Latest Odisha News

BREAKING NEWS

Browsing Category

ଅପରାଧ

କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩)…

ବିବାହର ୩ଦିନ ପରେ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ତଥା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ନବ ବିବାହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରର ଜି.ବେଣୁ ଏବଂ ତାଙ୍କ ସ୍ତ୍ରୀ ସିଏଚ୍‌.ପ୍ରତିମା। ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ବେଳେ ଏହି…

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ୍, ଜେଏନୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର ପରିସର। ଉତ୍କଳ ବିଶ୍ୱବିଦ୍ୟାଳୟ ଧୀରେ ଧୀରେ ପାଲଟୁଛି ଜେଏନୟୁ। ବାଣୀବିହାର କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼ । ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରକୁ ମାଡ଼ ମାରିଛନ୍ତି ଗୋଟିଏ ଗୋଷ୍ଠୀର ଛାତ୍ର । ଆକ୍ରମଣରେ ଆହତ…

ସୁନା ଦାନ୍ତ ପାଇଁ ଧରାପଡିଥିଲା ୧୫ ବର୍ଷ ଧରି ଲୁଚିଥିବା ଅଭିଯୁକ୍ତ , ଏଲଆଇସି ଏଜେଣ୍ଟ ଭାବରେ ପହଞ୍ଚି ଧରିଲା ପୋଲିସ୍

ମୁମ୍ବାଇ: ଚୋରିର ଅନେକ ଭିଡିଓ ସୋସିଆଲ ମିଡିଆରେ ଆସିଥାଏ । ହେଲେ ବେଳେବେଳେ ଚୋରମାନେ ନିଜର ମଜାଳିଆ ଗୁଣ ଯୋଗୁଁ ଭାଇରାଲ ହୁଅନ୍ତି । ଏହିପରି ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୧୫ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ବ୍ୟକ୍ତି ହେଉଛି ୩୮…

ଆପାର୍ଟମେଣ୍ଟ ଦେବା ନାଁରେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ, ଡାକ୍ତର ଗିରଫ

ବ୍ରହ୍ମପୁର: ବିଲଡର୍‌ କମ୍ପାନି ଖୋଲି ଜଣେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ କରିବା ଅଭିଯୋଗରେ ବଡବଜାର ଥାନା ପୁଲିସ ବ୍ରହ୍ମପୁରର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ମଳାଶୁଣିପେଟା ସାହିର ବାସିନ୍ଦା ଡାକ୍ତର ଡି. ଉତ୍ତମ କୁମାର। ୨୦୨୧ ଅକ୍ଟୋବର ୧ ତାରିଖରେ ବଡବଜାର ଥାନାରେ…

ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ଏଟିଏମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କୋରାପୁଟ: ଦାମୀ ଗାଡିରେ ଆସିଲେ, ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଜାଳିଦେଲେ ଏଟିଏମ୍ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ । ରାତି ପ୍ରାୟ ୩ଟା ୩୦ମି ରୁ ୩ଟା ୪୫ମି ମଧ୍ୟରେ ଏସବିଆଇ ଏଟିଏମରୁ ଚୋରି ହୋଇଛି ।…

ଗୃହ ସହାୟିକାଙ୍କୁ ନିର୍ଯାତନା ଦେଇ ଚାକିରିରୁ ବାହାରିଲେ ଦମ୍ପତି

ହରିଆଣା: ଗୃହ ସହାୟିକାଙ୍କୁ ନିର୍ଯାତନା ଦେଇ ଚାକିରିରୁ ବାହାରିଲେ ଦମ୍ପତି। ଏହି ଦମ୍ପତି ହେଉଛନ୍ତି ମନୀଷ ଖଟ୍ଟର ଏବଂ କମଲଜୀତ କୌର୍‌ । ନିଜ ନାବାଳିକା ଗୃହ ସହାୟିକାଙ୍କୁ ଶାରୀରିକ ଓ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ଘରେ ଗତ ୫ ମାସ…

ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଆସାମରୁ ଗିରଫ କଲା STF

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫ୍ ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଗିରଫ ଜଣଙ୍କ ସଲିମ ଅହମ୍ମଦ ଘର ମଣିପୁରର ଇମ୍ଫାଲରେ । ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।…

ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ନିଆଯିବ ଗୁଜରାଟ, ଜାଣନ୍ତୁ କେମିତି ହୁଏ ପରୀକ୍ଷା…

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ । ଏଥିପାଇଁ ଗୋପାଳ ରାଜି ହୋଇଥିବା ବେଳେ କୋର୍ଟ ବି ଦେଇଛନ୍ତି ଅନୁମତି । ନାର୍କୋ ଟେଷ୍ଟ ସହ ଗୋପାଳର ପଲିଗ୍ରାଫ ଟେଷ୍ଟ ହେବ । ଏଥିସହ କ୍ରାଇମବ୍ରାଞ୍ଚ ଗୋପାଳକୁ ଆଉ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି…

ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା, ୬ ବନ କର୍ମଚାରୀ ଗିରଫ

କଟକ: ଆଠଗଡ଼ ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା । ପୋଲିସ ହାତରେ ବନ୍ଧା ହେଲେ ୬ ଜଣ ବନ କର୍ମଚାରୀ । ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସହ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫ ହୋଇଛନ୍ତି…