Latest Odisha News

BREAKING NEWS

Browsing Category

ରହସ୍ୟ

[ଭିଡ଼ିଓ] ରହସ୍ୟମୟୀ ଫୁଟନ୍ତା ତପ୍ତ ନଦୀ

ପେରୁ: ପ୍ରତିଦିନ ଆମ ସାମନାକୁ କିଛି ନା କିଛି ଅଦଭୁତ ଘଟଣା ଆସିଥାଏ । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ । ରହସ୍ୟମୟ ଦୁନଆରେ କିଛି ନା କିଛି ରହସ୍ୟମୟ ଘଟଣା ଘଟିଚାଲିଛି । କିଛି ଆମ ଜ୍ଞତ ସାରରେ ଥିବା ବେଳେ କିଛି ରହସ୍ୟ କେବଳ ରହସ୍ୟ ହୋଇ ରହିଛି । ସେମିତି ଆଜି ଏକ ରହସ୍ୟମୟୀ ନଦୀ…

[ଭିଡ଼ିଓ] ମହିଳା ବେଶରେ ଶାଢୀ ପିନ୍ଧି ପୁରୁଷଙ୍କ ଦେବୀ ପୂଜା

କୁଲଙ୍ଗରା: ଭଗବାନଙ୍କ ଉପାସନା ପାଇଁ ବିଭିନ୍ନ ପ୍ରଥା । ବିଭିନ୍ନ ପଦ୍ଧତିରେ ପୂଜାର୍ଚ୍ଚନା । ତେବେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ଭଗବାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।    ସେମିତି କିଛି ପୂଜା ପଦ୍ଧତି ଅଲାଗା ଢଙ୍ଗରେ ହୋଇଥାଏ । ଯାହାକି ଆମ ଜ୍ଞାତସାରରେ ନଥାଏ । ଯେଉଁଥିରେ…

[ଭିଡ଼ିଓ] ରଙ୍ଗ ବଦଳାଉଥିବା ମା’ଧାରୀ ଦେବୀ ମୂର୍ତ୍ତି

ଜମ୍ମୁ: ଶୁଣିଲେ ଘଟଣା ବେଶ ଆଶ୍ଚର୍ଯ୍ୟ ଲାଗେ । ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଆମ ସାମନାରେ ପ୍ରତିଦିନ ଏମିତି କିଛି ନା କିଛି ଘଟଣା ଘଟିଚାଲିଛି। ଯାହାର ସତ୍ୟତା କିନ୍ତୁ ଆମକୁ ଅଗୋଚର ରହିଛି । ସେହିଭଳି ଏକ ମନ୍ଦିର ରହିଛି ଉତ୍ତରାଖଣ୍ଡରେ । ଶ୍ରୀନଗରଠାରୁ ପ୍ରାୟ…

ମାଟି ତଳେ ସୁନାର ବାଇବେଲ୍

ଲଣ୍ଡନ: ମାଟି ତଳୁ ମିଳିଲା ସୁନାର ବାଇବେଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ନର୍ସ ମାଟି ତଳୁ ଏହି ସୁନେଲି ବାଇବେଲ ପାଇଛନ୍ତି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବାରେ କାମ କରୁଥିବା ନର୍ସ ଜଣଙ୍କୁ ଏପରି ବାଇବେଲ୍ ମିଳିଛି । ବଫଲେ ବେଲି ନାମକ ଜଣେ ନର୍ସ ୟୁକେ ଜାତୀୟ…

[ଭିଡ଼ିଓ] ରହସ୍ୟମୟ କ୍ଷୀର ଭବାନୀ ପୀଠ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘଟଣା ବିଶ୍ୱାସ ନହେଲେ ବି ସତ । ହେଲେ ଏଠି ରହିଛି ଅନେକ ରହସ୍ୟ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମନାରେ ଘଟୁଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ ରହସ୍ୟମୟ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁ କଶ୍ମୀର ଶ୍ରୀନଗରର ତୁଲ୍ଲା…

[ଭିଡ଼ିଓ] ରହସ୍ୟମୟ ଦୁନିଆର ଗାୟବ ମନ୍ଦିର ‘ବାଥୁ କି ଲଡି’

ଓଡ଼ିଶା ସମ୍ବାଦ ବ୍ୟୁରୋ : ରହସ୍ୟମୟ ଦୁନିଆ । ଆମ ଏହି ରହସ୍ୟ ଭିତରେ ଆମେ । ପ୍ରତିଦିନ କିଛି ନା କିଛି ରହସ୍ୟମୟ ଘଟଣା ଘଟି ଚାଲିଛି । ହେଲେ ତାର ସତ୍ୟତା କି ରହସ୍ୟ ଆମ ଜ୍ଞାତ ସାରରେ ବାହାରେ । ସାଧାରଣ ମଣିଷ ତ ଦୂର କଥା ବେଜ୍ଞାନିକ ବି ଫେଲ୍ ମାରିଛନ୍ତି ରହସ୍ୟ ଜାଣିବାରେ । ସେମିତି ଏକ…

[ଭିଡ଼ିଓ] ମନ୍ଦିରକୁ ପୁରୁଷ ମନା .. .

ଓଡ଼ିଶା ସମ୍ବାଦ ବ୍ୟୁରୋ : ବିଭିନ୍ନ ଧର୍ମ ଆଉ ବିଶ୍ୱାସ ଭିତରେ ରହିଛେ ଆମେ । ଆମ ଚାରିପଟେ ବିଭିନ୍ନ ମଠ ମନ୍ଦିର ମାନ ରହିଛି । ଆଉ ସବୁ ମଠ ମନ୍ଦିର ଗୁଡିକରେ କିଛି ଜଣା ଅଜଣା ଆଉ ରହସ୍ୟମୟ କଥା ରହିଛି ।   କିଛି କଥା ବିଶ୍ୱାସ ନହେଲେ ବି ସତ । ଯେମିତିକି ଆମେ ସବୁ ପ୍ରତିଦିନ ମନ୍ଦିର…

[ଭିଡ଼ିଓ] ରହସ୍ୟମୟ ଦେବଗିରି ଦୁର୍ଗ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଇତିହାସରେ ବେଶ ଗୁରୁତ୍ୱପୁର୍ଣ୍ଣ । ଏବେ ବି ରାଜାରାଜୁଡା ଅମଳର ଇତିହାସ ବହନ କରୁଛି । ଶହ ଶହ ବର୍ଷ ଧରି ମୁକ ସାକ୍ଷୀ ପାଲଟିଛି ବିଭିନ୍ନ ଦୁର୍ଗ । ସେହି ଦୁର୍ଗ ମଧ୍ୟରୁ ସବୁଠୁ ଏକ ଶକ୍ତିଶାଳୀ ଦୁର୍ଗ ହେଉଛି ଦେବଗିରି ଦୁର୍ଗ । ମହାରାଷ୍ଟ୍ର ଔରଙ୍ଗାବାଦରେ…

[ଭିଡ଼ିଓ] ବିଷ୍ଣୁଙ୍କ ମୂର୍ତ୍ତିରେ ମହାଦେବଙ୍କ ପ୍ରତିମା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭଗବାନଙ୍କ ନିକଟରେ ଆସ୍ଥା ଓ ବିଶ୍ୱାସ । ଯେଉଁଠି ଚମତ୍କାର ହୋଇଥାଏ ସେଠାରେ ଲୋକଙ୍କ ବିଶ୍ୱାସ ବଢିଯାଏ । ଆଉ ସେଠି ଧର୍ମସ୍ଥାନ ହୋଇଥିଲେ ସେଠାରେ ଶ୍ରଦ୍ଧା ବି ଯୋଡି ଯାଏ । ପ୍ରତିଦିନ ଏମିତିକ କିଛି ନା କିଛି ଘଟଣା ସମାନାକୁ ଆସିଥାଏ । ଯାହାକି ଆସ୍ଥା ବୋଲି ଆମେ…

ଅଭିଷେକ ପରେ ରଙ୍ଗ ବଦଳାଏ କ୍ଷୀର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭିଷେକ ପରେ ରଙ୍ଗ ବଦଳାଏ କ୍ଷୀର । ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରସାଦ ସହ କ୍ଷୀର ଅର୍ପଣ କରିଲେ ତାହା ଧଳା ରଙ୍ଗରୁ ନୀଳ ରଙ୍ଗରେ ପରିଣତ ହୋଇଯାଏ । ଯାହା ନିଜ ଅଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏହି ମନ୍ଦିର ରହିଛି କେରଳରେ । କେରଳ…