Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର

ବଲାଙ୍ଗୀର: କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର । ଜୀବନ ଯୁଦ୍ଧରେ ହାରିଗଲେ ବଲାଙ୍ଗୀର ଏଚଆରପିସି ଡିଏସପି ଶେଷ ଦେବ ବରିହା । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ…

ଜମି ହଡପ ଅଭିଯୋଗରେ ୧୨ ଘଣ୍ଟିଆ ଧାରଣା

ପରଜଙ୍ଗ: ଜମି ହଡପକୁ ନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁରେ ଦଳିତ ପରିବାରର ଜମି ହଡପକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣାରେ ବସିଲେ ୫ ଗୋଟି ଦଳିତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ଶ୍ରମିକ ମୃତ

ପରଜଙ୍ଗ: ପରଜଙ୍ଗରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଶ୍ରମିକ ମୃତ । ଶ୍ରମିକଙ୍କୁ ଟାଟା ଏସି ଗାଡିରୁ ଘୋଷାଡି ନେଲା ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ କେନାଲ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତ ଶ୍ରମିକ ଜଣଙ୍କ…

ପଶୁଙ୍କ ପାଇଁ ଆସିଲା କୋଭିଡ୍ ଟିକା: ବିଶ୍ୱର ପ୍ରଥମ ଭାକସିନ୍ ବିକଶିତ କରିଛି ରୁଷ୍

ନୂଆଦିଲ୍ଲୀ: ଚୀନର ମାଂସ ମାର୍କେଟରୁ ପଶୁଙ୍କ ଦେହରୁ ମଣିଷ ପାଖରୁ ବ୍ୟାପିଛି କରୋନା ଭାଇରସ୍ । ଏକଥା ପ୍ରଥମରୁ କହି ଆସୁଛି ଚୀନ୍ । କରୋନା ଭାଇରସକୁ ନେଇ ଚାଲିଥିବା ରିସର୍ଚ୍ଚରୁ ଏଯାଏ ଏକଥା ସ୍ପଷ୍ଟ ହୋଇନି । ନିକଟରେ କିଛି ପଶୁଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଇଥିଲା । ଏବେ କରୋନା ଭାଇରସ…

ଜହ୍ନ ରାଇଜରେ ଜାଗା ଭେଟି…

କୁଜଙ୍ଗ  : ଆଉ ବେଶୀ ଦୂର ନୁହେଁ ଜହ୍ନର ରାଇଜ । ଏଇ ଜହ୍ନ, ଯିଏ କେବଳ ଲେଖନୀ ଆଉ କାଗଜ ପୃଷ୍ଠାରେ ସ୍ଥାନୀତ ହେଉଥିଲା ।  ହେଲେ ଏବେ ସେହି ଜହ୍ନରେ ରହିବାକୁ ମଣିଷ ଦୁଇ ପାଦ ଆଗକୁ ଆସିଗଲାଣି । ଜହ୍ନରେ ଜାଗା କିଣି ଭେଟି ଦେଉଛି ନିଜ ପରିବାରକୁ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ବଡ଼ଙ୍ଗ ଅଞ୍ଚଳର…

ସନ୍ତୃପ୍ତ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର । କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ ରହିବେ ।…

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ…

ଇଣ୍ଡୋନେସିଆ ସମୂଦ୍ରକୂଳର ନିର୍ମିତ ଏହି ମନ୍ଦିରକୁ ସୁରକ୍ଷା ଦିଅନ୍ତି ବିଷଧର ସର୍ପ

ଜାକାର୍ତା: ଭାରତୀୟ ମନ୍ଦିରର ରହସ୍ୟ ସାରା ବିଶ୍ୱକୁ ଚକିତ କରିଥାଏ । ତେବେ ଇଣ୍ଡୋନେସିଆର ସମୂଦ୍ର କୂଳରେ ନିର୍ମିତ ଏକ ମନ୍ଦିରକୁ ବିଷଧର ସର୍ପମାନେ ସୁରକ୍ଷା ଦେଉଛନ୍ତି ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ସ୍ଥାନୀୟ ଭାଷାରେ ଏହା ତନାହ ଲୋକ ମନ୍ଦିର ଭାବେ ପରିଚିତ ।…

ବିଶ୍ୱ ମହାସାଗର ଦିବସରେ ବାଲୁକା କଳା

ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ…

କରୋନା ରେଡ୍ ଜୋନରେ ଓଡ଼ିଶାର ୧୧ ଜିଲ୍ଲା, ତାଲିକାରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ଜିଲ୍ଲା

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି । ବର୍ତ୍ତମାନ ୧୧ଟି ଜିଲ୍ଲା କରୋନା…