Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ସର୍ବାଧିକ ମୋବାଇଲ ଡାଟା ବ୍ୟବହାର କରୁଛନ୍ତି

ଭୁବନେଶ୍ୱର: ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନର ବହୁତସାରା ମୋବାଇଲ ଡାଟା ବ୍ୟବହାର କରିଥାନ୍ତି । ଏରିକସନ୍ ମୋବିଲିଟି ରିପୋର୍ଟ ଜୁନ୍ ୨୦୧୯ ସଂସ୍କରଣ ଅନୁସାରେ ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀ ବିଶ୍ୱରେ ସର୍ବାଧିକ ମୋବାଇଲ୍ ଡାଟା ବ୍ୟବହାରକାରୀ ଅଟନ୍ତି । ଭାରତରେ…

ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା: କିପରି ଲାଗି ହୁଏ ଫୁଲୁରି ତେଲ ଓ ଦଶମୂଳ ମୋଦକ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ସୁନାକୂପର ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ…

ଶ୍ରୀମନ୍ଦିରରେ ପଟ୍ଟିଦିଅଁ : ବ୍ରହ୍ମଗିରିରେ ଶ୍ରୀଅଲାରନାଥ ଦର୍ଶନ

ଭୁବନେଶ୍ୱର: ମହାପ୍ରଭୁ ସ୍ନାନବେଦୀରୁ ଆସି ଅଣସର ଘରେ ଗୁପ୍ତସେବାରେ ଚିକିତ୍ସିତ ହେବା ସମୟରେ ପଟ୍ଟିଦିଅଁ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବଡ଼ଭାଇ ବଳଭଦ୍ର ବାସୁଦେବଙ୍କ ରୂପରେ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ବା ଯାଜ୍ଞସେନୀ ରୂପରେ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନାରାୟଣଙ୍କ ରୂପରେ ଚିତ୍ରିତ…

ପାଲା ଜଗତର ଜାଜ୍ଜ୍ୱଲମାନ ପ୍ରତିଭା: ଗାୟକ ଅଞ୍ଜନ ନାରାୟଣ ଲେଙ୍କା

ଭୁବନେଶ୍ୱର: ଅତି ସରଳ, ଅତି ସ୍ପଷ୍ଟ ତାଙ୍କ ଭାଷା । ଭାଷାର କ୍ଳିଷ୍ଟତା, ଅନାବଶ୍ୟକ ଆଲୋଚନା ନଥାଏ ତାଙ୍କ ପାଲାରେ । ସାଧାରଣ ଗ୍ରାମୀଣ ମହିଳାଙ୍କଠାରୁ ବିଜ୍ଞ, ପଣ୍ଡିତଙ୍କ ପର‌୍ୟ୍ୟନ୍ତ ସମସ୍ତେ ଆଗ୍ରହର ସହିତ ଶୁଣନ୍ତି ତାଙ୍କ ପାଲା । ବର୍ତ୍ତମାନ ଯେଉଁକେତେ ଜଣ ଗାୟକ ପୂରାତନ ପାଲା…

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ଏବେ ସମ୍ପୂର୍ଣ୍ଣ ଅସୁସ୍ଥ । ଜ୍ୱର ଜର୍ଜରିତ ଦେହରେ ଖଇ ଫୁଟୁଛି । ଯନ୍ତ୍ରଣାସିକ୍ତ ମହାପ୍ରଭୁଙ୍କ ଅଙ୍ଗ ଅଙ୍ଗରେ ହେଉଛି ଦରଜ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରଧାମରେ ରହି ତାଙ୍କର ମାନବୀୟ ଲୀଳା ମାଧ୍ୟମରେ ଏ ସଂସାରରେ ଦୁଃଖ, ଯନ୍ତ୍ରଣା, ଜରା ଓ…

ପୌରାଣିକ କିମ୍ବଦନ୍ତୀରେ ରଥ-ପଥ ଓ ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ…

ପୁରୀ/ଭୁବନେଶ୍ୱର: ‘ଶ୍ରୀଜଗନ୍ନାଥ’ - ମହାପ୍ରଭୁଙ୍କର ଯେଉଁ ନାମଟିକୁ ଉଚ୍ଚାରଣ କଲେ ହିଁ ପ୍ରତ୍ୟେକ ପ୍ରାଣ ସ୍ପନ୍ଦନ ସ୍ୱତଃ ଉଦ୍ବେଳିତ ହୋଇଉଠେ । ‘ଜୟ ଜଗନ୍ନାଥ’ - ଏହି ସର୍ବ ଶକ୍ତିମାନ ନାମଟିକୁ ମନନ କରିବା ମାତ୍ରେ ହିଁ ଭକ୍ତର ହୃଦୟ ତନ୍ତ୍ରୀ ଅପୂର୍ବ ଭକ୍ତି ଭାବନାରେ ମନ୍ତ୍ରମୁଗ୍ଧ…

ନାରୀ ଶକ୍ତିର ପ୍ରତୀକ: ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା

ଭୁବନେଶ୍ୱର/ବାରିପଦା: ଏବେ ବିଶ୍ୱର ବିଭିନ୍ନ ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି, କିନ୍ତୁ ବାରିପଦାର ରଥଯାତ୍ରାରେ ଥାଏ ସ୍ୱତନ୍ତ୍ରତା । ଏପରି କି ପୁରୀ ରଥଯାତ୍ରାଠାରୁ ମଧ୍ୟ ଏଠାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଅନ୍ୟସ୍ଥାନରେ ରଥଟଣା ଗୋଟିଏ ଦିନରେ…

ବେଙ୍ଗାଲୁରୁ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବେଙ୍ଗାଲୁରୁ: କର୍ଣ୍ଟାଟକ ରାଜଧାନୀ ବେଙ୍ଗାଲୁରୁରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବେଙ୍ଗାଲୁରୁରେ ରହିଥିବା ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରଦ୍ଦାଳୁଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି…

ଆମେରିକାର କାଲିଫୋର୍ଣ୍ଣିଆରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ

ଫ୍ରୀମଣ୍ଟ: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସେ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା । ଦେଶ ବିଦେଶରେ ମହାପ୍ରଭୁ ପୂଜିତ ହେଉଥିବା ବେଳେ ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ତାଙ୍କୁ ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ ସମସ୍ତେ ଭକ୍ତିର ସହକାରେ ପୂଜା କରିଥାଆନ୍ତି । ଓଡ଼ିଶାର ନୀଳାଚଳ…

ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆକର୍ଷଣୀୟ ହାତୀ ବେଶ ବା ଗଜାନନ ବେଶକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଭୋରରୁ ରତ୍ନ ସିଂହାସନରେ ଶ୍ରୀଜୀଉମାନଙ୍କ ସମସ୍ତ…