Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଡିସେମ୍ବର ଗାଇଡଲାଇନ୍: ନାଇଟ୍ କର୍ଫ୍ୟୁ ପାଇଁ ରାଜ୍ୟକୁ କ୍ଷମତା, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଜାରି ହେଲା ଗାଇଡଲାଇନ୍ । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଛି । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଓ ଥିଏଟର ଖୋଲିପାରିବ । ଖେଳାଳିମାନଙ୍କ ଟ୍ରେନିଂ ପାଇଁ ସୁଇମିଂ ପୁଲି ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ, କେଉଁଠି କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୮ ଓ ସ୍ଥାନୀୟ ଅଂଚଳରୁ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ରାଜ୍ୟର ୧୦ ଜିଲ୍ଲାରୁ ମହାମାରୀ ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ ଭାଇରସ୍ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଡେଥ୍ କେସ୍ ବଢ଼ି ବଢ଼ି…

ରାଜ୍ୟରେ ସାମାନ୍ୟ ବଢିଲା: ୨୪ ଘଣ୍ଟାରେ ୭୩୦ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୩୧୧ଟି ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ମୟୂରଭଞ୍ଜରୁ…

କରୋନା ଟୀକାକରଣ ପାଇଁ ସରକାରଙ୍କ ପ୍ରସ୍ତୁତି, ଜୁଲାଇ ସୁଦ୍ଧା ୨୫୦-୩୦୦ ନିୟୁତ ଲୋକଙ୍କୁ ଭ୍ୟାକସିନ୍

ନୂଆଦିଲ୍ଲୀ: କେବେ ମିଳିବ କରୋନା ଟିକା ? ପ୍ରଥମେ ଟିକା କାହାକୁ ଦିଆଯିବ ? ଏନେଇ ପ୍ରସ୍ତୁତି ଚଳାଇଛନ୍ତି ସରକାର । ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ପ୍ରାୟ ୩୦ ନିୟୁତ ସ୍ବାସ୍ଥ୍ୟ ସେବା ଓ ଆଗ ଧାଡିର କର୍ମଚାରୀଙ୍କ ସମେତ ଅତି କମରେ ୨୫୦-୩୦୦ ନିୟୁତ ଲୋକଙ୍କୁ ଟୀକାକରଣ…

ଦେଶରେ ୯୨ ଲକ୍ଷ ଟପିଲା କରୋନା ସଂକ୍ରମଣ, ଲକ୍ଷେ ୩୪ ହଜାର ମୃତ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଚାନକ ଭାବରେ ବୃଦ୍ଧି ପାଉଛି । ପଜିଟିଭିଟି ରେଟ୍ ପୁଣି ଥରେ ବଢିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୩୭୬ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୨ଲକ୍ଷ ୨୨ହଜାର ୨୧୭କୁ ବୃଦ୍ଧି ପାଇଛି ।…

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ…

ପୁରୀ: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶ ଧାରଣ କରନ୍ତି ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଠାକୁରଙ୍କର ଲକ୍ଷ୍ମୀ ନାରାୟଣ ବେଶ କରାଯାଏ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ…

ମହାପଞ୍ଚକ-ବକପଞ୍ଚକ-ଭୀଷ୍ମପଞ୍ଚକ-ବିଷ୍ଣୁପଞ୍ଚକ

ପଞ୍ଚକ ପାଳନ ବିଧି : କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା…

ଶ୍ରୀମନ୍ଦିରରେ ଦେବୋତ୍ଥାନ ବା ପ୍ରବୋଧନ ଯାତ୍ରା, ଭିଷ୍ମ ପଞ୍ଚୁକ ବ୍ରତ ଓ ବଡ ଏକାଦଶୀ ନୀତି

(ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) "ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ । ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ…

ଆଜିଠୁ ଆରମ୍ଭ ପଞ୍ଚୁକ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କେଉଁ ଦିନ ହେବ କେଉଁ ବେଶ, ଜାଣନ୍ତୁ

ପୁରୀ:ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ।ସମସ୍ତ ମାସ ମଧ୍ୟରେ ପବିତ୍ରତମ ମାସ ହେଉଛି କାର୍ତ୍ତିକ। ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟରେ ଶ୍ରେଷ୍ଠ ହେଉଛି ଏହାର ଶେଷ ପାଞ୍ଚଦିନ । ଯାହା ପଞ୍ଚୁକ ନାମେ ପରିଚିତ। ଚଳିତ…