Latest Odisha News
Browsing Category

ଅପରାଧ

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି…

ଚିଲିକାରେ ବେଆଇନ୍ ପକ୍ଷୀ ଶିକାର, ଜଣେ ଶିକାରୀ ଗିରଫ

ଟାଙ୍ଗୀ: ଲକଡାଉନର ସୁଯୋଗ ନେଇ ଚିଲିକାରେ ମାତିଲେ ପକ୍ଷୀ ଶିକାରୀ ।  ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଛି । ପକ୍ଷୀ ଶିକାର ପରେ ବିକ୍ରି ପାଇଁ ନେବା ବେଳେ ଶିକାରୀକୁ ଧରିଲା ବନ୍ୟପ୍ରାଣୀ ବିଭାଗ । ଟାଙ୍ଗି ଭୂଷଣ୍ତପୁର ବିଧାରପୁର ନିକଟରୁ ଜଣେ ଶିକାରୀ ଗିରଫ ହୋଇଛି ।…

ଚାକିରି ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପା-ପୁଅ ଗିରଫ

ଅନୁଗୋଳ: ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରୁ ଠକ ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା ଓ ତାଙ୍କ ବାପା ପ୍ରୀତମ ବେହେରା । ଏନେଇ ତାଳଟେର କୋଲିୟରି ଥାନାରେ ଗତ ୭…

ମଠାଧୀଶଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୨ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିଶିମୁଣ୍ଡା ଗାଁ ରାଧାକୃଷ୍ଣ ମଠର ମଠାଧିଶ ବାବା କୃଷ୍ଣଚନ୍ଦ୍ର ଦାଶଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବାବାଙ୍କ ସମ୍ପର୍କୀୟ ଦୁଇ ପୁତୁରା ଅମିତ ଓରଫ ଶମ୍ଭୁ ଭୂଷଣ ମିଶ୍ର ଓ…

ହିନ୍ଦୁସ୍ତାନୀ ଭାଉକୁ ମହଙ୍ଗା ପଡିଲା ଭାଇଗିରି !

ମୁମ୍ବାଇ: ଅନ୍‌ଲାଇନରେ ଅନର୍ଗଳ ଅସ୍ରବ୍ୟ ଭାଷା । ମନରେ ଭାରତ ପ୍ରତି ଅଗାଢ ପ୍ରେମ । ହେଲେ ଏବେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ବିକାଶ ଫାକଟ୍ ଓରଫ ହିନ୍ଦୁସ୍ତାନୀ ଭାଉ । କୋଭିଡ୍‌-୧୯ କଟକଣା ଭାଙ୍ଗିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଥାନାରେ ଅଟକ…

ଢାବା ମାଲିକ ଗିରଫ, ବିପୁଳ ପରିମାଣର ମଦ ଜବତ

ଢେଙ୍କାନାଳ: ଲାଭଖୋର ଢାବା ମାଲିକଙ୍କ ଅଭିନବ ଉପାୟ । ଲକଡାଉନ୍‌ରେ ଚଢା ଦରରେ ବେଆଇନ ଭାବେ ମଦ ବିକି ମାଲାମାଲ ହେବାକୁ ଦେଖିଥିଲେ ସ୍ୱପ୍ନ । ହେଲେ ଅବକାରୀ ବିଭାଗ ସବୁ ଯୋଜନାକୁ ଭଣ୍ଡୁର କରିଦେଇଥିଲା । ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢାବାରୁ ଜବତ ହୋଇଛି ବିପୁଳ…

ଲକଡାଉନ୍‌ରେ ସକ୍ରିୟ ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ !

ସୋନପୁର: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ଜାରି ହୋଇଛି ଲକଡାଉନ୍ । ହେଲେ ଏହି ଲକଡାଉନ୍‌କୁ ସୁବର୍ଣ୍ଣ ସୁଯୋଗ ଭାବି ସକ୍ରିୟ ହୋଇଛନ୍ତି ଲୁହା ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ୍ । ବେଶ କିଛି ଦିନ ହେବ ସୋନପୁର ଉଲୁଣ୍ଡା ଥାନା ଅଂଚଳରେ ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ ସକ୍ରିୟ…

ବାହାଘର ପ୍ରୋସେସନ ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

ଗଜପତି : ଗଜପତି ଆର.ଉଦୟଗିରି ଥାନା ଛେଳିଗଡ଼ ଗାଁ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । ବାହାଘର ପ୍ରୋସେସନ ଚାଲିଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ପ୍ରୋସେସନ ଚାଲିଥିଲା । କିନ୍ତୁ ଘଟଣାସ୍ଥଳରେ ଆର.ଉଦୟଗିରି ତହସିଲଦାର…

ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ ମୃତ୍ୟୁ ଖବର ମିଛ

ନୂଆଦିଲ୍ଲୀ: ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ ଜୀବିତ ଅଛନ୍ତି । ସେ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ମୃତ୍ୟୁ ଖବର ମିଛି । ଛୋଟା ରାଜନଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ପରେ ଏମ୍ସ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ଛୋଟା ରାଜନ ତିହାର ଜେଲରେ କରୋନା ସଂକ୍ରମିତ…

ବାଙ୍ଗିରିପୋଷିରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବାରିପଦା: ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ । ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କଲା ବାରିପଦା ଟାଉନ୍ ଥାନା ପୋଲିସ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗହିରାପାଳ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତଙ୍କ…