Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ ଯୋଦ୍ଧାଙ୍କ ପାଇଁ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରିବାକୁ ଅପିଲ

ଭୁବନେଶ୍ୱର: କାଲି ସନ୍ଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସନ୍ଧ୍ୟାରେ ୧ମିନିଟର ନିରବ ପ୍ରାର୍ଥନା କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯିଏ ଯେଉଁଠି…

ଓଡିଶାରୁ ସୁସ୍ଥ ହେଲେ ୧୪୦୯ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨୪ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୨୫୮ ଜଣ ଗଞ୍ଜାମରୁ, ୨୧୮ ଜଣ ଖୋର୍ଦ୍ଧା, ୧୨୮ ୧୨୮ ଜଣ ରାୟଗଡାରୁ, ୧୨୨ ଜଣ…

ବର୍ଷା ଆଲର୍ଟ, ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ଉତ୍ତର ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ୧୮ଟି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସବୁ ଜିଲ୍ଲାପାଳଙ୍କୁ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ତାଙ୍କ କର୍ମଚାରୀ ପଜିଟିଭ ଆସିଥିଲେ । ସେ ଟୁଇଟ୍ କରି…

ଦୋକାନ ଆଗରେ ଚା’ ପିଇବା ମନା, ରେଷ୍ଟୁରାଂଟରୁ ନେବେ ପାର୍ସଲ

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ଚା’ ପିଇ ପାରିବେ ନାହିଁ ଗ୍ରାହକ । ଦୋକାନ ଆଗରେ ଚା’ ପିଇବା ଉପରେ କଟକଣା ଲାଗଯାଇଛି । ଖାଦ୍ୟ ବିକ୍ରେୟକାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ଗାଇଡାଲାଇନ୍ ଜାରି ହୋଇଛି । ରେଷ୍ଟୁରାଂଟ, ଢ଼ାବା, ରାସ୍ତାକଡ ଠେଳା ଦୋକାନୀଙ୍କ ପାଇଁ ଏହି ଗାଇଡଲାଇନ୍ ଜାରି…

ଭୁବନେଶ୍ୱରରେ ଆଉ ୧୪୯ ପଜିଟିଭ ଚିହ୍ନଟ, ୧୪୫ ସୁସ୍ଥ

ଭୁବନେଶ୍ୱର: ବିପଦରେ ଭୁବନେଶ୍ୱର । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୧୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧ ଜଣ ଅଛନ୍ତି । ଏହା ସହ ରାଜଧାନୀରେ ୧୪୫…

ସବୁ ରେକର୍ଡ ଭାଙ୍ଗିଲା ଭାରତ, କରୋନାରୁ ଦିନକରେ ୪୪,୩୦୬ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନାର କୋପ ଜାରି ରହିଛି । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୪୪ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ଆଜିଠୁ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ ନୋଡାଲ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ ର ଶିକ୍ଷକଙ୍କୁ ଅନଲାଇନ ତାଲିମ ଦିଆଯାଇଛି । ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ସଚିବ…

ଭୀମସାର୍‌ର ୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର: ଏବେ କିଲର ଭାଇରସ କରୋନା କବଳରେ କୋଭିଡ ଯୋଦ୍ଧା । ବର୍ଲା ଭୀମସାରର ୯ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମେଡିସିନ ବିଭାଗର ୯ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ମେଡିସିନ ବିଭାଗର ଓପିଡିକୁ ଆଜି ପାଇଁ ବନ୍ଦ ରଖାଯାଇଛି । ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର…

ରହସ୍ୟ: ରାକ୍ଷୀ ସାଜିଛି ରାକ୍ଷସ !

ଉତ୍ତରପ୍ରଦେଶ: ଗତକାଲି ଥିଲା ରକ୍ଷା ବନ୍ଧନ । ସାନଠୁ ବଡ, ନିଜଠୁ ଆରମ୍ଭ କରି ଧରମ ଭାଇଙ୍କୁ ରାକ୍ଷୀ ବାନ୍ଧି ଅନେକ ଭଉଣୀ ଦିନଟିକୁ ଖୁସୀରେ କାଟିଥିଲେ । ପ୍ରତିବର୍ଷ ଲୋକେ ରକ୍ଷା ବନ୍ଧନ ପାଳି ଆସୁଥିଲାବେଳେ ଭାରତର ଏମିତି ବି ଏକ ସ୍ଥାନ ଅଛି ଯେଉଁଠି ରକ୍ଷା ବନ୍ଧନର ନାଁ ଶୁଣିବା ମାତ୍ରେ…