇ ହୋଲି ନ ପାଳିବା ପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଗତ ଥର ମଧ୍ୟ ପୁଲୱାମା ଆତଙ୍କବାଦୀ ଘଟଣାରେ ୪୦ ଯବାନ ଶହୀଦ ହୋଇଥିବାରୁ…

ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଶ୍ରୀଦୋଳଗୋବିନ୍ଦଙ୍କ ଦୋଳ ଉତ୍ସବ, ଜାଣନ୍ତୁ

ପୁରୀ: ଦୋଳପୂର୍ଣ୍ଣିମାରେ ସମଗ୍ର ଓଡ଼ିଶାରେ ଶ୍ରୀରାଧାକୃଷ୍ଣଙ୍କ ଆରାଧନା ସହିତ ବହୁ ଜାକଜମକରେ ପାଳିତ ହୋଇଥାଏ ଏହି ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୀତିନୀତିର ସହିତ ଦୋଳପର୍ବ ଅନୁଷ୍ଠିତ ହୋଇଥାଏ । ବହୁପୂର୍ବରୁ ଶ୍ରୀମନ୍ଦିରରେ ଦୋଳଗୋବିନ୍ଦଙ୍କ ଉପାସନା ହୋଇ…