Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସିଂହ ଯେଉଁଠି ପୋଷା ମାନେ…

ଭୁବନେଶ୍ୱର: ଅନେକ ଲୋକ ଘରେ ଜୀବ ପାଳିବା ଆପଣ ଦେଖିଥିବେ । କୁକୁର, ବିଲେଇ, ଠେକୁଆ ଆଦିଙ୍କୁ ଲୋକେ ନିଜ ଘରେ ରଖିଥାନ୍ତି । କିନ୍ତୁ କଣ ଆପଣ କେବେ ଦେଖିଛନ୍ତି କୌଣସି ବ୍ୟକ୍ତି ସିଂହକୁ ନିଜର ପୋଷା କରି ଘରେ ରଖିବା ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଯିଏ,…

ପ୍ରସିଦ୍ଧ ଗାୟକ ନକୁଳ ନାଥଶର୍ମା; ଯିଏ ସ୍ୱତନ୍ତ୍ର ଶୈଳୀରେ ପରିବେଷଣ କରନ୍ତି ପାଲା…

ଭୁବନେଶ୍ୱର: ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ପାଲା ଜଗତରେ ପରିଚିତ ଗାୟକ ପଦ୍ମ, ନକୁଳ ନାଥଶର୍ମା । ଅତି ସୁମଧୁର କଣ୍ଠ ସହ ଲାଲିତ୍ୟପୂର୍ଣ୍ଣ ଗାୟନ ତାଙ୍କୁ ସାରା ରାଜ୍ୟରେ ପ୍ରତିଷ୍ଠା ଦେଇଛି । ୧୯୫୧ ମସିହା ଜାନୁଆରୀ ୨୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଗୁହାଳି ଗ୍ରାମରେ ଜନ୍ମ…

ପ୍ରସିଦ୍ଧ ମଞ୍ଚ କଳାକାର ପରମାନନ୍ଦ ସାହୁଙ୍କ ୭୨ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ ମଞ୍ଚକଳାକାର ପରମାନନ୍ଦ ସାହୁଙ୍କର ତାଙ୍କ ବାଲେଶ୍ୱର ବାସଭବନରେ ଶନିବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିିଲା । ସ୍ୱର୍ଗତଃ ସାହୁ ପ୍ରାୟ ଶହେରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ସେ ଅନେକ ଓଡ଼ିଆ ଓ ବଙ୍ଗଳା ଭାଷାର…

ଖ୍ୟାତନାମା ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ

କଟକ: ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଦୂରଦର୍ଶନ ତଥା ଓଡ଼ିଶା ସଙ୍ଗୀତ ଜଗତରେ ରାଧାକାନ୍ତ ବେଶ୍ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ…

ଡିସେମ୍ବର ୧ରୁ ‘କୋଣାର୍କ ମହୋତ୍ସବ’ ଆରମ୍ଭ; ଦେଖିବାକୁ ମିଳିବ ବାଲିନିଜ୍ ନୃତ୍ୟ

ଭୁବନେଶ୍ୱର: ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ । ‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ…

ଶ୍ରୀଜିଉ ମଧ୍ୟ ପରିଧାନ କରନ୍ତି ଶୀତବସ୍ତ୍ର

ଭୁବନେଶ୍ୱର: ମାନବୀୟ ଲୀଳାରେ ମହାପ୍ରଭୁ ସାଧାରଣ ମଣିଷଟିଏ ପରି ନିଜର ଜୀବନ ଯାପନ କରନ୍ତି। ସାଧାରଣ ବ୍ୟକ୍ତିଟିଏର ଯେପରି ଓ ଯାହାସବୁ ମୌଳିକ ସୁଖସୁବିଧା ଆବଶ୍ୟକ, ମହାପ୍ରଭୁଙ୍କୁ ମଧ୍ୟ ସେହିସବୁ ପ୍ରଦାନ କରାଯାଇଥାଏ । ତେବେ ଓଡ଼ିଶାର ପାଣିପାଗ ଅନୁସାରେ ମାର୍ଗଶିର ମାସରୁ ଶୀତର ପ୍ରଭାବ…

ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଜମୁଛି ଭିଡ, ଚାହିଦାରେ ଲାଖ ଚୁଡି ଓ ଚିତ୍ରକଳା

ଭୁବନେଶ୍ୱର: 'ଜାତୀୟ ଜନଜାତି କଳାବସ୍ତୁ ମେଳା' ୨୦୧୯ ତଥା ଏହାର ୮ମ ସଂସ୍କରଣ ରାଜଧାନୀ ଭୁବନେଶ୍ୱରର ଜନଜାତି ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହେଉଛି । ୭ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଏସଟି ଏସସି ରାଜ୍ୟ ବିକାଶ…

ହଦଗଡ଼ ଡ୍ୟାମ୍‌ର ସୌନ୍ଦର୍ଯ୍ୟ: ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ଓଡ଼ିଶା ଭିତରେ ମଧ୍ୟ ଏପରି ସ୍ଥାନ ସବୁ ରହିଛି ଯେଉଁଠିକୁ ଆପଣ ଗଲେ ଆସିବାକୁ ଇଚ୍ଛା କରିବେ ନାହିଁ। ବଣ ପାହାଡ ଘେରା କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ୍ୟାମର ପ୍ରାକୃତିକ ଶୋଭା ଏତେ ମନଲୋଭା ଯେ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିପାରିବ ନାହିଁ । ହଦଗଡ଼ ଅଭୟାରଣ୍ୟ ଭିତରେ ଅବସ୍ଥିତ ଏହି…

 ହିନ୍ଦୁଶାସ୍ତ୍ରରେ ବ୍ରହ୍ମଚାରୀ ପକ୍ଷୀର ଆଖ୍ୟା ପାଇଥିବା ମୟୁର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଭାରତର ଜାତୀୟ ପକ୍ଷୀ ମୟୁର ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୟୁର ସମ୍ପର୍କରେ କିଛି ଅଜଣା କଥା... ହିନ୍ଦୁ ଶାସ୍ତ୍ରରେ ମୟୁରକୁ ଏକ ବ୍ରହ୍ମଚାରୀ ପକ୍ଷୀ ବୋଲି କୁହାଯାଇଛି । ଏହାର…

ରେଲୱେ ବିଭାଗର ଗ୍ରୁପ-ସି କର୍ମଚାରୀଙ୍କୁ ମିଳେ କେତେ ଦରମା, ଜାଣନ୍ତୁ

ଭୁବନେଶ୍ୱର: ଦେଶର ସବୁଠୁ ଅଧିକ କର୍ମଚାରୀ କାମ କରୁଥିବା ସଂସ୍ଥା ହେଉଛି ଭାରତୀୟ ରେଳ ବିଭାଗ । ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ମଧ୍ୟ ବେଶ୍ ଅଧିକ ହୋଇଥାଏ । ଏଥିପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ସଂଖ୍ୟାରେ ପିଲା ରେଲୱେ ପରୀକ୍ଷା ମଧ୍ୟ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ…