Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସରିଲା ଭୂମି ପୂଜନ, ଏବେ କିଏ କରିବ ରାମ ମନ୍ଦିର ନିର୍ମାଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଭାରତବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଯେଉଁ ମନ୍ଦିର ତିଆରିକୁ ନେଇ ଏତେ ଚର୍ଚ୍ଚା ସେଇ ମନ୍ଦିରକୁ କିଏ ତିଆରି କରିବେ ଆସନ୍ତୁ ଜାଣିବା । ଏହି ମନ୍ଦିର ସ୍ଥପତି…

ବିଧାନସଭାର ପୂର୍ବତନ ବାଚସ୍ପତି କରୋନା ଆକ୍ରାନ୍ତ ଚିହ୍ନଟ

ବ୍ରହପୁର: ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ସାମନ୍ତରାୟଙ୍କୁ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପୁଅ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ ତାଙ୍କର ଦେଖାଶୁଣା କରିଥିଲେ ।…

ଭୀମସାରର ପୁଣି ୩ ଡାକ୍ତରଙ୍କୁ କରୋନା

ବୁର୍ଲା: କରୋନା କବଳରେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାରରେ ପୁଣି ୩ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଛି । ଭୀମସାର ଅଧକ୍ଷକ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୧୮ ଆକ୍ରାନ୍ତ, ୯୦ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

‘କ୍ୱାରେଂଟାଇନ୍ ଅବଧିକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ’

ମାଲକାନଗିରି: ଏଣିକି ସଙ୍ଗରୋଧ ବା କ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ । ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିଲେ କର୍ମଚାରୀମାନେ…

କୋଭିଡ ପ୍ୟାକେଜର ଦ୍ୱିତୀୟ କିସ୍ତି ରିଲିଜ, କେନ୍ଦ୍ର ଦେଲା ୮୯୦. ୩୨ କୋଟି

ନୂଆଦିଲ୍ଲୀ: ପୁରା ଦେଶରେ ମାଡି ଚାଲିଛି ମାରତ୍ମକ ମହାମାରୀ କରୋନା । ଦିନକୁ ଦିନ ସଂକମଣ ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ରିଲିଜ କରିଛନ୍ତି । ୮୯୦. ୩୨ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍…

ଅନ୍‌ଲାଇନ୍‌ରେ ଜଗା ଦର୍ଶନ !

ପୁରୀ: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦନ ହେବ ସମସ୍ତ ଧାର୍ମିକ ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଂଚିତ ଅଛନ୍ତି । ଏହାକୁ ଆଧାର କରି ଆଜି ଜଗା ଦର୍ଶନ ପାଇଁ ବିଚାର ବିମର୍ଶ ଚାଲିଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ…

ବଲାଙ୍ଗିର ଜିଲ୍ଲା ୪ ଦିନ ସଟ୍‌ଡାଉନ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ । ଏଥିପାଇଁ ସ୍ଥିତି ନିୟନ୍ତ୍ରଣ ଲାଗି ଜିଲ୍ଲା ପ୍ରଶାସନ ପୁଣି ଥରେ କଡା ପଦକ୍ଷେପ ନେଇଛି । ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖରୁ ୧୧ ପର‌୍ୟ୍ୟନ୍ତ ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ ।…

ରାଜ୍ୟର ସବୁ କୋଭିଡ୍ ହସପିଟାଲର ଯାଂଚ ହେବ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ଅହମ୍ମଦାବାଦର କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ଯେ,…

ଅହମ୍ମଦାବାଦ ଅଗ୍ନିକାଣ୍ଡ: ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ନବୀନ

ଭୁବନେଶ୍ୱର: ଗୁଜୁରାଟର ଅହମ୍ମଦାବାଦରେ କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ରେ ନବୀନ ଲେଖିଛନ୍ତି ଯେ, ଦୁର୍ଘଟଣାରେ ସେ ଗଭୀର ଭାବେ ମର୍ମାହତ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏଭଳି ଦୁଃଖଦ ସ୍ଥିତିର…