Latest Odisha News

BREAKING NEWS

Browsing Category

ଅପରାଧ

ବେଆଇନ୍ କଫ ସିରପ ଜବତ

ବଲାଙ୍ଗିର: ପୁଣି ଧରାପଡିଲl ବେଆଇନ୍ କଫ ସିରପ କାରବାର। ବଲାଙ୍ଗିର ତୁରେକେଲାରୁ ଗାଡ଼ି ସହ ବିପୁଳ ପରିମାଣର କଫ ସିରପ ଜବତ୍ କରିଛି ପୋଲିସ। ତାସହ ଘଟଣାରେ ସଂପୃକ୍ତ ୨ ଜଣ କୁ ଗିରଫ କରାଯାଇଥିବା କହିଛନ୍ତି ଏସପି ନୀତିନ କୁଶଳକର । ୧୪ ହଜାର ୪୦୦ ବୋତଲ କଫ ସିରଫ ଜବତ୍ କରାଯିବା ସହ ନଗଦ ୧୩…

ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇର ମୃତ୍ୟୁ

ବଲାଙ୍ଗିର: ଭାଇର ଜୀବନ ନେଲା ଆଉ ଜଣେ ଭାଇ । ସାନ ଭାଇକୁ ଛୁରୀ ଭୂଷି ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସନ୍ତୋଷ କୁଅଁରଙ୍କ ତେଜରାଜ କୁଅଁର । ବଡ଼ଭାଇ ସୁବ୍ରତ କୁଅଁରଙ୍କ ଛୁରା ମାଡ଼ରେ ସାନ ଭାଇର…

ବଲାଙ୍ଗିରରେ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ବଲାଙ୍ଗିର : ବଲାଙ୍ଗର ପୁଇଁତଲା ଥାନା ଆଟଗାଁରେ ଅଭାବନୀୟ ଘଟଣା । ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ । ମୃତକ ହେଲେ ସୁରୁବାବୁ କୁଅଁର । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ବଡ଼ ଭାଇ ସୁବ୍ରତ କୁଅଁର ଏକ ଧାରୁଆ ଅସ୍ତ୍ରରେ ସାନଭାଇକୁ ଆକ୍ରମଣ କରିଥିଲା…

ଚିନ୍ତା ବଢାଉଛି କୋରେକ୍ସର ଅବାଧ କାରବାର

ପୁରୀ: ଶ୍ରୀକ୍ଷେତ୍ରରେ ମଦ କିମ୍ବା ବ୍ରାଉନ୍ ସୁଗାର ପାଇଁ ପୋଲିସ ପ୍ରଶାସନ ଚିନ୍ତାରେ ପଡିନି । କୋରେକ୍ସର ବେଆଇନ ଓ ଅବାଧ କାରବାର ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଏକ ନିର୍ଦ୍ଧିଷ୍ଟ ଅଂଚଳରେ କୋରେକ୍ସ କାରବାର ହେଉଥିବା ଖବର ପାଇ ଆଜି ଟାଉନ ଥାନା ପୋଲିସ ଚଢାଉ କରି ୪ଜଣଙ୍କୁ ଗିରଫ…

ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ…

ନଦୀରୁ ମିଳିଲା ଅଖାରେ ବନ୍ଧା ଯାଇଥିବା ମୃତଦେହ, ହତ୍ୟା ମାମଲା ରୁଜୁ କରି ପୋଲିସର ତଦନ୍ତ

କଳାହାଣ୍ଡି: ତେଲ ନଦୀରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । କେସିଙ୍ଗା ବ୍ଲକ ଅଧିନ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ବାହାଦୂର ପଦର ନିକଟସ୍ଥ ତେଲ ନଦୀ ଗର୍ଭରୁ ମିଳିଛି ମୃତଦେହ । ସକାଳେ ବାହାଦୂର ପଦର ଗାଁର କିଛି ଯୁବକ ନଦୀକୁ ଗାଧୋଇ ଯାଇଥିବା ସମୟରେ ଏକ ଅଖା ବସ୍ତା ଭାସୁଥିବା ଦେଖିଥିଲେ ।…

ଧରାପଡ଼ିଲା ମେହୁଲ ଚୋକସୀ: ଆଣ୍ଟିଗୁଆକୁ ଚମ୍ପଟ ମାରିଥିଲା, ଡୋମିନିକାରୁ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ଓ ଠକେଇ ମାମଲାରେ ଚମ୍ପଟ ମାରିଥିବା ଅଭିଯୁକ୍ତ ମେହୁଲ ଚୋକସୀ ଧରା ପଡିଛି । ତାକୁ ଡୋମିନିକାରୁ ଗିରଫ କରାଯାଇଛି । ସେଠାକାର କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (CID) କଷ୍ଟୋଡିରେ ଅଛି ମେହୁଲ ଚୋକସୀ । କିଛି ଦିନ…

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢଉ, ୪ ମହିଳାଙ୍କ ସମେତ ୧୮ ଗିରଫ

କୁକୁଡାଖଣ୍ଡି: ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଏକ ବଡ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି । ଚଢଉ ବେଳେ ୪ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ଏକ ଲକ୍ଷ ୭ ହଜାର ୪୯୦ ଟଙ୍କା, ୧୭ଟି ମୋବାଇଲ ଓ ଦୁଇଟି…

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ !

କଙ୍କଡ଼ାହାଡ଼: ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।…

ଭଦ୍ରକରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଭଦ୍ରକ: ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣେ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ…