Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘ହାପି ବର୍ଥ ଡେ ଗୁଗୁଲ’: ଇଣ୍ଟରନେଟରେ ପାଳିତ ହେଲା ଜନ୍ମଦିନ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ନିଜର ୨୧ତମ ଜନ୍ମ ବାର୍ଷିକ ପାଳନ କରୁଛି । ଏହି ଅବସରକୁ ଖାସ କରିବା ପାଇଁ ଗୁଗୁଲ ନିଜ ପାଇଁ ଏକ ଡୁଡଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଏକ ଖାସ ଡୁଡୁଲ୍ ପ୍ରସ୍ତୁତ କରାଯାଇଛି । ଏହା ଲୋକମାନଙ୍କର ମନୋରଂଜନ…

ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ସେପ୍ଟେମ୍ବର ୨୯ ତାରିଖରୁ ‘ନବରାତ୍ରୀ’ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି…

ଆରମ୍ଭ ହେଲା ମା ଭୈରବୀଙ୍କ ‘ଗୁପ୍ତ ପୂଜା’, ଷୋହଳ ଦିନ ପରେ ଭକ୍ତଙ୍କୁ ଦେବେ ଦର୍ଶନ

ବୌଦ୍ଧ: ରାଜ୍ୟର ଅନ୍ୟତମ ଐତିହାସିକ ପୀଠ ବୌଦ୍ଧ ଜିଲାର ପୁରୁଣାକଟକ ଠାରେ ପ୍ରତ୍ୟକ୍ଷ ଦେବୀ ମା’ ଭୈରବୀଙ୍କ ଷୋହଳ ଗୁପ୍ତ ପୂଜା ଆରମ୍ଭ ହୋଇଅଛି । ଏହି ସମୟରେ ମା’ ଙ୍କୁ ଗୁପ୍ତଭାବେ ମଧ୍ୟ ରାତ୍ରୀରେ ପୂଜା ହୋଇଥାଏ ଏବଂ ୧୬ ଦିନ ପରେ ନବମୀ ତିଥିରେ ଯାଇ ଭକ୍ତମାନେ ଦର୍ଶନ କରିଥାଆନ୍ତି ।…

ଧଉଳି ଶାନ୍ତିସ୍ତୁପରେ ଶିଳ୍ପୀଙ୍କ ସମାଗମ

ଭୁବନେଶ୍ୱର: କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି । ସେହିପରି ଦିଲ୍ଲୀର ଜଣେ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ । କୋଲକତା ସରକାରୀ…

ନବରାତ୍ରୀରେ କଳସ ସ୍ଥାପନା କରିବା ଆଗରୁ ଜାଣି ରଖନ୍ତୁ ଏହିସବୁ ବିଧି

ଭୁବନେଶ୍ୱର: ଆଉ କିଛିଦିନ ପରେ ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ରୀତିନୀତି, ବାଦ୍ୟ , ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠିବ ଚାରିଦିଗ । ୯ ଦିନ ଯାଏଁ ଷୋଡ଼ଶ ପୂଜା ଉପଚାରରେ ଚାଲିବ ମାଆ ଦୁର୍ଗାଙ୍କର ଆବାହନ । ୯ଦିନ ଯାଏଁ ଚାଲିବାକୁ ଥିବା ଏହି ପୂଜାକୁ ନବରାତ୍ର ମଧ୍ୟ…

ଭାରତୀୟ ଐତିହ, କଳା ଓ ସଂସ୍କୃତିର ଏକ ଝଲକ ‘ଅଯନ୍ତା ଏଲୋରା ଗୁମ୍ଫା’

ଭୁବନେଶ୍ୱର: ସଂସ୍କୃତି ଓ ଇତିହାସରେ ଭରିରହିଛି ଭାରତର କଳାକାରିଗରି । ଏହାର ପ୍ରତ୍ୟେକଟି ଐତିହ୍ୟ ପଛରେ ଲୁଚି ରହିଛି ସେଠାକାର ଗାରିମାର ଗାଥା । ସେହିପରି ଏକ ସ୍ଥାନ ହେଉଛି 'ଅଯନ୍ତା ଏଲୋରା ଗୁମ୍ଫା' । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ରହିଛି ଏହି ଅଯନ୍ତା ଏଲୋରା ଗୁମ୍ଫା । ଭାରତର…

ପାଲା ଜଗତର ଖ୍ୟାତନାମା ଗାୟକ: ଘନଶ୍ୟାମ ନାୟକ

ଭୁବନେଶ୍ୱର: ପାଲା ଜଗତରେ ଜଣେ ପ୍ରସିଦ୍ଧ ନର୍ତକ ଗାୟକ ଭାବେ ପରିଚିତ ଘନଶ୍ୟାମ ନାୟକ । ପାଲାରେ ଦକ୍ଷିଣୀ, ପଡି, ଆଠତାଳି, ନଦିଆ କୀର୍ତନ, ମନ୍ଦିରା ବାଦନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାରେ ବେଶ ସିଦ୍ଧହସ୍ତ ଥିଲେ ଗାୟକ ଭୂଷଣ ଘନଶ୍ୟାମ ନାୟକ । ଏହି ପ୍ରଖ୍ୟାତ ପାଲା ଗାୟକ ୧୯୧୧…

ବରିଷ୍ଠ ପାଲା ଗାୟକ ନରୋତ୍ତମ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ପାଲାକାର ଗାୟକ ରତ୍ନ ନରୋତମ ମହପାତ୍ରଙ୍କର ଶୁକ୍ରବାର ଅପରାହ୍ଣରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ଶ୍ରୀ ମହାପାତ୍ରଙ୍କ ଖୋର୍ଦ୍ଧା ନିକଟବର୍ତୀ କଂଟାବାଡ଼ ଗ୍ରାମସ୍ଥିତ ପୈତୃକ…

ସତୀଙ୍କ କେଉଁ ଅଙ୍ଗରୁ କେଉଁ ଶକ୍ତିପୀଠ ସୃଷ୍ଟି ହୋଇଛି, ଜାଣନ୍ତୁ

ଭୁବନେଶ୍ୱର: ଆସିଗଲାଣି ପାର୍ବଣର ଋତୁ । ଆଉ କିଛିଦିନ ପରେ ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଉପଚାରରେ ହେବ ମାଆ ଦୁର୍ଗାଙ୍କର ଆରଧାନା । ସେହିଭଳି ଏହି ପୀଠଗୁଡିକରେ ନବରାତ୍ରି ପୂଜା ମଧ୍ୟ ବେଶ ନିଷ୍ଠା ଓ ଭକ୍ତିରେ ପାଳନ କରାଯିବ । ମାଆଙ୍କ ଆଗମନକୁ ଅପେକ୍ଷା କରିଛି ସାରା ସଂସାର । ଏଥିପାଇଁ…

ରାଜ୍ୟସ୍ତରୀୟ ପାଲା ମହୋତ୍ସବ: ପାଲାର ଅଭିବୃଦ୍ଧି ଓ ସଂରକ୍ଷଣ ନେଇ ଆଲୋଚନା

ଢେଙ୍କାନାଳ: ‘ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଢେଙ୍କାନାଳ ବାଲିମୀସ୍ଥିତ ଫାର୍ କାର୍ଯ୍ୟାଳୟ ପରିସରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନବ୍ୟାପୀ ଶନିବାର ଓ ରବିବାରରେ ଅନୁଷ୍ଠିତ ଏହି ପାଲା-ମହୋତ୍ସବରେ ରାଜ୍ୟର ବରିଷ୍ଠ ପାଲା…