Latest Odisha News

BREAKING NEWS

Browsing Category

ଅପରାଧ

OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କନିଶନ ବା OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ଭୁବନେଶ୍ୱରରେ ୬ଟି ସ୍ଥାନରେ ରେଡ୍ ହୋଇଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ସାମିଲ…

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ କୋଟିଏ ଟଙ୍କାର ବ୍ରାଉସୁଗର ଜବତ, ଜଣେ ଗିରଫ

ପୁରୀ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ପୁଣି ଧରାପଡ଼ିଛନ୍ତି ବ୍ରାଉନସୁଗର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୁରୀ ଜିଲ୍ଲା ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧କିଲୋ ୪୮ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରାଯାଇଛି ।…

ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

କଟକ : ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ । ଅସଲି କହି ନକଲି ଘଣ୍ଟା ବିକୁଥିବା ଜଣେ ବ୍ୟବସାୟଙ୍କୁ ଗିରଫ କରିଛି କଟକ ବାଦାମବାଡି ଥାନା ପୋଲିସ୍ । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।…

୧୦ ବର୍ଷର ଶିଶୁକୁ ଗୋଡାଇ ନିର୍ମମ ହତ୍ୟା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଭଟାଗୁଡା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ ନାମକ ଜଣେ…

ସହିଦ ସପ୍ତାହ, ପୋଷ୍ଟର ଲଗାଇବାରେ ମାତିଛନ୍ତି ମାଓବାଦୀ

ନବରଙ୍ଗପୁର: ସୁଯୋଗ ମିଳିବା ମାତ୍ରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ଲାଲ ବାହିନୀ । ଜୁଲାଇ ୨୮’ ତାରିଖଠୁ ଅଗଷ୍ଟ ୩’ ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହି ଅଣସ୍ୱୀକୃତୀପ୍ରାପ୍ତ ଦିବସ ପାଳନ କରିବାକୁ ମାଓ ପ୍ରବଣ ଇଲାକରେ ଲୁଚିଛପି ଲୋକଙ୍କୁ…

ବୁଲେଟ୍ ପାଇଁ ବୋହୂକୁ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ସଦର ଥାନା ଖେଡ଼ପଡ଼ା ଗାଁରେ ଅଭାବନୀୟ ଘଟଣା । ଯୌତୁକ ବାବଦରେ ବୁଲେଟ୍ ନଦେବାରୁ ବୋହୂକୁ ହତ୍ୟା ଅଭିଯୋଗ । ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧୁପୁର ଗାଁର ସୁଭଦ୍ରା ନାୟକ ଖେଡ଼ପଡ଼ାର…

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ…

ପୁରୀ ଅଠରନଳାରେ ଘନ ଘନ ବୋମାମାଡ଼

ପୁରୀ: ରଥଯାତ୍ରା ସରିବା ପରେ ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର । ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ ୫ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ । ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ ।…

ପ୍ରେମିକ ସାଜିଲା ପିଶାଚ: ପ୍ରେମିକାକୁ ଜୀଅନ୍ତା ଜାଳିଦେଲା

ଗଞ୍ଜାମ: ପ୍ରେମିକ ସାଜିଲା ପିଶାଚ । ଯାହାକୁ ଭଲ ପାଉଥିଲା ତାକୁ ପୋଡ଼ି ମାରି ଦେଲା । ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ । ଏଭଳି ବାଭତ୍ସ ଓ ହୃଦୟବିଦାରକ ଘଟଣା ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରୁ । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଦାୟର ହେଲା ପିଟିସନ

କଟକ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ପାଉନି ପୋଲିସ । ଘଟଣାକୁ ୧୫ ଦିନ ବିତିଥିବା ବେଳେ, ଅସଲ କାରଣ ଜାଣିପାରୁନି ପୋଲିସ । ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦେବି କରୁଛନ୍ତି । ଅନ୍ୟପଟେ ଏହି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍…