Latest Odisha News

BREAKING NEWS

Browsing Category

ଅପରାଧ

ମାଲକାନଗିରିରେ ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ମାଲକାନଗିରି: ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ ଆଜି ବନ ବିଭାଗର ସତର୍କତା କାଠ ମାଫିଆଙ୍କୁ ମହଙ୍ଗା ପଡିଛି । ବିଶ୍ୱସ୍ତ ସୁତ୍ରରୁ କାଠ ଚୋରା ଚାଲାଣ ବିଷୟରେ ଖବର ପାଇ…

ଚୋରି ହୋଇଥିବା ସୁନା ଗହଣା ଫେରାଇଲା ପୋଲିସ

ଭଦ୍ରକ : ଚୋରି ହୋଇଥିବା ସୁନା ଗହଣାକୁ ଫେରି ପାଇଲେ ଲୋକ । ଘର ଲୋକଙ୍କୁ ଡାକି ଚୋରି ହୋଇଥିବା ସାମଗ୍ରୀକୁ ଫେରାଇଛି ପୋଲିସ । ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ରୂପା ଜବତ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଉଦ୍ଧାର କରାଯାଇଥିବା ଏହି ଚୋରି ସାମଗ୍ରୀକୁ ୯ ଜଣ ପରିବାର…

ଫ୍ରି ଫାୟାର ଗେମ୍ ନେଲା ନବମ ଣ୍ରେଣୀ ଛାତ୍ରଙ୍କ ଜୀବନ

କେନ୍ଦୁଝର : ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଅଭାବନୀୟ ଘଟଣା । ଫ୍ରି ଫାୟାର ଗେମ୍ ନେଲା ଜଣେ ଛାତ୍ରର ଜୀବନ । ମୃତ ଛାତ୍ର ଜଣକ ହେଲେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା । ସୌମ୍ୟ ଆଜି ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବାକୁ ମା’ଙ୍କୁ ମୋବାଇଲ୍…

ମହାବୀର ବସ୍ତିରେ ମହିଳାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପ୍ରେମିକକୁ ବାନ୍ଧିଲା ଭରତପୁର ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମହାବୀର ବସ୍ତି ମହିଳାଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପ୍ରେମିକ ଗିରଫ । କୋଲକାତାର ଶେଖ ଫରିଦକୁ ଗିରଫ କରିଛି ପୋଲିସ । ଓଡ଼ିଶା ଆସିବା ପରେ ସେ ନିଜ ନାମ ପରିବର୍ତ୍ତନ କରି କାର୍ତ୍ତିକ ଜେନା ରଖିଥିଲା । ଗତକାଲି କାର୍ତ୍ତିକ ଓରଫ ଶେଖ ଫରିଦ…

ପୋଲିସ ପଞ୍ଝାରେ ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା

ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ସଫଳତା । ପଞ୍ଝାରେ ପଡିଛନ୍ତି ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା । ଏକ ଏଟିଏମରେ ଏହି ଗ୍ୟାଙ୍ଗ ଟଙ୍କା ହେରଫେର କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର କମଲ ଖାନ, ଗୋବିନ୍ଦ ଚୌରାସିଆ, ରିତେଶ ସିଂ, ଆକାଶ ସିଂ ।…

ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ

ଦେବଗଡ଼ : ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର । ଅବକାରୀ ଅଧୀକ୍ଷକଙ୍କ ଦେବଗଡ଼ ସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ । ଅବକାରୀ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ ହୋଇଛି । ମଦ ଭାଟି ମାଲିକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା…

ପାରଳା ACF ମୃତ୍ୟୁ ମାମଲା: ଆସିଲା ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଦୁଇ ମାସ ପରେ ବି ଖୋଲିନି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏହାରି ଭିତରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସୌମ୍ୟରଞ୍ଜନ ମହାମାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍ ଟେଷ୍ଟ…

DRDO ତଥ୍ୟ ଲିକ୍ ମାମଲା: ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ରହସ୍ୟମୟୀ ମହିଳାଙ୍କୁ ନେଇ ଅଧିକ ତଦନ୍ତ ଜାରି ରଖିଛି । କିଏ ସେହି ମହିଳା ? କେଉଁଠାରେ ରୁହନ୍ତି ? ଭାରତରେ ନା ବିଦେଶରେ ? ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ । ଏହି…

ଯୁବକଙ୍କ ତଣ୍ଟିକାଟି ହତ୍ୟା, ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର

ବରଗଡ଼: ତଣ୍ଟି କାଟି ଯୁବକଙ୍କୁ ହତ୍ୟା । ନିର୍ମମ ଭାବରେ ହତ୍ୟା କରିବା ପରେ ମୃତଦେହକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ବରଗଡ଼ ସହରର ଅମ୍ବାପାଲି ବନଜାରି ବ୍ରିଜ ନିକଟସ୍ଥ ପଡିଆରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଗଭୀର କ୍ଷତ…

ଭଦ୍ରକ ତିହିଡି ଅଞ୍ଚରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ସାଇଣ୍ଟିଫିକ ଟିମର ତଦନ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ପୀରହାଟ ଥାନା ନଛିବିନ୍ଧା ଗ୍ରାମରେ ଅଭାବନୀୟ ଘଟଣା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ମୃତା ମହିଳା ଶଶଧର ରାଉଳଙ୍କ ସ୍ତ୍ରୀ କବିତା ରାଉଳ ବୋଲି ଜଣାଯାଇଛି । ଶୋଇବା ଘର ଖଟ ଉପରେ ମୃତଦେହ ପଡ଼ିଥିବା ବେଳେ, ସିଲିଂ…