Latest Odisha News

BREAKING NEWS

Browsing Category

ରହସ୍ୟ

ଓଡ଼ିଶାର ବିରଳ ଆଦିବାସୀ ଜନଜାତି ‘ଜୁଆଙ୍ଗ’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦେଖାଯାଉଥିବା ୧୩ ପ୍ରକାର ଆଦିମ ଜନଜାତି ମଧ୍ୟରୁ ଜୁଆଙ୍ଗ ଅନ୍ୟତମ । ଜୁଆଙ୍ଗମାନଙ୍କର ଉତ୍ପତ୍ତି ଗୋନାସିକା ପର୍ବତ ପାଦଦେଶରେ ହୋଇଥିଲା । ସେମାନଙ୍କ ଭାଷାରେ ଜୁଅଙ୍ଗର ଅର୍ଥ ହେଉଛି ମଣିଷ । ସେମାନେ ନିଜକୁ ପତ୍ର-ଶବର ମଧ୍ୟ କହିଥାନ୍ତି । ସେମାନେ ପତ୍ର ପରିଧାନ…

ବିଶ୍ୱର ଏକମାତ୍ର ମନ୍ଦିର, ଯେଉଁଠି ଭକ୍ତଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଶ୍ୱାସ ଓ ସମସ୍ୟାର ସମାଧାନ ଲାଗି ମନ୍ଦିର ଯାଇଥାନ୍ତି । ହେଲେ କେବେ ମନ୍ଦିରକୁ ଯାଇ ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୟଭୀତ ହେବା କଥା ଶୁଣିଛନ୍ତି କି ? ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା, ଯେଉଁଠି ଲୋକେ ପ୍ରବେଶ କରିବା ତ ଦୂରର କଥା ପାଖଦେଇ…

ଏମିତି ଏକ ଗାଁ, ଯେଉଁଠି ଜୋତା ପିନ୍ଧିବା ଅଭିଶାପ !

ମଦୁରାଇ: ସଦ୍ୟ ସ୍ଥିତିରେ ଭଳିକିଭଳି ଜୋତା ପିନ୍ଧିବା ଏବେ ଟ୍ରେଣ୍ଡ ସେଟ୍ଟର୍ ପାଲଟିଛି । ଏପରିକି ଲୋକେ ଦେହର ଲୁଗା ସହ ଜୋତାକୁ ମ୍ୟାଚିଂ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଜିର ଆଧୁନିକ ଯୁଗରେ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଜୋତା କମ୍ବା ଚପଲ ନାଁ ଶୁଣିଲେ କ୍ରୋଧିତ…

ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର କଳ୍ପବଟ ସମ୍ପର୍କରେ ଜାଣନ୍ତୁ କିଛି ଅଲୌକିକ କଥା…

ଭୁବନେଶ୍ୱର: ଅନେକ ଇତିହାସ, କିମ୍ବଦନ୍ତୀ,ତଥା ରହସ୍ୟକୁ ନିଜ ଭିତରେ ଧରି ରଖିଛି ପୁରୀର ଦିବ୍ୟ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଏହି ମନ୍ଦିରର ପ୍ରତି କୋଣ ଅନୁକୋଣରେ ଭାଟି ରହିଛି କଳା, ଭାସ୍କର୍ଯ୍ୟ, ସଂସ୍କୃତି ସାଙ୍ଗକୁ ଅନେକ ଅଲୌକିକ ଗାଥା। ଏହି ଦେଉଳର ପ୍ରତିଟି ପଥରରେ ଜଡ଼ିତ ଭିନ୍ନ ଭିନ୍ନ…

ମରୁଭୂମିରେ ଠାବ ହେଲା ରହସ୍ୟମୟ ଧାତୁ ଖମ୍ବ !

ଭୁବନେଶ୍ୱର: ବର୍ଷ ୨୦୨୦ର ଅପ୍ରତ୍ୟଶିତ ଯାତ୍ରା ଏବେ ବି ଜାରି ରହିଛି । କରୋନା ମହାମାରୀ ପରେ ବି ଅନେକ ରହସ୍ୟମୟ ରୋଗ ବିଶ୍ୱରେ ଦେଖାଦେଇଛି । ହେଲେ ଏଠି ଆମେ କେଉଁ ରୋଗ ବିଷୟରେ ନୁହେଁ ବରଂ ଏକ ଧାତୁ ଖମ୍ବ ବିଷୟରେ ଚର୍ଚ୍ଚା କରୁଛୁ । ଜାଣି ଆଶ୍ଚର୍ଯ୍ୟ ହେବେ ମରୁଭୂମିରେ ଏକ ବିରାଟକାୟ ଧାତୁ…

ଆସନ୍ତୁ ଜାଣିବା ଭାରତର କେଉଁ ଗ୍ରାମରେ ପ୍ରତି ଘରେ ସାପ ନିର୍ଭୟରେ ବିଚରଣ କରେ !

ଶେତଫାଲ: ଭାରତରେ ଏପରି ଗ୍ରାମ ଅଛି ଯାହାର ସ୍ୱତନ୍ତ୍ର ଚଳଣି ଆମକୁ ଚକିତ କରି ପକାଏ । ସେହି ଭଳି ଏକ ଗ୍ରାମ ହେଲା ମହାରାଷ୍ଟ୍ରର ଶେତଫାଲ । ୨୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ରହୁଥିବା ଏହି ଗ୍ରାମରେ ସାପଙ୍କୁ ବିଶେଷ କରି ନାଗସାପକୁ ସ୍ଥାନୀୟ ବାସିନ୍ଦା ବହୁତ ଭକ୍ତି କରିଥାନ୍ତି । ପ୍ରତ୍ୟେକ…

ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର !

ପାଲିତାନା : ଅନନ୍ୟ ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ଭାରତ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ତେବେ ଭାରତ ଏକ ରହସ୍ୟମୟ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ହେଉ କି ପୌରାଣିକ ଗାଥା । କାହିଁ କେଉଁ ଅଜଣା ଯୁଗରୁ ଭାରତ ଅନେକ ଅକୁହା ଓ ଅଜଣା ରହସ୍ୟକୁ ନେଇ ଲୋକଙ୍କର…

ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା’ ବିମଳାଙ୍କ ଅଲୌକିକତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ ଓ ଆଶ୍ଵିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ…

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠକୁ ନେଇ କ’ଣ ରହିଛି ଲୋକକଥା, ଜାଣନ୍ତୁ

ଭୁବନେଶ୍ୱର: ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରମୁଖ ଶୈବ ପୀଠ। ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଅବସ୍ଥିତ। ଭଦ୍ରକ ସହର ଠାରୁ ପାଖାପାଖି ୪୦ କି.ମି. ଦୂରରେ ଏହା ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା…

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କରେ ଜାଣନ୍ତୁ, କିଛି ଅଜଣା କଥା

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥ। ଅନେକ ରସହ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା…