Latest Odisha News
Browsing Category

ଅପରାଧ

ପଇଡ଼ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି । ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ପାଡୁଆରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ନନ୍ଦପୁର ଥାନା ପୋଲିସ । ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ବ୍ଲକ ଛକରେ ଚେକିଂ ବେଳେ ପଇଡ଼ ବୋଝେଇ…

ମହଙ୍ଗା ପଡ଼ିଲା ଲାଞ୍ଚ

ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ…

ଝିଅର ମୃତ୍ୟୁରେ ମର୍ମାହତ ହୋଇପଡିଥିଲେ ବାପା-ମାଆ, ପିଇଦେଲେ ବିଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଗୁମୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ନିକଟ ଅତୀତରେ ଗୁମୁରା ଗାଁର ମଦନ ମୋହନ ପିଙ୍ଗୁଆଙ୍କ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ମାତ୍ର ୧୪ ଦିନର ଏହି ଶିଶୁକନ୍ୟାର ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇ…

ଅର୍ଥ ପାଇଁ ଅନର୍ଥ, ଗଡିଲା ଠିକାଦାର ମୁଣ୍ଡ

କୋରାପୁଟ: ସାରା ଦେଶରେ ଆପାତକାଳୀନ ସ୍ଥିତି । ହେଲେ ଏବେ ବି ଲୋକ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରକ୍ତର ରଙ୍ଗ ଦେଖିବାକୁ ଉଚିତ୍ ମଣୁଛନ୍ତି । କିଛି ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ୍ । ସୂଚନା ଅନୁଯାୟୀ ରାମ ଖିଲ ନାମକ ଜଣେ ବ୍ୟକ୍ତି…

ଝାରପଡ଼ା ଜେଲରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର ହେଲା ଦୁର୍ଦ୍ଦାନ୍ତ ବିକ୍ରମର ସହଯୋଗୀ ବୁଢ଼ା

ଭୁବନେଶ୍ୱର: ଜେଲରୁ ସଂଗଠିତ ହେଉଥିବା ଅପରାଧ ରୋକିବାକୁ ଜାରି ରହିଛି ଅପରେସନ୍ କ୍ଲିନ୍ ଅପ୍ । ଆଜି ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ନାୟକର ସହଯୋଗୀ ବୁଢ଼ା ଓରଫ କାହ୍ନୁକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି । ୨୦୦୯ ମସିହାରେ ଜେଲ୍ ୱାର୍ଡର…

ଜମିବାଡ଼ି ବିବାଦରୁ ନାବାଳକକୁ ନିର୍ମମ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଗୁରୁବାର ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ବିବାଦ ଯୋଗୁଁ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏଥିରେ ବିଫଳ ହୋଇ ସେହି ପରିବାରର ୮ ବର୍ଷର…

ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା

ଭବାନୀପାଟଣା: ରାତିରେ ଘର ଆଗରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଧାରୁଆ ଅସ୍ତ୍ରରେ ଗଣ୍ଡିରୁ ମୁଣ୍ଡକୁ କେହି ଦୁର୍ବୃତ୍ତ ଅଲଗା କରି ବୀଭତ୍ସ ହତ୍ୟା କରିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଲିଭଟ୍ଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ…

ରେଲୱେ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣ ଗିରଫ

ଭୁବନେଶ୍ବର : ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ରେଳ ସୁରକ୍ଷା ବଳ ବା ଆରପିଏଫ । ଭୁବନେଶ୍ବର ରେଳ ବିହାରରୁ ଚୋରି କରୁଥିବା ସମୟରେ ୩ ଜଣଙ୍କୁ ଗିରଫ କରିଛି ଆରପିଏଫ୍ । ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ସହ ସିସିଟିଭି ଫୁଟେଜ୍ ଆଧାରରେ ଆରପିଏଫ୍ କ୍ରାଇମ…

ଦାଦନ ଶ୍ରମିକଙ୍କୁ ନିର୍ମମ ହତ୍ୟା, ବେଙ୍ଗାଳୁରୁରେ ପଡିଛି ମୃତଦେହ

ବାରିପଦା: ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ଶ୍ରମିକଙ୍କ ଘର ମୟୁରଭଂଜ ଜିଲ୍ଲା ଶରତ ଗାଁ । ବେଙ୍ଗାଳୁରୁରେ ତାଙ୍କ ମୃତ୍ୟୁ ହୋଇଥିଲାବେଳେ ମୃତଦେହକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ତାଙ୍କ ପରିବାର ଲୋକେ ।…

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ । ରାଜଧାନୀର…