Latest Odisha News
Browsing Category

ଅପରାଧ

ଗଞ୍ଜେଇ ଚୋରା ଚାଲାଣରେ ପୋଲିସ: ଏଏସଆଇ ସମେତ ୪ ଗିରଫ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରେ ପୋଲିସ କରୁଥିଲା ସହଯୋଗ । ଗଞ୍ଜେଇ ଚାଲାଣରେ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ପୋଲିସ ଏଏସଆଇ ଗିରଫ । ମାଲକାନଗିରି ଜିଲ୍ଲା ମାଥିଲି ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ ୩ ଗଞ୍ଜେଇ ମାଫିଆ ବି ଗିରଫ…

‘ବିଏସ୍‌ଏଫ୍‌’ ମେସ୍‌ରେ ଗୁଳିକାଣ୍ଡ: ୫ ଯବାନ୍‌ ନିହତ

ଅମୃତସର: ଆଜି ଅମୃତସରର ଖାସା ଗ୍ରାମରେ ଥିବା ‘ବିଏସ୍‌ଏଫ୍‌’ ମୁଖ୍ୟାଳୟ ମେସ୍‌ରେ ଗୁଳିକାଣ୍ଡ ଘଟିବାରୁ ପ୍ରାୟ ୫ଜଣ ଯବାନ୍‌ ନିହତ ହୋଇଛନ୍ତି। ‘ବିଏସ୍‌ଏଫ୍‌’ ମେସ୍‌ ଭିତରେ ନିର୍ବିଚାର ଭାବେ ଗୁଳି ଚଳାଇଥିବା କନେଷ୍ଟବଳଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ…

ହତ୍ୟାକାରୀ ବଡ଼ଭାଇ: ସାନ ଭାଇକୁ ତଣ୍ଟି ଚିପି ମାରିଲା

ବଲାଙ୍ଗିର: ରକ୍ତ ସମ୍ପର୍କରେ ରକ୍ତର ଛିଟା । ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ । ସାନ ଭାଇ ମଦ ପିଇ ଗାଳିଗୁଳଜ କରିବାରୁ ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚମାରପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଯୋଶେଫ ରୋହିଦା । ଏହି ଘଟଣାରେ…

[ଭିଡିଓ] ପରକୀୟା ପ୍ରୀତିକୁ ନେଇ ଅମାନୁଷିକ ନିର୍ଯାତନା: ତାଲିବାନୀ ଷ୍ଟାଇଲରେ ପ୍ରେମିକଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ

ନବରଙ୍ଗପୁର: ଯୁବକଙ୍କୁ ମହଙ୍ଗା ପଡ଼ିଲା ରାତି ଅଧରେ ବିବାହିତା ପ୍ରେମିକାକୁ ଦେଖାକରିବା । ପରକୀୟା ପ୍ରୀତି ଧରାପଡ଼ିବା ପରେ ପ୍ରେମିକକୁ ବାନ୍ଧିଲେ ଗ୍ରାମବାସୀ । ନିସ୍ତୁକ ମାଡ଼ ମାରିବା ସହ ପ୍ରେମିକ ଉଲଗ୍ନ କରି ଯୌନାଙ୍ଗରେ ନିଆଁ ଚେଙ୍କ ଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…

ନକଲି ଡାକ୍ତର ରମେଶ ସ୍ୱାଇଁ , ଆଜିଠୁ ୫ ଦିନିଆ ରିମାଣ୍ଡ

ଭୁବନେଶ୍ୱର : ଆଜିଠୁ ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଏକାଧିକ ବିବାହ ସାଙ୍ଗକୁ ଲୁଟପାଟ କରୁଥିଲା। ଧରା ପଡ଼ିବା ପରେ ସବୁ ଗୁମର ଧୀରେ ଧୀରେ ବାହାରକୁ ଆସିଛି । ଏହି ନକଲି ଡାକ୍ତରକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଅଣାଯିବ । ଗୌହାଟୀର…

ରାଜଧାନୀରେ ସିରିଜ୍ ଦୁର୍ଘଟଣା: ୪ ଗରୁତର, କାର ଜବତ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ ଦୁର୍ଘଟଣା । ଦୁର୍ଘଟଣା ଘଟାଇଲା ମଦ୍ୟପ କାର୍ ଚାଳକ । ଏଥିରେ ୪ ଜଣ ଗରୁତର ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଜଣେ ମଦ୍ୟପ କାର ଡ୍ରାଇଭର ଜୟଦେବ ବିହାରରୁ ଜାଭିୟର ପଟେ ଯାଉଥିଲେ । ମଦ୍ୟପ କାର ଚାଳକ…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡି ସନ୍ଦେହରେ ବୋମା ମାଡ଼, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ

ଢେଙ୍କାନାଳ: ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ମହୁଲପାଳ ଗାଁରେ । ଗୁଣିଗାରେଡିକୁ ସନ୍ଦେହ କରି ବୋମା ମାଡ କରାଯାଇଥିବା ହୋଇଛି ଅଭିଯୋଗ । ଘଟଣା ନେଇ ୨ ଜଣଙ୍କୁ ଅଟକ ରଖିଛି ପୁଲିସ୍…

ବାଘ ଛାଲ ଜବତ, ଜଣେ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ…

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ…

ଭୁବନେଶ୍ୱରରେ କୋଣାର୍କ ଏକ୍ସପ୍ରେସରୁ ୧୨କୋଟିର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଟ୍ରେନର ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଜାବର । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ସୁନା ଆଣୁଥିବା ବେଳେ ଜବତ କରିଛି ଭୁବନେଶ୍ୱର ଜିଆରପି । ୪ଟି ବ୍ୟାଗରୁ ୩୨ କେଜିରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି । ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କୋଣାର୍କ…