Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…

ପ୍ରଚଣ୍ଡ ପ୍ରତିଭାବନ୍ତ ଗାୟନାଚାର୍ଯ୍ୟ: ଗାୟକ ରତ୍ନ ଲୋକନାଥ କର

ଭୁବନେଶ୍ୱର: ବାଣପୁର ନିକଟସ୍ଥ ହରିପୁର ଶାସନରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲୋକନାଥ । ବାପା ନାରାୟଣ ଶତପଥୀ ଓ ମାଆ ତିଳୋତ୍ତମା ଦେବୀଙ୍କର ଲୋକନାଥ ଥିଲେ ତୃତୀୟ ତଥା କନିଷ୍ଠ ପୁତ୍ର । ପିତୃବ୍ୟ ଶ୍ରୀ ଭଗବାନ କରଙ୍କର ପୋଷ୍ୟପୁତ୍ର ହୋଇଯାଇଥିଲେ ଲୋକନାଥ । ଏହାପରେ…

ଘରର ଅଶାନ୍ତି ଦୂର କରେ ଚାନ୍ଦୀ ହାତୀ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ପାଦ ଦେଇ ମଧ୍ୟ ଆଜିବି ବିଭିନ୍ନ ବର୍ଗର ଲୋକେ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହ ନିର୍ମାଣ କରୁଛନ୍ତି । ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ଖୁବ୍ ଅଧିକ। । ବାସ୍ତୁବିତ୍ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟଙ୍କ କହିବାନୁସାରେ ବାସ୍ତୁଶାସ୍ତ୍ରରେ ହାତୀର…

ଜାଣନ୍ତୁ କମ୍‌ ଖର୍ଚ୍ଚରେ କିପରି ସଜାଇବେ ଘର

ପୁରୁଷ ହେଉ ଅବା ମହିଳା ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା । କିନ୍ତୁ ଘର ସଜାଇବା ଜିନିଷର ଦାମ୍‌ ଦେଖିଲେ ମନ ଫିକା ପଡିଯାଏ । ତେବେ କମ୍‌ ଖର୍ଚ୍ଚରେ କିପରି ଘରକୁ ସୁନ୍ଦର ଭାବେ ସଜାଇପାରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ ... -ଅଳ୍ପ ସମୟ ମଧ୍ୟରେ ଫ୍ଲୋରିଂର ରୂପରେଖ…

ଭକ୍ତ ଦାସିଆ ବାଉରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା ଯନ୍ତ୍ରଣାସିକ୍ତ ମନ ହୃଦୟରେ ଦେଖାଦେଇଥିବା ବିପଦକୁ ଟାଳି ଦେବାକୁ ସ୍ୱୟଂ ଭଗବାନ ସହଯୋଗ କରିଛନ୍ତି । ଭକ୍ତ ହୃଦୟରେ ଥିବା…

ଏକ ବିସ୍ମୟକର ଘଟଣା

ମୋର ଲେଖକ ଜୀବନର ଏକ ବିସ୍ମୟକର ଘଟଣା ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୭୭ର ଘଟଣା । ସେତେବେଳେ ମୁଁ ମୋ ଉପନ୍ୟାସ ଶକୁନ୍ତଳା ଲେଖାରେ ନିମଜ୍ଜିତ । ଚାକିରିରୁ ଲମ୍ବା ଛୁଟିନେଇ ଘରେ ରହି ମୁଁ ଦିନକୁ ପ୍ରାୟ ବାର ତେରଘଣ୍ଟା ପଢ଼ିବା ଓ ଲେଖିବାରେ ନିୟୋଜିତ କରିଥାଏ । ସେତେବେଳେ ସକାଳ ଓଳିଟା ଯାଏ…

ଆଜି ଶ୍ରୀମନ୍ଦିରରେ ଚକବିଜେ ନୀତି, ଶିଘ୍ର ଆରୋଗ୍ୟ ଲାଭ କରିବେ ଶ୍ରୀଜଗନ୍ନାଥ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହାପ୍ରଭୁ ଡ଼ାକିଆଣନ୍ତି ଅସୁସ୍ଥତାକୁ ଏବଂ ପୀଡ଼ିତ ହୁଅନ୍ତି ଭୀଷଣ ଜ୍ୱରରେ । ଏହି ଅଣବସର ସମୟରେ ଥାହି ଶ୍ରୀଜୀଉମାନଙ୍କର ହୋଇଥାଏ ଜ୍ୱର ଉପଚାର । ପୂର୍ବରୁ ପଞ୍ଚମୀ ତିଥିରେ ‘ଫୁଲୁରୀ ତେଲ’ ଦ୍ୱାରା ଠାକୁରମାନଙ୍କୁ ବୈଦ୍ୟ ସେବକ…

ତୃଷାର୍ତ୍ତରେ ମାଣିକଠୁ ଦହି ପିଇଲେ ଜଗା-ବଳିଆ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଅବର୍ଣ୍ଣନୀୟ ତଥା ଅନୀର୍ବଚନ । ଭକ୍ତଜନଙ୍କ ହୃଦୟରେ ସଦା ସର୍ବଦା ବିରାଜ କରୁଥିବା ସେହି ଲୀଳାମୟଙ୍କ ଅପାର କରୁଣାରୁ ଅଗଣିତ ଶ୍ରଦ୍ଦାଳୁ ତାଙ୍କର ଦିବ୍ୟ ଅନୁଭୂତି ପାଇପାରିଛନ୍ତି । ଶ୍ରୀକ୍ଷେତ୍ରରେ ବିରାଜିତ ସେହି ପ୍ରେମମୟ ଦାରୁବ୍ରହ୍ମଙ୍କୁ…

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…