Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବ୍ୟଞ୍ଜନରେ ତିନି ଦିଅଁ

ଅନୁଗୁଳ - ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ । ସେହି ଶାଗ ଭଜାରେ ଆଜି ଆଉ ଜଣେ ଭକତ କାଳିଆର ଚିତ୍ର ଚିତ୍ରଣ କରି ବିଶ୍ୱରୁ ମହାମାରୀ କରୋନା ଦୂର କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ କରୋନା…

ରାଜ୍ୟରୁ କରୋନା ନେଲା ରେକର୍ଡ ୬୮ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଆଉ ୬୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭…

ଦ୍ୱିତୀୟ ଦିନରେ ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାରରୁ କମ୍ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୯୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୧୩ ।…

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବ ଦିନାତ୍ମକ ଯାତ୍ରାରେ ବଡ଼ଦେଉଳ ଛାଡ଼ି ଜନ୍ମବେଦୀ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଛି ତିନି ରଥ । ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କର ରଥ ଉପରେ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟାରେ ପହଣ୍ଡିରେ…

ଓଡ଼ିଶୀ ସଙ୍ଗୀତର ବିକାଶ ପାଇଁ ‘ ଉତ୍କର୍ଷ ‘ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ , ଓଡ଼ିଶାର ଉତ୍କୃଷ୍ଟ କଳା "ଓଡ଼ିଶୀ ସଙ୍ଗୀତ"ର ବିକାଶ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ…

ଅନୁଭୂତିରେ ରଥଯାତ୍ରା : ଚନ୍ଦ୍ରା ମିଶ୍ର

ସ୍ମୃତିର ବଡଦାଣ୍ଡରେ  ଚନ୍ଦ୍ରା ମିଶ୍ର  ପୁରୀ ପଥୁରିଆ ସାହିରେ ମୋର ଜନ୍ମ । ସେଇଠି କଟିଛି ମୋର ଅପାସୋରା ପିଲାଦିନ । କେତେ ଯାତ୍ରା , ପର୍ବପର୍ବାଣି, ସାଙ୍ଗସୁଖ, ସାହିବୁଲା, ଦିଅଁଦର୍ଶନ, ପୋଖରୀପହଁରା, ଫୁଲତୋଳା, ପୁରାଣପଢା, ଖଜାଖିଆ ସବୁ ମୋର ସ୍ମୃତିର ବଡଦାଣ୍ଡରେ ଢଳଢଳ ହେଇ…

ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରେ ଡିସିଜିଆଇ

ନୂଆଦିଲ୍ଲୀ : ଜରୁରୀକାଳୀନ ବ୍ୟବହାର ଲାଗି ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି କୋଭିଡ ଟିକା ଦେବା ଲାଗି ଡିସିଜିଆଇ ଏହି ପଦକ୍ଷେପ ନେବେ । ଆସନ୍ତା କିଛି ଦିନ ଭିତରେ ଏନେଇ ପଦକ୍ଷେପ…

ଗୁପ୍ତ କ୍ଷେତ୍ରରେ ସଖି ବଟ

କେନ୍ଦ୍ରାପଡା: କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ବିଲ ବଳରାମପୁରରେ ରହିଛି ଗୁପ୍ତ କ୍ଷେତ୍ର ସଖିବଟ । ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହେଉଛି ଏହି ସ୍ଥାନ ।ବରଗଛରେ ପୁର୍ଣ୍ଣ ଏହି ସ୍ଥାନରେ ଥିବା ମନ୍ଦିରରେ ପୂଜା ପାଉଛନ୍ତି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ।…

ରଥ ଯାତ୍ରାରେ କଡା ସୁରକ୍ଷା

ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ହୋଇଛି ପୁରୀରେ । ତେବେ ରଥ ଯାତ୍ରାରେ  ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି । ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହର ବାସୀଙ୍କୁ ଧନ୍ୟବାଦ…

ବାଲୁକା ଶିଳ୍ପୀଙ୍କ ବାଲି ରଥ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା । କରୋନା କଟକଣା ଭିତରେ ବିନା ଭକ୍ତରେ ବଡ଼ଦାଣ୍ଡରୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର…