Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ସ୍ଥିତି ନେଇ ଆଜି ବିଭିନ୍ନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଥିବା ବେଳେ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ସନ୍ଧ୍ୟା ସାଢେ ୬ଟାରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ…

୬ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହେଲା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ

ଭୁବନେଶ୍ୱର: ମାଡ଼ି ଚାଲିଛି ମହାମାରୀ କରୋନା । ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ଏକାଧିକ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଅଫିସକୁ ସିଲ୍ କରି ଦିଆଯାଇଛି । ବିଏମସି ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟକୁ ୪୮ ଘଣ୍ଟା ଲାଗି ସିଲ୍ କରିଛି । ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ୬ ଜଣ…

ଯୋଧପୁର IITରେ ୭୦ ଛାତ୍ରଛାତ୍ରୀ, ଶିକ୍ଷକ କରୋନା ପଜିଟିଭ 

ଯୋଧପୁର: ରାଜସ୍ଥାନ ସ୍ଥିତ ଯୋଧପୁର ଆଇଆଇଟିକୁ ଘେରିଲା କରୋନା । ଶିକ୍ଷାନୁଷ୍ଠାନର ପ୍ରାୟ ୬୫ରୁ ୭୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।  ସୂଚନା ଅନୁସାରେ ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ, ଗୁଜରାଟ ଏବଂ ଜୟପୁରର କିଛି ଛାତ୍ରଛାତ୍ରୀ…

ଜାପାନର ଆକର୍ଷଣୀୟ ଚେରୀ ବ୍ଲସମ୍

ଭୁବନେଶ୍ୱର: ଚେରୀ ବ୍ଲସମ୍ ବା ସକୁରା । ନା ଯେମିତି ସୁନ୍ଦର , ତାଠୁ ବେଶ ଆକର୍ଷଣୀୟ ହେଉଛି ଏହି ଫୁଲର ସମ୍ଭାର । ଏପ୍ରିଲ ପହିଲାରୁ ଜାପାନରେ ସବୁଆଡେ ଏହି ଚେରୀ ବ୍ଲସମର ରାଜୁତି । ପେନ୍ଥା ପେନ୍ଥା ଫୁଲ ସବୁ ଯେମିତି ସହରର ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରିଦିଏ ।

ଗ୍ରୀଷ୍ଣ ପ୍ରବାହ ଲାଗି ରାଜ୍ୟରେ କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଏନେଇ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୧୫ ଜଣ, ସଂକ୍ରମଣ ଭଳି ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଆଜି କରୋନାରୁ ୨୧୫ ଜଣ ସୁସ୍ଥ ଲାଭ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।…

ବିଏମସି ଅଞ୍ଚଳରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ଚଳିତବର୍ଷର ସର୍ବାଧିକ ଦୈନିକ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି କରୋନା । ବିଏମସି ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତବର୍ଷ ବିଏମସି ଅଞ୍ଚଳରୁ ଚିହ୍ନଟ ସଂକ୍ରମିତ ସଂଖ୍ୟାରେ ଏହା ସର୍ବାଧିକ । ନଭେମ୍ବର ୨୮ରେ ବିଏମସି ଅଞ୍ଚଳରୁ ସର୍ବାଧିକ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ…

କଡ଼ା ହେଲା କଟକଣା: ଗଞ୍ଜାମ ଜିଲ୍ଲାରେ ବାହାଘରରେ ୧୦୦ ଲୋକଙ୍କୁ ଅନୁମତି

ବ୍ରହ୍ମପୁର: ରାଜ୍ୟରେ ଏବେ ସଂକ୍ରମଣ ବଢୁଛି । ଏହାକୁ ଦୃଷ୍ଟିରେ ରଖି କଟକଣା ବି କଡ଼ାକଡ଼ି ହେଲାଣି । ଗଞ୍ଜାମ ଜିଲ୍ଲାରେ ଏଣିକି ବାହାଘରରେ ସର୍ବାଧିକ ଶହେ ଲୋକ ସାମିଲ ହେବେ । କୋଭ୍ଡି ନେଇ ନୂଆ ମାର୍ଗଦର୍ଶିକା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ନୂଆ ଗାଇଡଲାଇନ୍ ଅନୁସାରେ, ବିବାହ…

କାଲି ଏସଆରସି ମନା କଲେ, ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ରାଜ୍ୟରେ ଦିନ ବେଳା ଲାଗିପାରେ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣ ପାଞ୍ଚ ଶହ ଡେଇଁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗିବ । ଆବଶ୍ୟକ ହେଲେ ଦିନ ବେଳା ବି ରାଜ୍ୟରେ କର୍ଫ୍ୟୁ ଲାଗିପାରେ । ଆଜି ଏହି…

ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ, ଜରୁରୀ ସେବାକୁ ଅନୁମତି

ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ରାତି ୮ଟାରୁ ସୋମବାର ୭ଟା ଯାଏଁ ଏହା କଟକଣା ଜାରି କରାଯାଇଛି। ସୂଚନା ଅନୁଯାୟୀ ଏହି ସମୟରେ ମଲ୍, ରେଷ୍ଟୁରାଣ୍ଟ, ବାର୍ ଏବଂ ଧର୍ମାନୁଷ୍ଠାନ…