Latest Odisha News

BREAKING NEWS

Browsing Category

ଅପରାଧ

ବିଚ୍ ବଜାରରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା, ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ ଯୁବକ

ସଇଁନ୍ତଳା : ଦିବାଆଲୋକରେ ବିଚ୍ ବଜାରରେ ଦେଢ ଲକ୍ଷ ଟଙ୍କା ଲୁଟ । ଟିଟିଲାଗଡ଼ ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୁତ୍ତ ଟଙ୍କା ଲୁଟ କରିଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଲୁଟ ହୋଇଛି । ଏନେଇ ଟିଟିଲାଗଡ ଥାନାରେ…

ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଅଞ୍ଚଳରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ବୋମାମାଡ଼ ଘଟଣା । ବୋମାମାଡ଼ରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିବ ପୋଲିସ । ୩…

ବାଳକାଟିରୁ ୧ କିଲୋ ସୁନା ଜବତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଳକାଟିରୁ ୧ କିଲୋ ସୁନା ଜବତ । ଚୋରି ସୁନା କିଣିବା ଅଭିଯୋଗରେ ସୁନା ଦୋକାନୀଙ୍କୁ ହେପାଜତକୁ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ସୁନା ଦୋକାନୀ ସୁଶାନ୍ତ ଦେଠୀଙ୍କୁ ପୋଲିସ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା…

ପଞ୍ଜାବ ସୀମାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର: ୨ ଭାରତୀୟଙ୍କ ସମ୍ପୃକ୍ତି ସୂଚନା

ଅମୃତସର: ପଞ୍ଜାବ ସୀମାରେ  ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରାଯାଇଛି । ଏହାସହ ୨୨ କିଲୋ ହେରୋଇନ୍‌ ଏବଂ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ କରାଯାଇଛି । ବିଏସ୍‌ଏଫ୍‌ ଓ ଅମୃତସର ପୋଲିସର ମିଳିତ ଅଭିଯାନରେ AK ସିରିଜ୍‌ର ୪ଟି ମାଗାଜିନ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ…

ବୀଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀର ପରକୀୟା ପ୍ରୀତି ଯୋଗୁଁ ସ୍ବାମୀ ନେଲା ୪ ଜଣଙ୍କ ମୁଣ୍ଡ, ଅଭିଯୁକ୍ତ ଗିରଫ

ବିନିକା: ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି । ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗାଁରେ ନିଜ…

ରାଜଧାନୀରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ମହିଳାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି ସ୍ପେଶାଲ୍ ସ୍କ୍ୱାଡ୍ । ପ୍ୟାକେଟରେ ଗଞ୍ଜେଇ ସବୁ ଭର୍ତ୍ତି କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ପାଖାପାଖି ଦେଢ଼ କ୍ୱିଣ୍ଟାଏଲ ହେବ । ଏହି…

ଥାନା ଭିତରେ ପଶି ଅଭିଯୋଗକାରୀ ଦମ୍ପତିଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ଥାନା ଭିତରେ ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୃତ୍ତ । ପୋଲିସ ଉପସ୍ଥିତିରେ ଏକାଧିକ ଲୋକ ସଂଘବଦ୍ଧ ଆକ୍ରମଣ କଲେ । ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ହାଣି ଲହୁଲୁହାଣ କଲେ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…

ତହସିଲଦାରଙ୍କ ଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାଏକଙ୍କ ଠାରୁ କଟକ ଭିଜିଲାନ୍ସ ଡିଭିଜନ ନଗତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି । ତହସିଲଦାର ବିଚିତ୍ରାନନ୍ଦ ଘରକୁ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୩ଟା ୩୦ ସମୟରେ ଏତେ ପରିମାଣର ଟଙ୍କା ତାଙ୍କଠାରୁ ମିଳିଛି ।…

୨୦ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ମଧୁପାଟଣା ଥାନା ASI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୋଲିସ ବାବୁ । କଟକ ମଧୁପାଟଣା ଥାନାର ଏଏସ୍ଆଇ ପ୍ରଣବ କିଶୋର ପ୍ରହରାଜଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି । ପ୍ରଣବଙ୍କୁ ଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ପ୍ରଣବଙ୍କୁ ଗିରଫ ପରେ ତାଙ୍କ ସରକାରୀ ବାସଭବନରେ ରେଡ୍ କରିଛି କଟକ…

ବସ୍ତା ଭିତରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ସମ୍ବଲପୁର : ସମ୍ବଲପୁର ବରାଇପାଲିରେ ଚାଞ୍ଚଲ୍ୟ । ବସ୍ତା ଭିତରୁ ମିଳିଛି ଯୁବକଙ୍କ କ୍ଷତାକ୍ତ ମୃତଦେହ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଯୁବକଙ୍କୁ ହତ୍ୟା ପରେ ବସ୍ତାରେ ପୂରାଇ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଯୁବକଙ୍କ ପରଚିୟ ମିଳିନଥିବା ବେଳେ,…