Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଲୌକିକ ନାଗାର୍ଜୁନ ବେଶ ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ : ଜାଣନ୍ତୁ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ…

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକା ବଣ୍ଟନ ଉପରେ ୩ଟି କଥା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକାକୁ ନେଇ ଓଡ଼ିଶାର ରୋଡ ମ୍ୟାପ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ଟିକା ବଣ୍ଟନ ନେଇ ଓଡ଼ିଶାରେ ଏକ ସିଷ୍ଟମ ପ୍ରସ୍ତୁତ ରହିଛି। ଟିକା ଆସିଲେ କେଉଁ ମାନଙ୍କୁ ପ୍ରାଥମିକତା ଦିଆଯିବ ସେକଥା କହିଥିଲେ…

ଓଡ଼ିଶାରୁ ଆଉ ୬୪୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି…

ଜାନୁଆରୀରେ ଆରମ୍ଭ ହେବ ସ୍ପୁଟନିକ୍-୫ ଭ୍ୟାକସିନ୍ ଡେଲିଭରୀ, କେତେ ରହିବ ମୂଲ୍ୟ ?

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ଏପରିସ୍ଥିତିରେ ସମସ୍ତଙ୍କ ନଜର ଭ୍ୟାକସିନ୍ ଉପରେ ରହିଛି । କେବେ ମାର୍କେଟକୁ ଆସିବ ଟିକା ? ଟିକାର ମୂଲ୍ୟ କେତେ ରହିବ? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି । ଏପରି ସ୍ଥିତିରେ ଋଷର ସ୍ପୁଟନିକ୍-୫ ଭ୍ୟାକସିନକୁ ନେଇ…

ମରୁଭୂମିରେ ଠାବ ହେଲା ରହସ୍ୟମୟ ଧାତୁ ଖମ୍ବ !

ଭୁବନେଶ୍ୱର: ବର୍ଷ ୨୦୨୦ର ଅପ୍ରତ୍ୟଶିତ ଯାତ୍ରା ଏବେ ବି ଜାରି ରହିଛି । କରୋନା ମହାମାରୀ ପରେ ବି ଅନେକ ରହସ୍ୟମୟ ରୋଗ ବିଶ୍ୱରେ ଦେଖାଦେଇଛି । ହେଲେ ଏଠି ଆମେ କେଉଁ ରୋଗ ବିଷୟରେ ନୁହେଁ ବରଂ ଏକ ଧାତୁ ଖମ୍ବ ବିଷୟରେ ଚର୍ଚ୍ଚା କରୁଛୁ । ଜାଣି ଆଶ୍ଚର୍ଯ୍ୟ ହେବେ ମରୁଭୂମିରେ ଏକ ବିରାଟକାୟ ଧାତୁ…

ରାଜଧାନୀରେ କମୁଛି ସଂକ୍ରମଣ; ଭୁବନେଶ୍ୱରରେ ୫୩୬କୁ ଖସିଲା ଆକ୍ଟିଭ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଆଉ ୩୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ରମାଗତ ୪ଦିନ ହେବ ରାଜଧାନୀରେ ୫୦ ରୁ କମ୍ ମାମଲା ଚିହ୍ନଟ ହେଉଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କପୋରେସନ୍ ଅନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ୩୪ ଟି କୋଭିଡ ମାମଲା…

ସୁନ୍ଦରଗଡ଼ରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ଦିନକରେ ରାଜ୍ୟରୁ ଆଉ ୧୪ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଡେଥ୍ କେସ୍ । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୪ ଜୀବନ ନେଇଛି ମହାମାରୀ । ଏମାନଙ୍କ ଭିତରେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ଅଛନ୍ତି ୫ ଜଣ । ସୁନ୍ଦରଗଡ଼ରେ…

ରାଜ୍ୟରେ ୬୫୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା । ୬୫୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି କ୍ୱାରେଣ୍ଟାଇନରୁ ୩୭୪ ଜଣ ଓ ୨୬୮ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ରାଜ୍ୟର ସଂକ୍ରମିତ ତାଲିକାର…

ଓଡ଼ିଶାର ପାରମ୍ପରିକ ଲୋକ ନୃତ୍ୟ ଘୁମୁରା ନାଚ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ଗ୍ରାମବହୁଳ ଓଡ଼ିଶାରେ…

ଦେଶରେ କମିଲା: ୨୪ ଘଣ୍ଟାରେ ୩୭,୯୭୫ କରୋନା ଆକ୍ରାନ୍ତ, ୪୮୦ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧କୁ ବୃଦ୍ଧି ପାଇଛି । ଦୈନିକ ମୃତ୍ୟୁସଂଖ୍ୟା ବି ଖସିଛି । ଦିନକରେ ପ୍ରାଣ…