Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସ୍ମୃତିରେ ସୁଶାନ୍ତ. . .

ଭୁବନେଶ୍ୱର : ସ୍ମୃତିରେ ସମସ୍ତଙ୍କର ଅତି ପ୍ରିୟ  ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ଏବେ ବି ପ୍ରତିଟି ହୃଦୟରେ ରାଜ୍ କରୁଛନ୍ତି ସୁଶାନ୍ତ । ଆଜି ବି ୁଦଜୀବୀତ ହୋଇ ରହିଛି ତାଙ୍କ ନିଖୁଣ ଅଭିନୟ । ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ସୁଶାନ୍ତଙ୍କ ଆଜି ଝୁରୁଛି ସାରା ଦେଶ । ଆଜି ଜୁନ୍ ୧୪ରେ…

ପୁଣି ହାତୀ ଆତଙ୍କ

ମୁନିଗୁଡା : ପୁଣି ମାତିଲା ଦନ୍ତା । ମୁନିଗୁଡା ରେଞ୍ଜରେ ହାତୀ ଆତଙ୍କ । ମୁନିଗୁଡାର ରାଜୁଲଗୁଡା ଓ ଗଣ୍ଡାବାଡିରେ ହାତୀ ପଶି ଆତଙ୍କ ଖେଳାଇଛନ୍ତି । ଘର ଦ୍ୱାର ଭାଙ୍ଗିବା ସହିତ ଫସଲ ସବୁ ନଷ୍ଟ କରିପକାଉଛନ୍ତି । ଗାଁରେ ପଶି ଚାଷ ବାସ ସହିତ ବାଡି ବଗିଚାରେ ଗଛ ସବୁ ନଷ୍ଟ କରିପକାଇଛନ୍ତି ।…

ସଙ୍ଗଠନ ଛାଡିଲେ ମାଓ ଦମ୍ପତି

ମାଲକାନଗିରି: ନିର୍ଯାତନା ସହିନପାରି ମାଓ ସଙ୍ଗଠନ ଛାଡିଲେ ଦମ୍ପତି । ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସଙ୍ଗଠନରେ ହେଉଥିବା ନିର୍ଯାତନା ସହିନପାରି ସଙ୍ଗଠନ ଛାଡିଥିବା କହିଥିଲେ ଦମ୍ପତି । ଏମାନେ…

କଟକଣା ଭିତରେ ଦେବଦମ୍ପତିଙ୍କ ବିବାହ ନୀତି

ଭଦ୍ରକ: ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ଧୁମଧାମରେ ନହେଲେ ବି କଟକଣା ଭିତରେ ପାରମ୍ପରିକ ରୀତିରେ ହେବ ବିବାହ । ଏନେଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତି ମାନ ଆରମ୍ଭ ହୋଇଯାଇଛି । ମଙ୍ଗଳପାଗ ପାଇଁ ବର ଓ କନ୍ୟା ପକ୍ଷ ସେମାନଙ୍କ ବର କନ୍ୟାକୁ ଘରକୁ ନେଇ ଯାଇଛନ୍ତି…

ଦାଦା ବଟି ଅଭିଯୋଗରେ ୪ ଗିରଫ

ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା । ଅଭିଯୁକ୍ତ…

କରୋନା ଚଡକରେ ଫିକା ପଡିଲା ରଜ…

ଭଦ୍ରକ: ଓଡିଆ ଘରେ ସବୁଠୁ ବଡ ପର୍ବ ରଜ । ହେଲେ ପର୍ବପର୍ବାଣୀରେ ସତେ ଯେମିତି ପୂର୍ଣ୍ଣଛେଦ ପକାଇଛି କରୋନା ମହାମାରୀ । ସହର କଥା ଛାଡନ୍ତୁ ଗାଁ ଗହଳିରେ ବି ସରକାରୀ କଟକଣା ଓ କରୋନା ମହାମାରୀ ପାଇଁ ସମସ୍ତେ ରଜ ମଉଜକୁ ଆଡେଇ ଚାହିଁଥିଲେ । ଫିକା ପଡିଛି ରଜ ମଉଜ । ଫାଙ୍କା ପଡିଛି ଗାଁ…

ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୩୪୬ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୋମବାର ଦିନ ରାଜ୍ୟର ୧୯ଟି ଜିଲ୍ଲାରୁ ଏହି ୪୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ପାଞ୍ଚ ଜଣଙ୍କର ମୃତ୍ୟୁ…

ଓଡ଼ିଶାରେ ଖସୁଛି କରୋନା ମାମଲା: ୨୪ ଘଣ୍ଟାରେ ୪୩୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନାର ଦୈନିକ ସଂକ୍ରମଣ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ ହଜାର ୩୩୯ ପଜିଟିଭ୍ । ସୂଚନା ଅନୁଯାୟୀ, କ୍ୱାରେଣ୍ଟାଇନରୁ ୨ ହଜାର ୪୭୫ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୮୬୪। ଖୋର୍ଦ୍ଧାରୁ ସର୍ବାଧିକ ୭୦୦ ଆକ୍ରାନ୍ତ ଚିହ୍ନଟ…

ହରିୟାଣାରେ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଚଣ୍ଡିଗଡ଼ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍ । ଲଗାତର କିଛି ଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ ପଜିଟିଭ୍ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲକଡାଉନ କଟକଣା ଲଗାଉଛନ୍ତି ବିଭିନ୍ନ ରାଜ୍ୟ…

ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ଅଛି: ଇପିକଲ୍ ଏମଡି

ଭୁବନେଶ୍ୱର: ଗୁରୁତର ଅସୁସ୍ଥ ରୋଗୀଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଓଡିଶାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ରହିଛି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ ଇନଭେଷ୍ଟମେଣ୍ଟ୍ କର୍ପୋରେସନ୍ ଅଫ୍ ଓଡିଶା (ଇପିକଲ୍)ର ପରିଚାଳନା ନିର୍ଦ୍ଦେଶକ ନିତିନ…