Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପବିତ୍ର ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ କିଭଳି ରହିଛି ନୀତିନିର୍ଘଣ୍ଟ, ଜାଣନ୍ତୁ

ପୁରୀ: ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଦୋଳ ପୂର୍ଣ୍ଣିମା ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ । ଆସନ୍ତା ୯ ତାରିଖରେ ଆରମ୍ଭ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ…

ଆସନ୍ତୁ ଜାଣିବା ଶ୍ରୀମନ୍ଦିରର ନିଆରା ଦୋଳଉତ୍ସବ

ପୁରୀ: ଶ୍ରୀକ୍ଷେତ୍ର ଆଉ ଶ୍ରୀମନ୍ଦିର ଏବେ ଦୋଳଉତ୍ସବ ମୁଖରିତ । ଭକ୍ତଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ବୈଷ୍ଣବ ଧର୍ମୀମାନେ ଶ୍ରୀକୃଷ୍ଣ ଅବତାରୀ ଭାବେ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ କିପରି ଭାବେ ଦୋଳ ଉତ୍ସବ ପାଳନ କରାଯାଏ ।…

ବାଲୁକାକଳାରେ ‘ପ୍ରବାଦ ପୁରୁଷ ବିଜୁବାବୁ’ଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୪ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।…

ଉପାନ୍ତରୁ ଆକାଶ: ଏକ ଯାତ୍ରାର ନାଁ ଅନୁପ୍ରିୟା

ଆଦିବାସୀ ଅଧ୍ୟୁଷିତ ଏବଂ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଆଦିବାସୀ ପରିବାରର ଝିଅ ଅନୁପ୍ରିୟା ମଧୁମିତା ଲାକ୍ରା । ପିଲାଟି ଦିନରୁ ପାଇଲଟ ହୋଇ ଉଡାଯାହାଜ ଉଡାଇବାର ସ୍ୱପ୍ନ ଦେଖିଥିଲେ ସେ । ସ୍ୱପ୍ନ କଣ ସେବେଠାରୁ ହିଁ ଏହାକୁ ଜୀବନର ଲକ୍ଷ୍ୟ କରି ଆଗକୁ ବଢିବାର ଦୃଢ଼ସଂକଳ୍ପ ନେଇଥିଲେ…

ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ବାବୁଙ୍କ ଭୂମିକା

ଭୁବନେଶ୍ୱର: ବିଜୁ ବାବୁଙ୍କ ପୂରା ନାମ ହେଉଛି ବିଜୟାନନ୍ଦ ପଟ୍ଟନାୟକ । ଆଧୁନିକ ଓଡିଶାର ନିର୍ମାତା ରୂପେ ପ୍ରସିଦ୍ଧ ରାଜନେତା ଓ ଉଦ୍ୟୋଗପତି ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକରେ ହୋଇଥିଲା । ମାର୍ଚ୍ଚ ୫ ତାରିଖକୁ ପ୍ରତିବର୍ଷ ପଂଚାୟତିରାଜ ଦିବସ ରୂପେ…

ପ୍ରଚଣ୍ଡ ସାହସୀ ବିଜୁ ପଟ୍ଟନାୟକ; ବାଟ ଛାଡ଼ିଦେଲା ମହାବଳ ବାଘ !

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ଅନୁଶୀଳନ କଲେ ସହଜେ ହୃଦୟଙ୍ଗମ କରିହେବ ଯେ, ସେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ । ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ ବରଂ ସମଗ୍ର ଭାରତ ଏବଂ ବିଶ୍ୱରେ ଅତୁଳନୀୟ ଏଥିରେ ତିଳେ ହେଲେ…

ବିଜୁ ବାବୁଙ୍କ ଛାତ୍ର ଜୀବନର ଅଭୂଲା କାହାଣୀ; ବ୍ରିଟିଶ୍ ଫୌଜକୁ ଫିଙ୍ଗିଲେ ଟେକା !

ଭୁବନେଶ୍ୱର: ପିଲାଟି ବେଳୁ ହିଁ ଭାରତର ସ୍ୱାଧୀନତା ହାସଲ ଲାଗି ବିଜୁ ବାବୁ ସ୍ୱପ୍ନ ଦେଖିଚାଲିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନ ପ୍ରକୃତରେ ଅତୁଳନୀୟ । ବିଜୁ ପଟ୍ଟନାୟକଙ୍କ ସାହସୀକତା ଯୋଗୁଁ ଆଜି କାଶ୍ଚୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିପାରିଛି । ନିଜ…

ସ୍ମୃତିରେ ବିଜୁ ପଟ୍ଟନାୟକ; ଜାଣନ୍ତୁ ତାଙ୍କ ଜୀବନର ଘଟଣାବଳୀ ବିଷୟରେ

ଭୁବନେଶ୍ୱର: ବିଜୟାନନ୍ଦ ପଟ୍ଟନାୟକଙ୍କୁ ବିଜୁ ପଟ୍ଟନାୟକ ନାମରେ ଜଣାଯାଏ । ଆଧୁନିକ ଓଡିଶାର ନିର୍ମାତା ରୂପେ ପ୍ରସିଦ୍ଧ ରାଜନେତା ଓ ଉଦ୍ୟୋଗପତି ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକରେ ହୋଇଥିଲା । ମାର୍ଚ୍ଚ ୫ ତାରିଖକୁ ପ୍ରତିବର୍ଷ ପଂଚାୟତିରାଜ ଦିବସ ରୂପେ…

ମନେ ପଡନ୍ତି ବିଜୁବାବୁ; ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ଟି ଅଜଣା କଥା

ଭୁବନେଶ୍ୱର: କୁହାଯାଏ, ସାହାସର ଅନ୍ୟନାମ ହେଉଛନ୍ତି ବିଜୁ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କିଏବା ନ ଜାଣେ । ସେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏକି ଏକାଧାରାରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା…

ଶ୍ରୀମନ୍ଦିରରେ ଏପ୍ରିଲ ୧ରୁ ହେବ ପ୍ଲାଷ୍ଟିିକ ବ୍ୟାନ; ପାନଛେପ ପକାଇଲେ ୫୦୦ଟଙ୍କା ଜୋରିମାନା !

ପୁରୀ: ଆସନ୍ତା ଏପ୍ରିଲ୍ ପହିଲାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ପ୍ରଦାନ କରାଯାଇଛି । ଛତିଶା ନିଯୋଗର ଅନୁଷ୍ଠିତ ଏକ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ…