Latest Odisha News
Browsing Category

ଅପରାଧ

ପୁଅ ଆଗରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ମେରଟ: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଆଗରେ ପୁଅ ଠିଆ ହେଇ କାକୁତି ମିନତୀ ହେଉଥିଲା । ହାତୁଡ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଏହି ବ୍ୟକ୍ତି । ଶିବଲୋକପୁରୀରେ ରହୁଥିବା ଦେବେନ୍ଦ୍ର ସିଂ…

ନିଶା ଉପରେ ରୋକ: କେନ୍ଦ୍ରର ଚାରି ଥାକିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା…

ଗୋଧିକୁ ଗଣଦୁଷ୍କର୍ମ; ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯୌନ ଉତ୍ତେଜନାର ସୀମା ପାର କରିଗଲା ମଣିଷ । ଶେଷରେ ଗୋଧିକୁ କଲା ଦୁଷ୍କର୍ମ । ପୂର୍ବରୁ ଏମିତି କିଛି ଦୁଷ୍କର୍ମ ଜନିତ ବିକୃତ ଖବର ଆସିଛି । ଯାହା ମାନସିକ ସ୍ଥିତି ବିଗାଡ଼ିଦିଏ । ଯେଉଁଥରେ ଆପଣ ଶିଶୁ, ବୃଦ୍ଧା, ସଂପର୍କୀୟ ଓ ପରିବାର ସଦସ୍ୟଙ୍କ ସହ ଦୁଷ୍କର୍ମର ଖବର ଶୁଣିଥିବେ ।…

ଗୁଣି ଗାରେଡି ସନ୍ଦେହରେ ହତ୍ୟା ମାମଲା: ବାପା ଓ ୨ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ : ଧର୍ମଗଡ ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଆସିଛି ରାୟ । ବାପା ଓ ୨ ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଧର୍ମଗଡ଼ ଏଡିଜେ । ଶିଶୁପାଳ ବିଶି ଏବଂ ତାଙ୍କ ଦୁଇ ପୁଅ ଦିଗାମ୍ବର ବିଶି ଏବଂ…

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ: ହଟୁନି ସସପେନ୍ସ..ଆଜି ସକାଳୁ ମୃତଦେହ ଉଦ୍ଧାର

ନବରଙ୍ଗପୁର : ଗୋଟିଏ ଗଛର ଗୋଟିଏ ଡାଳରେ ତିନି ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ। ଗତକାଲି ନବରଙ୍ଗପୁର ଉମରକୋଟ ଥାନା ତୋହରା ଗାଁରେ ଘଟିଥିବା ଏ ଦୁଃଖଦ ଘଟଣାକୁ ୟା ଭିତରେ ବିତିଲାଣି ୨୪ ଘଣ୍ଟା। ହେଲେ ଏଯାଏଁ ଏ ରହସ୍ୟଜନକ ଘଟଣା ଉପରେ ହଟିନି ପରଦା। ଶନିବାର ଅପରାହ୍ଣ ପ୍ରାୟ ୪ଟା…

ରାଜଧାନୀରେ ହତ୍ୟାକାଣ୍ଡ: ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ ସାମ୍ନାରେ ଆକ୍ରମଣ

 ଭୁବନେଶ୍ୱର:  ରାଜଧୀନରେ ହତ୍ୟାକାଣ୍ଡ । ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା । ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ୍ ସମ୍ମୁଖରେ ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲା ଶୋଇଥିବା ବେଳେ ଆକ୍ରମଣ ହୋଇଛି । ଆକ୍ରମଣରେ ସ୍ୱାମୀର…

ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର, ତିନି ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ରବିବାର ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର କରି ତିନି ଜଣ ଗିରଫ ହୋଇଛନ୍ତି । ହାଇଦ୍ରାବାଦରୁ ଲକ୍ଷେ୍ନø ଯିବା ବାଟରେ ତିନି ଜଣ ପୁରୁଷ ଯାତ୍ରୀ ଜଣେ ଏୟାର ହୋଷ୍ଟେସଙ୍କୁ ମଦ ପିଇ ଖରାପ ବ୍ୟବହାର ଦେଖାଇଥିଲେ । ଥରେ ନୁହେଁ, ପୁରା ଯାତ୍ରା ମଧ୍ୟରେ ବାରମ୍ବାର ଏହା…

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀ: ମୃତ୍ୟୁର କାରଣ ଅସ୍ପଷ୍ଟ

ନବରଙ୍ଗପୁର : ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ । ଏକାବେଳକେ ଏମାନେ କେଉଁ…

ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଉପରକୁ ପୁଣି ବୋମାମାଡ଼

ଢେଙ୍କାନାଳ: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ପୁଣି ବୋମାମାଡ଼ ହୋଇଥିବାର ଖବର ମିଳିଛି । ଗତକାଲି ମଧ୍ୟ୍ୟରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ହୋଇଛି ବୋମାମାଡ଼,…

[ଦେଖନ୍ତୁ ଭିଡିଓ] ଝୁମ୍ପୁଡି ଘରେ ବିଡ଼ା ବିଡ଼ା ଟଙ୍କା : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଗିରଫ

ଭୁବନେଶ୍ୱର : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଏହି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି ।  ଶୁକ୍ରବାର ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଆଜି ସକାଳେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ…