Latest Odisha News

BREAKING NEWS

Browsing Category

ଅପରାଧ

ଡ୍ରାଇଭର୍ ରଚିଥିଲା ଏଟିଏମ୍ ଭ୍ୟାନ୍ ଅପହରଣ ନାଟକ

ବ୍ରହ୍ମପୁର: ଡ୍ରଇଭର୍ ୪୨୦ । ଯେଉଁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନ୍ ଚଳାଉଥିଲା ତାକୁ ଅପହରଣ କରି ଟଙ୍କା ଲୁଟ୍ କରିବାକୁ ମାଷ୍ଟରପ୍ଲାନ୍ କରିଥିଲା । ସହଯୋଗୀଙ୍କୁ ନେଇ ଅପରହଣ ନାଟକ ରଚିଥିଲା । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରୁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନକୁ ଅପହରଣ ଘଟଣାର…

ACF ସୌମ୍ୟ ମୃତ୍ୟୁ ମାମଲା: ଗଜପତି ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଜେରାରେ ପଡ଼ିଲା ଗଜପତି ଡିଏଫଓଙ୍କ ପାଳି । ଆଜି ତଦନ୍ତକାରୀ ଟିମ୍ ଆଗରେ ହାଜର ହୋଇଛନ୍ତି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚର ୪ ଜଣିଆ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଗଜପତି : ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରୁଛି ଖୋଳତାଡ । ଗତକାଲି ଜଗୁଆଳି ଓ ମାଳିଙ୍କୁ ଜେରା ହୋଇଥିବା ବେଳେ, ଆଜି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାରାଥନ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ସେହିପରି ଘଟଣା ଦିନ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିବା…

ବ୍ରହ୍ମପୁରରେ ଟଙ୍କା ଗାଡି ଅପହରଣ, ୨୪ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ଡ୍ରାଇଭରକୁ ନିଶା ନେଇ ଟଙ୍କା ଭର୍ତ୍ତି ଗାଡି ନେଇଗଲେ ଲୁଟେରା । ବଡବଜାର ଥାନା ନିକଟସ୍ଥ ଏଟିଏମରେ ଟଙ୍କା ଭର୍ତ୍ତି ସମୟରେ ଗାଡି ଧରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗାଡିକୁ ପୋଲିସ ଠାବ କରିଥିବା ବେଳେ, ଗାଡିରୁ ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।…

ବାଘ ଚମଡ଼ା ଜବତ, ବେପାରୀ ଫେରାର

ନବରଙ୍ଗପୁର: ବାଘ ଚମଡ଼ା ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ୍ । ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ରାଇଘର ଅଞ୍ଚଳରୁ ଗୋଟିଏ ବାଘ ଚମଡ଼ା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାର…

ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ, ବନ ବିଭାଗର ୨ କର୍ମଚାରୀଙ୍କୁ ମାରାଥନ ଜେରା

ଗଜପତି : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଚତୁର୍ଥ ଦିନରେ ତଦନ୍ତ ପହଞ୍ଚି ଥିବା ବେଳେ, ଦ୍ବିତୀୟ ଦିନରେ ପୁଣି ବନ କର୍ମଚାରୀଙ୍କୁ ଜେରା କରିଛି ତଦନ୍ତକାରୀ ଟିମ୍ । ଆଜି ଡିଏଫଓଙ୍କ ଫାଟକ ଜଗୁଥିବା ସନ୍ତୋଷ ବିଶ୍ବାଳ ଓ ମାଳି ଅଜୟ ବେହେରାଙ୍କୁ ଘନ ଘନ…

ସାଂଘାତିକ ପ୍ରେମ ସଂପର୍କର ଜଘନ୍ୟ ପରିଣାମ, ବଳିପଡିଲେ ୨ ନବଜାତ ଶିଶୁ

କଳାହାଣ୍ଡି: ଆଜିର ଦିନରେ କେତେ ଶାଶ୍ୱତ ପ୍ରେମ ସଂପର୍କ ? କେତେ ପବିତ୍ର ପ୍ରେମର ସଂଜ୍ଞା ? ବୋଧ ହୁଏ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ହେଲେ କଳାହାଣ୍ଡି ଜିଲ୍ଲାରେ ସାମ୍ନାକୁ ଆସିଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ପ୍ରେମ…

ଶ୍ୱଶୁରକୁ ହାଣି ଦେଲା ବୋହୂ

ଯାଜପୁର: ପାରିବାରିକ କଳହରୁ ହତ୍ୟା । ଶ୍ୱଶୁରକୁ ହାଣି ହତ୍ୟା କରିଛି ବୋହୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ । ମୃତକ ହେଲେ ପବନା ହାତୀ । ହତ୍ୟାକାରୀ ବୋହୂ ରୂପା ହାତୀ ଫେରାର୍ ଅଛନ୍ତି । ତାଙ୍କୁ ଧରିବାକ ପୋଲିସ ତନାଘନା ତଦନ୍ତ…

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସକୁ ସଫଳତା । ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ର ଲକମା ମାଡଭି, ଗଙ୍ଗା ମାଡ଼କମ ଓ ସୁକ ସୋଡି । ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓ ଗତିବିଧିରେ ଏମାନେ…

ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ବେପାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ଜଳେଶ୍ୱର ପାଲଟିଛି ଧଳା ଜହର ହବ୍ । ଡିଲ୍ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜଳେଶ୍ୱର ମାର୍କେଟରୁ ପାଖାପାଖି ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଯାହାର ଓଜନ ୨କିଲୋ ୪୦୨ ଗ୍ରାମ୍ ।…