Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅନନ୍ୟ ମନ୍ଦିର: ଏଠାରେ ପୂଜା ପାଉଥିବା ହନୁମାନଙ୍କର ରହିଛି ଗୋଟିଏ ଆଖି

ରାଜସ୍ଥାନ: ରାଜସ୍ଥାନ ହେଉଛି ସଂସ୍କୃତି ଏବଂ ମନ୍ଦିର ପାଇଁ ବିଶ୍ୱ ପ୍ରସିଦ୍ଧ । ରାଜସ୍ଥାନର ବିଭିନ୍ନ ସ୍ଥାନରେ ବିଭିନ୍ନ ମନ୍ଦିର ଥିବାବେଳେ ନାଗୁରରେ ରହିଛି ଏକ ଅନନ୍ୟ ମନ୍ଦିର, ଯେଉଁଠି ଏକ ଆଖି ବିଶିଷ୍ଟ ପ୍ରଭୁ ମହାବୀର ହନୁମାନ ପୂଜା ପାଉଛନ୍ତି । ନାଗୁରର ସାହସୀ ରାଜା ଭାବରେ ଜଣାଶୁଣା…

ଏମିତି ସହର, ଯାହା ଚିଲି ସିଟି ନାମରେ ବେଶ୍ ପରିଚିତ, ଏଠାକାର ଲଙ୍କାର ଚାହିଦା ବିଦେଶରେ ଅଧିକ

ଆନ୍ଧ୍ରପ୍ରଦେଶ: ଭାରତର ପ୍ରତ୍ୟେକ ସହର ନିଜର କିଛି ସ୍ୱତନ୍ତ୍ର କାରଣକୁ ନେଇ ପ୍ରସିଦ୍ଧ ହୋଇଥାଏ । ଉତ୍ତରରେ କାଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲୋଙ୍ଗ ଠାରୁ ପଶ୍ଚିମରେ ଚାନ୍ଦାଲା ପର୍ଯ୍ୟନ୍ତ ପ୍ରତ୍ୟେକ ସହରର ନିଜସ୍ୱ ସୌନ୍ଦର୍ଯ୍ୟ ରହିଛି । ପ୍ରତ୍ୟେକ ସହରର ନିଜସ୍ୱ ବିଶେଷତା ଅଛି,…

୨ ବର୍ଷ ହେଲାଣି ଦୁନିଆ ଭ୍ରମଣ କରୁଛନ୍ତିି ଯୁବତୀ , ତାହା ପୁଣି ବିନା ଟିକେଟ୍‌ରେ

ଲଣ୍ଡନ: ସାଧାରଣତଃ ଅଧିକାଂଶ ଲୋକ ଭିନ୍ନ ଭିନ୍ନ ସ୍ଥାନ ବୁଲିବା ଓ ସେଠାକାର ପରମ୍ପରା, ସଂସ୍କୃତି, ଚାଲିଚଳନ ଜାଣିବାରେ ଆଗ୍ରହ ର୍‌ଖିଥାନ୍ତି । କିନ୍ତୁ ଆଉ କିଛି ଲୋକ ଆର୍ଥିକ ଅବସ୍ଥା ଯୋଗୁ ନିଜ ଇଛାକୁ ମନ ଭିତରେ ମାରିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ଆଉ କିଛି ଲୋକ ଅଛନ୍ତି,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବାହାର ଦେଉଳି ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିକଟରେ ଛପନ ଭୋଗ ଓ ପଣା ଭୋଗ ଇତ୍ୟାଦି ସମର୍ପଣ ହେଉଥିବା କଥା ଆମେ ଆଲୋଚନା ପ୍ରସଙ୍ଗରେ ଜାଣିଲେ। କିନ୍ତୁ ମନରେ ପ୍ରଶ୍ନ ଉଠେ ଶ୍ରୀମନ୍ଦିର ମଧ୍ୟରେ ଥିବା ମା ଲଷ୍ମୀ…

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ: ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାକ୍ଷୀ ପଠାଇଲେ କଲେଜ…

ଯାଜପୁର: ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । କିନ୍ତୁ ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ସେହି ବୀର ଯବାନ ମାନଙ୍କୁ ବଡ ଭାଇର…

ଦିନକୁ ତିନିଥର ରଙ୍ଗ ବଦଳାଇଥାଏ ଏହି ଶିବଲିଙ୍ଗ, ଜାଣନ୍ତୁ ଏହି ମନ୍ଦିର ବିଷୟରେ…

ରାଜସ୍ଥାନ: ଆମ ହିନ୍ଦୁ ଧର୍ମରେ ଥିବା ହଜାର ହଜାର ଶିବ ମନ୍ଦିର ବିଷୟରେ ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ। ଏହି ମନ୍ଦିରମାନଙ୍କ ମଧ୍ୟରୁ ଏମିତି କିଛି ମନ୍ଦିର ରହିଛି ଯାହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବାହାର ଦେଉଳି ସୁଆର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିକଟରେ ଛପନ ଭୋଗ ଓ ପଣା ଭୋଗ ଇତ୍ୟାଦି ସମର୍ପଣ ହେଉଥିବା କଥା ଆମେ ଆଲୋଚନା ପ୍ରସଙ୍ଗରେ ଜାଣିଲେ । କିନ୍ତୁ ମନରେ ପ୍ରଶ୍ନ ଉଠେ ଶ୍ରୀମନ୍ଦିର ମଧ୍ୟରେ ଥିବା ମା ଲଷ୍ମୀ…

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବନେଶ୍ୱର : ପ୍ରତି ମାସରେ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣାକେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ‘ଓଡ଼ିଶୀ ଆସର’ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଗବେଷଣା କେନ୍ଦ୍ରରେ ଶିକ୍ଷାରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଭୟ ଏକକ ଓ ଦ୍ୱେତ ନୃତ୍ୟ…

ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଉଦ୍ଘାଟିତ ହୋଇଯାଇଛି । ଏହି…

ଏମିତି କୁକୁର, ଯିଏ ମାଲିକଙ୍କୁ ଦିଏ ଅର୍ଡ଼ର

କାଲିଫର୍ନିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ପରିବାର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ତାଙ୍କ ପ୍ରିୟ କୁକୁରକୁ ସାଥୀରେ ମଧ୍ୟ ନେଇ ଯାଇଥାନ୍ତି । ଆଉ କିଛି ଲୋକ ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ କୌଶଳ…