Latest Odisha News

BREAKING NEWS

Browsing Category

ଅପରାଧ

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ…

ଫିଲ୍ମ “ପୁଷ୍ପା” ସାଇଡ୍ ଇଫେକ୍ଟସ୍‌; ଚନ୍ଦନ କାଠ ତସ୍କରି ପାଇଁ ଗିରଫ ଟ୍ରକ୍ ଚାଳକ

ଭୁବନେଶ୍ୱର: ସାଉଥ୍ ଇଣ୍ଡିଆନ୍ ବ୍ଲକ୍‌ବଷ୍ଟର୍ ଫିଲ୍ମ ପୁଷ୍ପାକୁ ନକଲ କରି ଲାଲ୍ ଚନ୍ଦନ କାଠ ତସ୍କରି କରିବା ଜଣେ ଟ୍ରକ୍ ଚାଳକଙ୍କୁ ମହଙ୍ଗା ପଡିଛି । ତସ୍କରି ତ ଫେଲ୍ ମାରିଲା, ଓଲଟା ଟ୍ରକ୍ ଚାଳକ ଜଣକ ମଧ୍ୟ ଚନ୍ଦନ କାଠ ସମେତ ପୋଲିସ ହାତରେ ଧରାପଡିଲା । କ୍ୟାଚ୍ ନ୍ୟୁଜ୍ ରିପୋର୍ଟ…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା

ନୟାଗଡ଼: ପରକୀୟା ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବେରୁଆଁବାରୀ ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟାକାରୀ ସ୍ୱାମୀ ଲଳିତ କୁମାର ସାହୁ ୫ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଗାଁର ମାମିନା ସାହୁଙ୍କୁ ବିବାହ କରିଥିଲା । ମାମିନା ଫୋନ୍‌ରେ…

ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ୪ ରାଉଣ୍ଡ ଗୁଳିମାଡ଼, ଟ୍ୱିଟ୍ କରି ସୂଚନା ଦେଲେ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ ଇ ଇତେହାଦୁଲ ମୁସଲିମିନ୍ (ଆଇଏଏମଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାସିଙ୍କ ଗାଡ଼ି ଉପରକୁ କିଛି ଦୁବୃର୍ତ ଆଜି ଗୁଳିମାଡ଼ କରିଛନ୍ତି । ଏନେଇ ଅସଦୁଦ୍ଦିନ ତାଙ୍କ ଟ୍ୱିଟର ହାଣ୍ଡେଲୁ ଏକ ଟ୍ୱିଟ୍ କରିଛନ୍ତି । ମିରଟରୁ ନିର୍ବାଚନ ପ୍ରଚାର…

ଗିରଫ ହେଲେ କୋଟିପତି ସହକାରୀ ଅଧିକାରୀ ରତ୍ନାକର

କଟକ: ଗିରଫ ହେଲେ ନୂଆପଡା ଜିଲ୍ଲା କୋଟିପତି ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠି । ଆୟ ଠାରୁ ୫୭୦ ଗୁଣା ସମ୍ପତି ଠୁଳ କରିଥିଲେ । ମୋଟ ୬ କୋଟି ୪୩ ଲକ୍ଷ ଟଙ୍କା ର ସମ୍ପତି ଠାବ କରିଛି ଭିଜିଲାନ୍ସ। ରତ୍ନାକରଙ୍କ ସ୍ତ୍ରୀ’ଙ୍କ ନାଁ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆବଶ୍ୟକ…

ଶାଶୁ ଘର ଲୋକଙ୍କ ଆକ୍ରମଣରେ ବାପ ଘର ଲୋକ ଗୁରୁତର

ଜଳେଶ୍ୱର: ବାପଘର ଲୋକ ଝିଅକୁ ଶାଶୁ ଘରକୁ ଆଣିବାକୁ ଯାଇ ମା’, ଭାଇ, ଭଉଣୀ ଭିଣୋଇ ଆକ୍ରମଣର ଶିକାର ହୋଇଥିଲେ । ଶାଶୁ ଘର ଆକ୍ରମଣରେ ଛଅ ଆହତ ଜଣେ ଗୁରୁତର ହୋଇଛନ୍ତି । ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର…

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ କୋର୍ଟ ଚାଲାଣ

ମାଲକାନଗିରି: ପୋଲିସ ହାବୁଡରେ ଗଞ୍ଜେଇ ଚୋରା ଚାଲାଣକାରୀ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ଅଞ୍ଚଳରୁ କାଉଡି ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଥିଲି ପୋଲିସ ହାତରେ ଧରା ପଡିଲେ ୫ଜଣ ଚୋରା ଗଞ୍ଜେଇ ଚାଲାଣକାରୀ । ସୂଚନା ଅନୁସାରେ, ମାଲକାନଗିରି ଜୟପୁରକୁ ସଂଯୋଗ କରୁଥିବା…

ରାଜଧାନୀରୁ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍‌ ରଖିଥିଲେ ଦୁର୍ବୃତ୍ତ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏକ ଓମଫେଡ୍‌ ବୁଥ୍‌କୁ ଚା’ ପିଇବାକୁ ଯାଇଥିବାବେଳେ ତାଙ୍କୁ ଅପହରଣ କରିନେଇଥିଲେ…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକର ଟାଟା ପାୱାର ବିଦ୍ୟୁତ ବିଭାଗ ଯନ୍ତ୍ରୀ ଜଗନ୍ନାଥ ବେହେରା । ସେ ଆଜି ଅପରାହ୍ନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟମ୍ । ସୂଚନା ଅନୁସାରେ, ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା…

ପୁଲିସ ଅଧିକାରୀଙ୍କ କାର ସହ ଧକ୍କା, ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ରାସ୍ତାର ସଇଁତଲା ଥାନା ଗୋଏଲଭାଡ଼ି ଛକ ନିକଟରେ କାର ଓ ବାଇକ ମୁହାଁମୁହିଁ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ରମେଶ ନାଗ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କାରଟି ବଡ଼ମାଳ ପୁଲିସ ଅଧିକାରୀ ସର୍ବେଶ୍ୱର…