Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ହଜିଯାଉଛି କୌଳିକ ବୃତ୍ତି

ମୟୂରଭଞ୍ଜ : ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି । ପୂର୍ବରୁ ମୃଦଙ୍ଗ ଓ ମାଦଳର ଅନେକ ଚାହିଦା ଥିବାବେଳେ ଏବେ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ପ୍ରଭାବରେ ଏହା ଲୋପ ପାଇବାକୁ ବସିଲାଣି । ଆଉ ଏହି ବୃତ୍ତିକୁ ଆପଣାଇଥିବା କାରୀଗରମାନେ ମଧ୍ୟ ଉଚିତ୍ ମୂଲ୍ୟ ନପାଇ ଏହି କାର୍ଯ୍ୟରୁ ମୁହଁ ଫେରାଇବାରେ…

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି…

ଲାଉ ତୁମ୍ବାରୁ ସ୍ଵତନ୍ତ୍ର ପରିଚୟ

ରାୟଗଡା : ଡଙ୍ଗର ମୁଲକର ହଜିଯାଇଥିବା ଲାଉ ତୁମ୍ବା ଏବେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉ ତୁମ୍ବାର ବହୁଳ ଵ୍ୟଵହାର ଲୋପ ପାଇ ଯାଉଥିବା ବେଳେ ଏବେ ତାକୁ ଜୀବନ୍ତ କରି ନୂଆ ଦିଗ ଦେଇଛନ୍ତି ରାୟଗଡା ସହରର ଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ । ବିଭିନ୍ନ କଳାକୃତିର ଚିତ୍ର…

ଡରାଉଛି ଡେଲଟା ପ୍ଲସ୍

ଭୁବନେଶ୍ୱର:  କରୋନାର ଭୟ ମନରୁ ଥମୁନି । ତା ସହିତ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କ ମନରେ ଭୟ ବଢି ଚାଲିଛି । ତେବେ ସବୁ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟବିପଦ ଜନକ । ହେଲେ ଏଥିପାଇଁ ଭୟଭୀତ…

କେନ୍ଦ୍ର କରୁଛି ଅବହେଳା, ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ବର : କେନ୍ଦ୍ର ଦେଉନି ଟିକା । ଫଳରେ ରାଜ୍ୟରେ ବାଧାପ୍ରାପ୍ତ ହେଉଛି ଟିକାକରଣ । ଟିକା ଅଭାବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୂସାରେ ହୋଇପାରୁନି ଟିକାକରଣ । ଫଳରେ ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଟିକାର ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ…

କରୋନାର ଦ୍ବିତୀୟ ଲହରରେ ଗଲାଣି ୮୦୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା କବଳରେ ଡାକ୍ତର । କରୋନାର ଶିକାର ପାଲଟିଛନ୍ତି ଜୀବନ ରକ୍ଷା କରୁଥିବା ଡାକ୍ତର । କେବଳ ଦ୍ବିତୀୟ ଲହରରେ ଗଲାଣି ଭାଇରସ ନେଲାଣି ୮୦୦ ଡାକ୍ତରଙ୍କ ଜୀବନ । ମୋଟା ମୋଟି ଭାବେ କହିବାକୁ ଗଲେ, ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ କିଲର କରୋନା ନେଇଛି ଦେଢ଼ ହଜାରରୁ…

ସ୍ଫୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଡକ୍ଟର ରେଡ୍ଡୀଜକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଦେଶରେ କାବୁ ପାଇଛି କରୋନାର ସେକେଣ୍ଡ ଓ୍ୱେଭ୍ । ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣ ଅଭିଯାନକୁ ଜୋରଜାର କରିଛନ୍ତି ସରକାର । ଦେଶବ୍ୟାପୀ ମାଗଣା ଟିକାକରଣ ଚାଲିଛି । ଏଭଳି ସ୍ଥିତିରେ ରୁଷ୍ ଟିକା ସ୍ଫୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ହାଇଦ୍ରାବାଦ ସ୍ଥିତ…

ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକା ଟ୍ରାଏଲ୍ ପାଇଁ ସେରମକୁ ନା

ନୂଆଦିଲ୍ଲୀ: ସେରମ୍ ଇନିଷ୍ଟିଚ୍ୟୁଟକୁ ଝଟକା । ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ମିଳିଲାନି ଅୁମତି । କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ଅନୁମତି ଦେଇ ନାହିଁ । ୨-୧୭ ବର୍ଷ ଭିତରେ ପିଲାଙ୍କ ଉପରେ କୋଭୋଭାକ୍ସ ଟିକାର ଟ୍ରାଏଲ୍ ପାଇଁ ଆବେଦନ କରିଥିଲା ସେରମ୍ ।…

କରୋନା ଟିକାର ଜରୁରିକାଳୀନ ବ୍ୟବହାର ପାଇଁ DCGI ଅନୁମତି ଲୋଡ଼ିଲା ଜାୟଜସ୍ କାଡିଲା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିପାରେ ଆଉ ଗୋଟିଏ କରୋନା ଟିକା । ମହାମାରୀ ବିରୋଧ ଲଢ଼େଇରେ ସାମିଲ ହେବ ଜାୟଡସ୍ କାଡିଲାର କରୋନା ଭ୍ୟାକସିନ୍ । ଜରୁରିକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆକୁ (DCGI) ଅନୁମତି ମାଗିଛି ଜାୟଡସ୍ କାଡିଲା । ଭାରତରେ ୫୦ଟି…

ଓଡ଼ିଶାର ୨୨ ଜିଲ୍ଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧିରେ ଧିରେ କମୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୭ଶହ ୭୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩ଶହ ୧୨ । ଖୋର୍ଦ୍ଧାରୁ ସର୍ବାଧିକ ୫୮୪ ପଜିଟିଭ୍ ବାହାରିଥିବା ବେଳେ କଟକ ଜିଲ୍ଲାରୁ ୪୬୨, ବାଲେଶ୍ୱରରୁ…