Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଟକର ଐତିହାସିକ ବାଲିଯାତ୍ରାରେ ଏହା ଆପଣଙ୍କୁ ଆକର୍ଷିତ କରିପାରେ, କ’ଣ ତାହା ଜାଣନ୍ତୁ…

କଟକ: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ପ୍ରାଚୀନ କଳିଙ୍ଗ ରାଜ୍ୟର ଐତିହ୍ୟକୁ ସ୍ମୃତିଚାରଣ କରିଥାଏ ଐତିହାସିକ ବାଲିଯାତ୍ରା । ଉତ୍କଳଦେଶର ଓଡ଼ିଆ ସାଧବପୁଅମାନେ ପ୍ରାଚୀନ କାଳରେ ଏବେକାର ଇଣ୍ଡୋନେସିଆ ବା ବାଲିଦ୍ୱୀପକୁ ବୋଇତ ନେଇ ଯାଉଥିଲେ ବାଜିଜ୍ୟ କାରବାର କରିବାକୁ । ପବିତ୍ର…

ଏହି ୬ଟି କଥା ମାନି ଚାଲିଲେ ସମ୍ପର୍କ ହେବ ଦୀର୍ଘଜୀବୀ !

ଭୁବନେଶ୍ୱର: ପ୍ରକୃତ ପ୍ରେମର ଅର୍ଥ ଏକାଠି ବୁଲିବା ,ଉପହାର ଦେବା କିମ୍ବା ସପିଙ୍ଗ୍ କରିବାରେ ସୀମିତ ନଥାଏ । ପ୍ରକୃତ ପ୍ରେମର ଶାଶ୍ୱତତା ପରସ୍ପରକୁ ବୁଝିବା, ଖୁସିରେ ସମୟ କାଟିବ, ପରସ୍ପର ପ୍ରତି ସମ୍ମାନ ଓ ବିଶ୍ୱାସରେ ଲୁଚି ରହିଥାଏ। ତେବେ ଆପଣ ଯଦି ଏକ ମଧୁର ଓ ଆଜୀବନ ସମ୍ପର୍କରେ ନିଜକୁ…

ଏହିସବୁ ସ୍ଥାନରେ ଆକାଶରୁ ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ !

ଭୁବନେଶ୍ୱର: ଦିନ ପରେ ରାତି ଓ ରାତି ପରେ ଦିନ ଏହା ସଂସାରର ନିୟମ । ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଆକାଶରେ ଶୋଭା ପାଆନ୍ତି। ସୂର୍ଯ୍ୟ ବୁଡିଲେ ଆକାଶରେ ଚନ୍ଦ୍ର ଦୃଶ୍ୟମାନ ହୁଅନ୍ତି । କିନ୍ତୁ ଏଭଲି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠି ଆକାଶରେ ସୂର୍ଯ୍ୟସ୍ଥ ଘଟେ ନାହିଁ । ଆଜି ଆମେ…

‘ଲୋୟ କ୍ରାଥୋଙ୍ଗ’ ନାମରେ ପାଳିତ ହୁଏ ଥାଇଲାଣ୍ଡରେ ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ୱର: ଅନେକଙ୍କୁ ଜଣା ନଥିବ ଓଡିଶା ଭଳି ଥାଇଲାଣ୍ଡରେ ମଧ୍ୟ ପାଳନ ହୁଏ ବୋଇତ ବନ୍ଦାଣ ଉତ୍ସବ । କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୁଏ । ପୂର୍ବରୁ ଓଡ଼ିଆ ପୁଅ ମାନେ ବାଣିଜ୍ୟ ପାଇଁ ବାଲି, ଜାଭା, ସୁମାତ୍ରା ଆଦି ଦୀପକୁ ବୋଇତ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ।ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଜଳାଶୟଗୁଡିକରେ ବୁଡ ପକାଇବା ସହ କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଆଦି…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସ ଭୂମିକାକୁ ନେଇ ଘନେଇଲା ବିବାଦ !

ବରଗଡ଼: ଚଳିତ ବର୍ଷ ପ୍ରସିଦ୍ଧ ଧନୁଯାତ୍ରାରେ ନୂଆ କଂସ ଅଭିନୟ କରିବାକୁ ନେଇ କଳାକାର ସମନ୍ୱୟ କମିଟିରେ ବିବାଦ ସୃଷ୍ଟି ହୋଇଛି । ସାଧାରଣତଃ ଯେଉଁ କଂସ ମନୋନୟନ ହୋଇଥାଆନ୍ତି ସେ ତିନିବର୍ଷ ଲାଗି ଚୟନ ହୋଇ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି । ବର୍ତ୍ତମାନ ୨୦୧୭ରୁ ବିଗତ ୨ ବର୍ଷ…

ରାମାୟଣରେ ବର୍ଣ୍ଣିତ ଏହିସବୁ ସ୍ଥାନ ବର୍ତ୍ତମାନ କେଉଁଠି, ଜାଣନ୍ତୁ

ଅଯୋଧ୍ୟା: ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଉତ୍ତରପ୍ରଦେଶ ଅଯୋଧ୍ୟା ମାଟିରେ ଜନ୍ମଗ୍ରହଣ କରିଥିଲେ । ଦୁଇଦିନ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି କଥାକୁ ସ୍ୱୀକାର କରି ଦୀର୍ଘ ବର୍ଷରୁ ଲାଗିରହିଥିବା ଅଯୋଧ୍ୟା ଜମି ବିବାଦର ଅନ୍ତ ଘଟାଇ ଏଠାରେ ରାମ ମନ୍ଦିରର ନିର୍ମାଣ ଲାଗି…

କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁମାନଙ୍କ ପାଇଁ ଏହି ପୂର୍ଣ୍ଣିମାର ମହତ୍ୱ ସର୍ବାଧିକ । ଏହି ଦିନ ଚନ୍ଦ୍ର କିରଣରେ ପ୍ରଚୁର ପରିମାଣର ସକାରାତ୍ମକ ଶକ୍ତି ରହିଥାଏ । ଏହି ପୂର୍ଣ୍ଣମୀରେ ଉପବାସ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସ୍ବୟ ଯଜ୍ଞର…

ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ-ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଏହି…

ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସର ଆଜି ଶେଷ ସୋମବାର ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ । ଆଉ ମାତ୍ର ଗୋଟିଏ ଦିନପରେ ପଞ୍ଚୁକ ଶେଷ ହେଉଥିବାରୁ ମହାପଭୁଙ୍କ ଦର୍ଶନ ପାଇଁ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଆଜି ବଡି ଭୋରୁ ବିଭିନ୍ନ ଶୈବପୀଠଗୁଡିକର…