Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି

ପୁରୀ:ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି । ଟଙ୍କା ରଖିବା ପାଇଁ ବ୍ୟାଙ୍କମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବ । ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବେ ସେଠି ଟଙ୍କା ଜମା କରାଯିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଥିବା ନେଇ ସୂଚନା ଦେଇଛନ୍ତି…

ଆଜିଠାରୁ ଆରମ୍ଭ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ

ଯାଜପୁର: ଆଜି ପବିତ୍ର ଭୌମ ଏକାଦଶୀରୁ ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ପିଠିରେ ଆରମ୍ଭ ହୋଇଛି ବ୍ୟାସ ସରୋବର ମହୋତ୍ସବ । କାହିଁ କେତେ ପୂରାଣ କାଳରୁ ଯାଜପୁର ର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଆସିଛି ବ୍ୟାସ ସରୋବର ମେଳା । ମନ୍ଦିରରେ ଚାଲିଛି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ…

ପକ୍ଷୀ ପରି ଆକାଶରେ ଉଡିବାକୁ ଚାହୁଁଥିଲେ ଯାଆନ୍ତୁ ଏହି ସ୍ଥାନକୁ…

ଭୁବନେଶ୍ୱର: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ । ତେବେ ଆପଣଙ୍କ ଆକାଶରେ ଉଡ଼ିବାର ଇଚ୍ଛାକୁ ପୁରଣ କରିବାକୁ ଚାହୁଁଥଲେ କରନ୍ତୁ ପାରାଗ୍ଲାଇଡ଼ିଙ୍ଗ । ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ।…

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା…

ଭୁବନେଶ୍ୱର :ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଶନ କୁମାର । ମଙ୍ଗଳବାର…

ବିଶ୍ୱ କର୍କଟ ଦିବସ: ଜାଣନ୍ତୁ ଶିଶୁଙ୍କ ଠାରେ କ୍ୟାନସରର ଲକ୍ଷଣ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବିଶ୍ୱରେ କ୍ୟାନସର ମାମଲାରେ ଭାରତର ସ୍ଥାନ ତୃତୀୟ । ଚୀନ ଓ ଆମେରିକା ପରେ ଭାରତରେ ସର୍ବାଧିକ କ୍ୟାନସର ମାମଲା ଦେଖିବାକୁ ମିଳେ । ସାରା ବିଶ୍ୱରେ ପାଖାପାଖି ୯୬ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଉଛି କ୍ୟାନସର । ଏଥିରୁ ୭୦% ମୃତ୍ୟୁ ନିମ୍ନ ଓ ମଧ୍ୟମ ଆୟ ଥିବା ଦେଶରେ…

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କ’ଣ ହୋଇଥାଏ ପରିବର୍ତ୍ତନ ? ଜାଣନ୍ତୁ

ଚୀନରେ ଘାତକ ସାଜିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ୪୨୫ ଲୋକଙ୍କ ଜୀବନ ନେଇସାରିଲାଣି । ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସର ସଂକ୍ରମଣ ବିଶ୍ୱର ଅନେକ ଦେଶରେ ବ୍ୟାପି ସାରିଲାଣି । ସାରା ବିଶ୍ୱର ବୈଜ୍ଞାନିକ ଏହାର ଚିକିତ୍ସା ଖୋଜିବାର ପ୍ରୟାସ କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସଫଳତା…

ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ଜଗନ୍ନାଥ ଐତିହ କରିଡର ନକ୍ସା

ଭୁବନେଶ୍ୱର: ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା ସରକାର ଜଗନ୍ନାଥ ଐତିହ କରିଡର ନକ୍ସାକୁ ଚୂଡାନ୍ତ ରୂପ ଦେବେ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର…

ଜାଣନ୍ତୁ ଓଡ଼ିଶାର ବମକାଇ ବସ୍ତ୍ର ସମ୍ପର୍କରେ…

ଭୁବନେଶ୍ୱର: କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା । ଏହାର ହସ୍ତତନ୍ତ ଓ ହସ୍ତଶିଳ୍ପ କଳାପାଇଁ ବହୁ ଯୁଗରୁ ପରିଚିତ । ଆଜି ମଧ୍ୟ ଓଡ଼ିଶା ଭାରତର ଏକ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଅଛି । ଉଚ୍ଚ କୋଟିର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରିବା ଓଡ଼ିଶାର…

ଆଦିବାସୀମେଳାରେ ଆକର୍ଷଣ ସାଜିଛି ଜନଜାତି ଚିତ୍ରକଳା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ୯ମ ସଂଧ୍ୟାରେ ୫୫ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଥିବାବେଳେ ପୂର୍ବଦିନ ଭଳି ଜାତୀୟ ଜନଜାତି ଖାଦ୍ୟମେଳା ଓ ଆଦିବାସୀ ହାଟରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ତେବେ ଜନଜାତି କଳାକାରଙ୍କ ଚିତ୍ରକଳା ପ୍ରଦର୍ଶନ ସବୁଠାରୁ…

ଜଗନ୍ନାଥଙ୍କ ମହିମାର ମୂକସାକ୍ଷୀ ବିଟୋଙ୍କ ଘଣ୍ଟି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ସମସ୍ତେ ଜାଣନ୍ତି । ତେବେ ବର୍ତମାନ ଆଧୁନିକତା ଛାପରେ ଯୁବ ପିଢ଼ୀ ସହଜରେ ସବୁ ଜିନିଷକୁ ବିଶ୍ୱାସ କରୁ ନାହାନ୍ତି । ସେମାନଙ୍କୁ ପ୍ରମାଣ ଦରକାର । ଆସନ୍ତୁ ଜାଣିବା କିପରି ଜଣେ ପର୍ତୁଗାଲର ନାବିକ ଶ୍ରୀଜଗନ୍ନାଥଙ୍କ କରୁଣା ଅନୁଭବ କରବା ପରେ ତାଙ୍କରି…