Latest Odisha News

BREAKING NEWS

Browsing Category

ଅପରାଧ

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସ

ପୁରୀ: କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ । ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରୀ ପୁଲିସ ସଫଳ ହୋଇଛି। ଏହି କୁନମୁନ ସୁଆର, ହରି ପଣ୍ଡା ଓ ଟୁଟୁ ମହାପାତ୍ର।ଙ୍କୁ…

ମେମୋରୀ ଚିପ୍ ଖୋଲିବ ମାନସ ସ୍ୱାଇଁ ହତ୍ୟା ଗୁମର, ରିମାଣ୍ଡରେ ଯିବେ ନିରଞ୍ଜନ ସେଠୀ

ଭଦ୍ରକ: କ୍ୟାମେରାମ୍ୟାନ୍ ମାସନ ସ୍ୱାଇଁ ହତ୍ୟାର ଗୁମର ଧିରେ ଧିରେ ଫିଟାବାରେ ଲାଗିଛି । ମେମୋରୀ ଚିପ୍ ପାଇଁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । କେଉଁଠି ଅଛି ସେହି ମେମୋରୀ ଚିପ୍ ? ଏଯାଏ ପୋଲିସର ହସ୍ତଗତ ହୋଇନି । ପ୍ରଶ୍ନ ଉଠୁଛି ମେମୋରୀ ଚିପରେ ଏମତି କଣ ଥିଲା ? କି ରହସ୍ୟ ସେଥିରେ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଖାରଜ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ମାନସ ନିଖୋଜ ନେଇ ପରିବାର ଲୋକ ଫେବ୍ରୁଆରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଏତଲା…

[ଦେଖନ୍ତୁ ଭିଡିଓ] ମୁଣ୍ଡ ନେବାକୁ ୩୦ ଲକ୍ଷର ଡିଲ୍ : ସୁପାରୀ ଦେଇଥିଲେ ବାପ-ପୁଅ

ପୁରୀ: ମୁଣ୍ଡ ନେବାକୁ ହୋଇଥିଲା ୩୦ ଲକ୍ଷର ଡିଲ୍ । ହତ୍ୟା ପୂର୍ବରୁ ଅଗ୍ରୀମ ୨ ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତ । ପିସ୍ତଲ ପାଇଁ ନେଇଥିଲେ ୭୦ହଜାର ଟଙ୍କା । ପୁରୀରେ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ  ହତ୍ୟା କରିବାକୁ ଦିଆଯାଇଥିଲା ସୁପାରୀ ।  କାଳୁ…

ପୁରୀରେ ସେବାୟତଙ୍କୁ ହତ୍ୟାର ପର୍ଦ୍ଦାଫାସ: ୨ ଷଡଯନ୍ତ୍ରକାରୀଙ୍କ ସମେତ ୬ ଗିରଫ

ପୁରୀ: ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍ । ପ୍ରେସମିଟରେ ମାମଲାର ପର୍ଦ୍ଦାଫାସ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ହତ୍ୟାକାଣ୍ଡରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ…

ତେଲ ପକାଇବା ବାହାନରେ ଆସି ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍

କେନ୍ଦୁଝର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଆସି ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଧରି ଛୁ ମାରିଲେ ଲୁଟେରା । କେନ୍ଦୁଝର ଜିଲ୍ଲା ପଦ୍ମପୁର ପୁଟୁଳିଆରେ ଥିବା ରାଲିଏନ୍ସ ପେଟ୍ରୋଲ…

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ନୂଆ ମୋଡ : ୨ ଷଡ଼ଯନ୍ତ୍ରକାରୀଙ୍କ ସହ ୪ ଅଟକ

ପୁରୀ:  ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା । ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ରହିଥିବା କୁହାଯାଉଛି । ବାବା ମହାପାତ୍ର ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଅଟକ…

ନିଆଳିରେ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ

ନିଆଳି : ନିଆଳିରେ ବୋମାମାଡ ।  ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ କରିଛନ୍ତି କିଛି ଦୁବୃର୍ତ୍ତ । ଗୋବିନ୍ଦପୁର ଥାନା ବ୍ରାହ୍ମଣ ବାଟି ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚଙ୍କ ଘର ସମ୍ମୁଖରେ ଏହି  ବୋମାମାଡ ହୋଇଛିି । ଶନିବାର ବିଳମ୍ବିତ…

[ଭିଡିଓ] କୋରାପୁଟ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ଶୁଣାଣି

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଆଜି ରାୟ ଶୁଣାଣି ହୋଇଛି । ଆଡହକ ଆଡିସନାଲ ସେସନ ଜଜ, ଫାଷ୍ଟଟ୍ରାକ ସ୍ପେସିଆଲ କୋର୍ଟ ଜୟପୁର ପ୍ରଦୀପ କୁମାର ସାସମଲ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଣି କରିଛନ୍ତି । ଅଭିଯୁକ୍ତ…

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ । ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ…