Latest Odisha News

BREAKING NEWS

Browsing Category

ଅପରାଧ

ରାୟଗଡ଼ାରୁ ରାଜସ୍ଥାନ ଚାଲାଣ ବେଳେ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡା: ରାଜସ୍ଥାନକୁ ରାୟଗଡ଼ାରୁ ଗଞ୍ଜେଇ ଚୋରା ଚାଲାଣ । ସୂଚନା ପାଇ ରେଡ୍ କଲା ମୁନିଗୁଡା ପୋଲିସ । ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଢ଼େପାଗୁଡା ନିକଟରେ ଟ୍ରକରେ ଲୋଡିଂ ହେଉଥିବା ବେଳେ ଚଢ଼ାଉ କଲା ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରେ…

ନୃଶଂସ ହତ୍ୟାକାଣ୍ଡ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ବାରିପଦା: ବୀଭତ୍ସ, ଅମାନୁଷିକ ଓ ନୃଶଂସକାଣ୍ଡ । ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲେ ଦୁର୍ବୃତ୍ତ । ଗାଁ ଦାଣ୍ଡରୁ ମହିଳା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଦେଖିବାକୁ ମିଳିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ଖବର ପାଇ…

ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲା, ଅଭିନେତା ଡିନୋ ମୋରିଆଙ୍କ ସମ୍ପତ୍ତି ଜବତ

ମୁମ୍ବାଇ : ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ଠାନ । ଅଭିନେତା ଡିନୋ ମୋରିଆ, ସଞ୍ଜୟ ଖାନ୍‌ ଓ ଆକ୍ବିଲ ଅବଦୁଲ ଖଲିଲ ବାଚୋଲିଙ୍କ ୮ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୬ ହଜାର କୋଟି ଟଙ୍କାର ଷ୍ଟର୍ଲିଂ ବାୟୋଟେକ…

କୋରାପୁଟରେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା, ୭ ଜଣଙ୍କୁ ଅଟକ ରଖିଲା ପୋଲିସ

କୋରାପୁଟ : ମହଙ୍ଗା ପଡ଼ିଲା ପୋଲିସକୁ ମାଡ ମାରିବା । କୋରାପୁଟ କାକିରିଗୁମ୍ମାରେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଏକ ଦୁର୍ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ କାକିରିଗୁମ୍ମା ଥାନା ଓଆଇସି ଓ…

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ

ଗଞ୍ଜାମ : ଟ୍ୟାଙ୍କରରେ ପେଟ୍ରୋଲ, ଡିଜେଲ ବା କିରୋସିନ୍ ନିଆଯାଏ ବୋଲି ଆମେ ସମସ୍ତେ ଜାଣିଛେ । କିନ୍ତୁ ପେଟ୍ରୋଲ ଟ୍ୟାଙ୍କରରେ ଯେ ଗଞ୍ଜେଇ ଚାଲାଣ ହୁଏ ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ହଁ, ଧରା ନପଡ଼ିବା ଲାଗି ଏଭଳି ଅଭିନବ ଉପାୟରେ ଚାଲାଣ ହୋଇଛି ଗଞ୍ଜେଇ । ଆଉ ସବୁ ଉଦ୍ୟମ ଫେଲ୍…

କୋରାପୁଟ ପୋଲିସକୁ ସଫଳତା, କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସକୁ ବଡ ସଫଳତା । ୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ସଦର ପୋଲିସ । ବ୍ରାହ୍ମଣୀ ଗାଁ ନିକଟରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଗଞ୍ଜେଇକୁ ଜବତ କରାଯାଇଛି । ପାଖାପାଖି ୧୨୪୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ଘଟଣାରେ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ । ପୁରୁଣା ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଧରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ।…

ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ସ୍ତ୍ରୀ ଓ ଝିଅକ ହାଣିଲା ସ୍ୱାମୀ । ଏହାପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରି ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ । ମୃତକ ହେଲେ  ଲୋକନାଥ ପାଲ ।…

ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ, ଗିରଫ ହେଲା ଅଭିଯୁକ୍ତ

ଜଗତସିଂହପୁର : ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ । ଶେଷରେ ଲୁଚକାଳି ଭିତରେ ଗିରଫ ହେଲା ଅଭିଯୁକ୍ତ । ଜଗତସିଂହପୁର ତିର୍ତ୍ତୋଲ ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛି ରାହାମା ତେରମାଣପୁର ତୋଟାସାହିର ନନ୍ଦ କିଶୋର ବରାଳ । ଭଉଣୀ ଘରେ ଲୁଚି ଥିବା ବେଳେ ଅଭିଯୁକ୍ତକୁ କୁଜଙ୍ଗ ଥାନା…

ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ଘଟିଛି । ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବାବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ମୃତ ମାଓବାଦୀର ପରିଚୟ ପିଏଲ୍‌ଜିଏ କମାଣ୍ଡର ଜଗା ବୋଲି ଜଣାପଡିଛି ।…