Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାର ୩ ଜିଲ୍ଲାରୁ ହଟି ନପାରେ ଆଂଶିକ ଲକଡାଉନ୍ ! ଆଜି ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ଆଜି ନୂଆ ଗାଇଡଲାଇନ୍ ଆସିବ । ବର୍ତ୍ତମାନ କରୋନାର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ସରକାର କଟକଣା କୋହଳ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି । ଅନୁମାନ କରାଯାଉଛି ପାଖାପାଖି ୨୫-୨୬ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରିପାରନ୍ତି…

ଆଡ଼ପ ମଣ୍ଡପରେ ଆଜି ଶ୍ରୀଜିଉଙ୍କର ହେବ ବନକଲାଗି ନୀତି

ପୁରୀ: ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉମାନଙକ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ଦ୍ୱିତୀୟ ଭୋଗ…

ଓଡ଼ିଶାରୁ କରୋନା ନେଲା ଆଉ ୬୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ୬୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ପ୍ରାଣ ହରାଇଛନ୍ତି । ବରଗଡ଼ ଓ…

ଆଜି ଓଡ଼ିଶାରୁ ୨୧୧୦ କରୋନା ଆକ୍ରାନ୍ତ ଚିହ୍ନଟ, ୨୫ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଗତ ତିନି ଚାରି ଦିନ ହେବ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ସାମାନ୍ୟ କମ୍ ନହେଲେ ବେଶୀ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୧ଶହ ୧୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୨ଶହ ୧୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୯୭ ।…

ଅନୁଭୂତିରେ ଶ୍ରୀଜଗନ୍ନାଥ : ମୌସୁମୀ ଦାସ୍

ଅନନ୍ୟ ଅନୁଭୂତିରେ ଆହେ ଶ୍ରୀଜଗନ୍ନାଥ ଜଗନ୍ନାଥ!! ତାଙ୍କୁ କିଏ କେତେ ଭାବରେ ଡାକେ । କିଏ କେତେ ପ୍ରକାରେ ସମ୍ବୋଧନ କରେ । ‘ପ୍ରଭୁ ଜଗନ୍ନାଥ’... ମୋର କିନ୍ତୁ ଏଇ ନାମରେ ସମସ୍ତ ଆସ୍ଥା, ସମସ୍ତ ବିଶ୍ୱାସ । ସେଇ ବିଶ୍ୱାସର ଡୋରିରେ ମନ ବଳାଏ, କେବେ ସତରେ ମହାପ୍ରଭୁଙ୍କୁ ଏଇ ଚର୍ମନୟନରେ…

ଡକାୟତି ଘଟଣାରେ ୬ ଗିରଫ

ଯାଜପୁର: ଯାଜପୁର ବରି ଥାନା କୃଷ୍ଣନଗରରେ ଡକାୟତି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚନଙ୍କ…

ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛ ମହାମାରୀ । ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିପାରନ୍ତି ସରକାର । ଆସନ୍ତା ୧୬ ତାରିଖରେ ସରୁଛି କଟକଣା ଅବଧି । ତେଣୁ ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା । ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ସଂକ୍ରମଣ ହ୍ରାସ…

ନ୍ୟାୟ ମାଗୁଛି ନାବାଳିକା

ସୁବର୍ଣ୍ଣପୁର : ନ୍ୟାୟ ମାଗୁଛି ନାବାଳିକା । ନାବାଳିକା ମୃତ୍ୟୁକୁ  ଦୁଇମାସ ହେଲା । ଏଯାଏଁ ମିଳିଲାନି ନ୍ୟାୟ । ବେଧଡକ ବୁଲୁଛି ଅପରାଧୀ ଆଉ ସୁରାକ ପାଉନି ପୁଲିସ । ଧର୍ଷଣ ଓ ହତ୍ୟା ଅଭିଯୋଗ କରି ଦୁଇମାସ ହେଲା ନ୍ୟାୟ ନ ପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି…

ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡପ ଅବଢ଼ା

ପୁରୀ : ମହାପ୍ରଭୁଙ୍କ  ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି । ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ସୁଆର ମାହାସୁଆର ନିଯୋଗ ପକ୍ଷରୁ…

ଡ଼ରାଇଲାଣି ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି, ଓଡ଼ିଶାର ସୀମାନ୍ତ ଜିଲ୍ଲାକୁ ଛନକା

ଭୁବନେଶ୍ୱର: ଛତିଶଗଡ଼ରେ ପୁଣି ବଢ଼ିଲାଣି ସଂକ୍ରମଣ । ସେଠି ବଢ଼ିବା ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲା ପ୍ରତି ଟେନସନ୍ ବଢ଼ିଛି । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ବିଶେଷ କରି ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…